​​​ହାର୍ଟ ଆଟାକ୍ ହେବା ପୂର୍ବରୁ ମିଳିଥାଏ ଏହି ୭ଟି ସଂକେତ, କଦାପି ଅଣଦେଖା କରନ୍ତୁ ନାହିଁ

 
Heart attack

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ହାର୍ଟ ଆଟାକ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି କୋଲୋଷ୍ଟ୍ରୋଲ , ମଧୁମେହ ଓ ହାଇ ବ୍ଲଡ ପ୍ରେସର୍ କୁ ବି ପଛରେ ପକାଇ ସାରିଲାଣି ହାର୍ଟର ସମସ୍ୟା। କେବଳ ବୟସ୍କ ବ୍ୟକ୍ତିଙ୍କ ଠାରେ ନୁହେଁ କମ୍ ବୟସର ଯୁବକ ମାନଙ୍କ ଠାରେ ମଧ୍ୟ ହାର୍ଟ ଫେଲ୍ୟୁଅର୍ ର ସମସ୍ୟା ଦେଖା ଦେଉଛି।

ଭାଇ
କେବଳ ଭାରତରେ ନୁହେଁ ସାରା ବିଶ୍ବରେ ହାର୍ଟ ଆଟାକ୍ କୁ ନେଇ ଗବେଷଣା ଜାରି ରହିଛି। ତେବେ ଯଦି ଦେଖା ଯାଏ ମହିଳା ମାନଙ୍କ ତୁଳନାରେ ହାର୍ଟ ଆଟାକ ର ହାର ପୁରୁଷ ମାନଙ୍କ ଠାରେ ଅଧିକ ଦେଖା ଦେଇଥାଏ।
ତେବେ ନିକଟରେ ହୋଇଥିବା ଏକ ଗବେଷଣାକୁ ଆଧାର କରି ହାର୍ଟ ଆଟାକ୍ ର କିଛି ପୂର୍ବ ସଙ୍କେତକୁ ଧାର୍ଯ୍ୟ କରାଯାଇଛି। ଏହି ସଂକେତ ଗୁଡ଼ିକ ସାଧାରଣତଃ ହାର୍ଟ ଆଟାକ ର ପୂର୍ବ ଅବସ୍ଥା।
ତେବେ ଆସନ୍ତୁ ଜାଣିବା କଣ ରହିଛି ହାର୍ଟ ଆଟାକର ପୂର୍ବ ସଂକେତ
ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା।
• ଗଳାରେ ସମସ୍ୟା ଦେଖା ଦେବା।
• ଅଧିକ ସମୟ କାଶ ଲାଗି ରହିବା।
• ଅଚାନକ ବାରମ୍ବାର ବାନ୍ତି ଲାଗିବା।
• ହଠାତ୍ ଓଜନ ବୃଦ୍ଧି ହେବା।
• ମସ୍ତିଷ୍କ ଠୀକ୍ ଭାବେ କାମ ନ କରିବା।
• ଶୀଘ୍ର ଥକି ଜିବା।