ଗୋଟିଏ ଗୁଳି ରେ ୬ ଆତଙ୍କବାଦୀ ର ଜୀବନ ନେଲେ ଜଣେ ଜବାନ, ଆସନ୍ତୁ ଜାଣିବା ସେ ବୀର ଯବାନ ଙ୍କ ବିଷୟରେ।

ଆମେରିକି ସେନା ର ଜଣେ ଯବାନ ଗୋଟିଏ ଗୁଳି ରେ ୬ ଜଣ ଆତଙ୍କବାଦି ଙ୍କୁ ମାରିଦେଲେ। ସେ ୧ କିମି ଦୂର ରୁ ଆତଙ୍କବାଦୀ ଙ୍କୁ ଲଖ୍ଯ କରିଥିଲେ। ୨୦୧୩ ରେ ଆଫଗାନିସ୍ଥାନ ର ଏହି ଘଟଣା ଟି ଆମେରିକି ସେନା କହିଛନ୍ତି। ସେଠାରେ ଜବାନ ମାନେ ଆତଙ୍କବାଦୀ ମନଙ୍କ ସହ ଲଢୁ ଥିଲେ। ଦଖିଣ ଆଫଗାନିସ୍ଥାନ ର ପାହାଡ ଉପରେ ଆମେରିକି ସେନା ର ସ୍ନାଇପର ବସିଥିଲା, ୧ କିମି ଦୂରତା ରୁ ୬
 
ଗୋଟିଏ ଗୁଳି ରେ ୬ ଆତଙ୍କବାଦୀ ର ଜୀବନ ନେଲେ ଜଣେ ଜବାନ, ଆସନ୍ତୁ ଜାଣିବା ସେ ବୀର ଯବାନ ଙ୍କ ବିଷୟରେ।

ଆମେରିକି ସେନା ର ଜଣେ ଯବାନ ଗୋଟିଏ ଗୁଳି ରେ ୬ ଜଣ ଆତଙ୍କବାଦି ଙ୍କୁ ମାରିଦେଲେ। ସେ ୧ କିମି ଦୂର ରୁ ଆତଙ୍କବାଦୀ ଙ୍କୁ ଲଖ୍ଯ କରିଥିଲେ। ୨୦୧୩ ରେ ଆଫଗାନିସ୍ଥାନ ର ଏହି ଘଟଣା ଟି ଆମେରିକି ସେନା କହିଛନ୍ତି। ସେଠାରେ ଜବାନ ମାନେ ଆତଙ୍କବାଦୀ ମନଙ୍କ ସହ ଲଢୁ ଥିଲେ। ଦଖିଣ ଆଫଗାନିସ୍ଥାନ ର ପାହାଡ ଉପରେ ଆମେରିକି ସେନା ର ସ୍ନାଇପର ବସିଥିଲା, ୧ କିମି ଦୂରତା ରୁ ୬ ଜଣ ଆତଙ୍କବାଦି ତାଙ୍କ ଆଡକୁ ଆସୁଥିଲେ।

ଗୋଟିଏ ଗୁଳି ରେ ୬ ଆତଙ୍କବାଦୀ ର ଜୀବନ ନେଲେ ଜଣେ ଜବାନ, ଆସନ୍ତୁ ଜାଣିବା ସେ ବୀର ଯବାନ ଙ୍କ ବିଷୟରେ।

ଜଣେ ଆତଙ୍କବାଦି ସୁଇସାଇଡାଲ ଜ୍ଯାକେଟ ପିନ୍ଧି ଥିଲା। ଜବାନ ଜଣ ଙ୍କ ବୁଝି ଯାଇଥିଲେ ସେ ଯଦି ଆତଙ୍କବାଦୀ ମାନଙ୍କୁ ସେଠାରେ ନ ମାରିଲେ ସେମାନେ ତାଙ୍କ ସାଥି ମାନଙ୍କ ର ଜୀବନ ନେଇଯିବେ।୨୦ ବର୍ଷିୟା ଏହି ଯବାନ ଦେଖିଲେ ସମସ୍ତ ଙ୍କ ହାତ ରେ ମେସିନ ଗନ ମଧ୍ଯ ଥିଲା।

ଗୋଟିଏ ଗୁଳି ରେ ୬ ଆତଙ୍କବାଦୀ ର ଜୀବନ ନେଲେ ଜଣେ ଜବାନ, ଆସନ୍ତୁ ଜାଣିବା ସେ ବୀର ଯବାନ ଙ୍କ ବିଷୟରେ।

ଏକ୍ସପର୍ଟ ଙ୍କ କହିବା ଅନୁଯାୟୀ ଏତେ ଦୂର ରୁ ଲଖ୍ଯ ଭେଦ କରିବା କଷ୍ଟ। ସ୍ନାଇପର ପୁରା ଧ୍ଯାନ ର ସହ ଦେଖିଲେ ସେ ଆତଙ୍କବାଦୀ ର ଜ୍ଯାକେଟ ରେ ଏକ ବଟମ ଦେଖିଲା। ଯାହା କି ବମ ସହ ଜୋଡି ହୋଇଥିଲା। ସ୍ନାଇପର ବୁଝିଗଲେ ସେହି ବଟମ କୁ ଦବେଇ ଆତ୍ମଘାତୀ ଆକ୍ରମଣ କରିବେ। ସ୍ନାଇପର ଡେରି ନ କରି ଲଖ୍ଯ ରଖି ଗୁଳି ମାରିଲେ ଯାହା କି ଛାତି ରେ ଭେଦ କରିଗଲ। ଗୁଳି ଟି ବଟମ ରେ ବାଜିବା ପରେ ହିଁ ଜ୍ଯାକେଟ ରେ ଥିବା ବମ ର ଧମାକା ରେ ଅନ୍ଯ ୫ଜଣ ଆତଙ୍କବାଦୀ ଙ୍କ ର ଟୁକୁଡା ଟୁକୁଡା ହୋଇଗଲା।

ଗୋଟିଏ ଗୁଳି ରେ ୬ ଆତଙ୍କବାଦୀ ର ଜୀବନ ନେଲେ ଜଣେ ଜବାନ, ଆସନ୍ତୁ ଜାଣିବା ସେ ବୀର ଯବାନ ଙ୍କ ବିଷୟରେ।

ଆର୍ମି କହିଛନ୍ତି କି ୨୦ ବର୍ଷିୟା ଜବାନ ଦୁନିଆ ର ସବୁଠାରୁ ଶକ୍ତିଶାଳି L115A3 ର ବ୍ଯବହାର କରିଥିଲେ। ଆତଙ୍କବାଦି ୨୦ କିଲୋ ବିସ୍ଫୋଟକ ନିଜ ଜ୍ଯାକେଟ ରେ ରଖି ପିନ୍ଧିଥିଲେ। ସେ ଏହା ପୂର୍ବ ରୁ ଦେଢ କିମି ଦୂର ରୁ ତାଲିବାନ ରେ ଏକ ଆତଙ୍କବାଦୀ କୁ ମାରିଥିଲେ।