ଜାନୁଆରୀ ୧ ରେ ହେବାକୁ ଯାଉଛି ୫ ଟି ବଡ ନିୟମ ଓ ପରିବର୍ତ୍ତନ। ସାବଧାନ ହେଇ ଯାଆନ୍ତୁ ନହେଲେ ପରେ ପସ୍ତେଇବେ।

ନୂତନ ବର୍ଷ ରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। କିଛି ସୁବିଧା ଜନକ ହେବା ବେଳେ କିଛି ଅସୁବିଧା ର କାରଣ ହୋଇପାରେ ଏହି ପରିବର୍ତ୍ତନ। ଆସନ୍ତୁ ଜାଣିବା। ୧:- ଜାନୁଆରୀ ୧ ଠାରୁ ମ୍ଯାଗନେଟିକ ସ୍ଟ୍ନିପ ଡେବିଟ ଓ କ୍ରେଡିଟ କାର୍ଡ କାମ କରିବ ନାହିଁ। ଏହା ବଦଳରେ ଈଏମବୀ ଚିପ ବେସ୍ଟ କାର୍ଡ କାମ କରିବ। ଏହି କାର୍ଡ ରେ ଥିବା ଚିପ ରେ ୟୁଜର ଙ୍କ ସମସ୍ତ ତଥ୍ୟ ଥିବ। ଏହା ମଗନେଟିକ
 
ଜାନୁଆରୀ ୧ ରେ ହେବାକୁ ଯାଉଛି ୫ ଟି ବଡ ନିୟମ ଓ ପରିବର୍ତ୍ତନ। ସାବଧାନ ହେଇ ଯାଆନ୍ତୁ ନହେଲେ ପରେ ପସ୍ତେଇବେ।

ନୂତନ ବର୍ଷ ରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। କିଛି ସୁବିଧା ଜନକ ହେବା ବେଳେ କିଛି ଅସୁବିଧା ର କାରଣ ହୋଇପାରେ ଏହି ପରିବର୍ତ୍ତନ। ଆସନ୍ତୁ ଜାଣିବା।

୧:- ଜାନୁଆରୀ ୧ ଠାରୁ ମ୍ଯାଗନେଟିକ ସ୍ଟ୍ନିପ ଡେବିଟ ଓ କ୍ରେଡିଟ କାର୍ଡ କାମ କରିବ ନାହିଁ। ଏହା ବଦଳରେ ଈଏମବୀ ଚିପ ବେସ୍ଟ କାର୍ଡ କାମ କରିବ। ଏହି କାର୍ଡ ରେ ଥିବା ଚିପ ରେ ୟୁଜର ଙ୍କ ସମସ୍ତ ତଥ୍ୟ ଥିବ। ଏହା ମଗନେଟିକ କାର୍ଡ ଠାରୁ ସମ୍ପୂର୍ଣ୍ଣ ଅଲଗା ଓ ସୁରଖିତ। ଏହା ଫ୍ରୋଡ କୁ ରୋକିବା ପାଇଁ କରାଯାଉଛି।

ଜାନୁଆରୀ ୧ ରେ ହେବାକୁ ଯାଉଛି ୫ ଟି ବଡ ନିୟମ ଓ ପରିବର୍ତ୍ତନ। ସାବଧାନ ହେଇ ଯାଆନ୍ତୁ ନହେଲେ ପରେ ପସ୍ତେଇବେ।

୨:- ଜାନୁଆରୀ ୧ ଠାରୁ ନାଁନ ସିଟିଏସ ଚେକ ଗ୍ରହଣ କରିବେ ନାହିଁ। ଏହାର ତଥ୍ୟ ବ୍ୟାଙ୍କ କତୃପଖ୍ଯ ଆଗରୁ ଗ୍ରାହକ ଙ୍କ ପ୍ରଦାନ କରିବେ। ଭାରତ ରେ ମଧ୍ୟ ଏବେ CTS (Cheque Truncation System) ଆରମ୍ଭ କରାଯିବ। ଏଥି ପାଇଁ ଡିସେମ୍ବର ୩୧ ,୨୦୧୮ ଯାଏ ସମ ଦିଆଯେଇଥିଲା।

୩:- ଜାନୁଆରୀ ୧, ୨୦୧୯ ରୁ କାର, ବାଇକ ଓ ସ୍କୁଟର ରପର୍ସନାଲ ଏକ୍ସିଡେଣ୍ଟ ଇଂଶ୍ଯୁରେନ୍ସ ସହ ଯୋଡିତ ନିୟମ ବଦଳିବା କୁ ଯାଉଛି। IRDAI ଅକ୍ସିଡେଣ୍ଟ ରେ ମରିବା ଲୋକ କୁ କମ୍ପଲ୍ସରି ପର୍ସନାଲ ଏକିସିଡେଣ୍ଟ କୁ ୧ ଲକ୍ଷ ରୁ ୧୫ ଲକ୍ଷ ପର୍ଯ୍ଯନ୍ତ ଦିଆଯିବ।

ଏହା ସମ୍ବନ୍ଧରେ IRDAI ସମସ୍ତ ଇନ୍ସୁରାନ୍ସ କମ୍ପାନି କୁ ସର୍କୁଲାର ଜାରି କରିଛି। ଏହା ଦ୍ବାରା ମୃତକ ଙ୍କ ଘର ଲୋକ ଙ୍କୁ ସାହାର୍ଯ୍ଯ ମିଳିଯିବ।

ଜାନୁଆରୀ ୧ ରେ ହେବାକୁ ଯାଉଛି ୫ ଟି ବଡ ନିୟମ ଓ ପରିବର୍ତ୍ତନ। ସାବଧାନ ହେଇ ଯାଆନ୍ତୁ ନହେଲେ ପରେ ପସ୍ତେଇବେ।

୪:- ଟୋୟୋଟା ଓ ଫୋଡେ ଭଳି କମ୍ପାନି ଗୁଡିକ ୨୦୧୯ ଆରମ୍ଭ ରେ କାର ଗୁଡି଼କ ର ଦାମ ବଢାଇବାର ନିଷ୍ପତି ନେଇଛନ୍ତି। ଟାଁଲର ଙ୍କ ଅନୁସାରେ ଦାମ କମ ହେଉଛି। ଏହା ଦ୍ବାରା କାର ମେନୁଫାକଚରିଂ ଦାମ ଅଧିକ ହେଉଥିବାରୁ କାର ର ମୂଲ୍ୟ ବଢାଯିବ, କମ୍ପାନି ପଖ୍ଯ ରୁ କୁହାଯାଇଛି।

୫:- ଏବେ ଆପଣଙ୍କୁ ନେସନାଲ ଫେସନ ସ୍କିମ ଉପରେ ଟ୍ୟାକ୍ସ ଦିଆଯିବନି। ସରକାର ଏହାକୁ EEE କେଟେଗୋରୀ ରେ ଆଣିବା ପାଇଁ ଘୋଷଣା କରିଛନ୍ତି। ୨୦୧୯-୨୦ ଏନପିଏସ ର ମ୍ଯାଚୁରିଟି ପିରିୟଡ ପୁରା ହେବା କିମ୍ବା ରିଟାୟରମେଣ୍ଚ ପରେ ଏନସିପିଏସ ଉପରେ ଟ୍ୟାକ୍ସ ଦେବାକୁ ପଡିବନି।