କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି କାହିଁକି ଅଧିକ ଆକର୍ଷିତ ହୁଅନ୍ତି ଯୁବକ, ଗବେଷଣାରୁ ଜଣାପଡିଲା ବଡ଼ କାରଣ

 
Boys on women

କଣ ଆପଣ ଜାଣନ୍ତି କି କୁମାରୀ ଝିଅ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଯୁବକ ମାନେ । କଥାଟି ଅପ୍ରିୟ ସତ ଭଳି । ଏହା ବର୍ତ୍ତମାନ ସମୟର କେବଳ କଥା ନୁହେଁ ।  ଏହା ଯୁବକ ମାନଙ୍କର ଏକ ପ୍ରକୃତି କହିଲେ କିଛି ଭୁଲ୍ ହେବ ନାହିଁ । 

ଛୁ

ତେବେ ଯଦି ଦେଖାଯାଏ  , ଏପରି ହେବାର ଅନେକ କାରଣ ରହିଛି । ଯେଉଁଥି ପାଇଁ ଯୁବକ ମାନେ ଖୁବ୍ ଶୀଘ୍ର ବିବାହିତ ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଆଜି ଆସନ୍ତୁ ଜାଣିବା କଣ ଏପରି ସବୁ ରହିଛି ଯେଉଁଥି ପାଇଁ ଯୁବକ ମାନେ କୁମାରୀ ଝିଅ ମାନଙ୍କ ଅପେକ୍ଷା ମହିଳା ମାନଙ୍କୁ ବେଶ୍ ପସନ୍ଦ କରନ୍ତି  ।

• କୁମାରୀ ଝିଅ ଅପେକ୍ଷା ବିବାହିତ ମହିଳା ମାନେ ପୁରୁଷଙ୍କ ମନ କଥା ବେଶୀ ବୁଝି ପାରନ୍ତି ଓ ସେହି ଅନୁସାରେ ନିଜକୁ ସଜେଇ ରଖିଥାଆନ୍ତି।

• ବିବାହିତ ମହିଳା ମାନେ ଅଧିକ ଆତ୍ମ ବିଶ୍ବାସୀ ଓ ସୁନ୍ଦର ଦେଖା ଯାଆନ୍ତି । 

• ବିବାହ ପରେ ଝିଅ ମାନଙ୍କ ଶରୀର ଗଠନରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଥାଏ । ଯେଉଁଥି ପାଇଁ ଯୁବକ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି ।

• ବିବାହିତ ମହିଳା ମାନଙ୍କ ମନ ସାଧାରଣତଃ ଖୁସି ରହିଥାଏ , ଯେଉଁଥି ପାଇଁ ଏକ ହରମୋନର ପ୍ରଭାବରେ ସେମାନଙ୍କ ଚେହେରା ଗ୍ଲୋ କରିଥାଏ ।