ବ୍ରେକଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ନେହା ଦେଲେ କଡା ଜବାବ, ଗୀତ ମାଧ୍ଯମରେ ଏମିତି କହିଦେଲେ ନେହା

ନେହା କକ୍କର୍ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଫ୍ୟାନ୍ସମାନଙ୍କୁ ସବୁବେଳେ ଅପ୍ଡେଟ୍ ଦେଇ ଆସୁଛନ୍ତି। ନିକଟରେ ନେହାଙ୍କ ସହିତ ତାଙ୍କ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ବ୍ରେକଅପ୍ ହୋଇଯାଇଥିଲା। ଏହାପରେ ନେହା ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ସୋସିଆଲ ମିଡିଆରେ ଭାବୁକ ହୋଇ ମେସେଜ୍ କରିଥିଲେ। ନେହା ଲେଖିଥିଲେ କି, ‘ଦୁନିଆରେ ଖରାପ ଲୋକ ଅଛନ୍ତି ବୋଲି ମୁଁ ଜାଣିନଥିଲି। ଛାଡ ଏବେ ସବୁ କିଛି ହରାଇ ହୋସ୍ ରେ ଆସିଛି,। ମୁଁ ମୋର ସବୁ କିଛି ଦେଇ
 
ବ୍ରେକଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ନେହା ଦେଲେ କଡା ଜବାବ, ଗୀତ ମାଧ୍ଯମରେ ଏମିତି କହିଦେଲେ ନେହା

ନେହା କକ୍କର୍‌ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଫ୍ୟାନ୍ସମାନଙ୍କୁ ସବୁବେଳେ ଅପ୍‌ଡେଟ୍‌ ଦେଇ ଆସୁଛନ୍ତି। ନିକଟରେ ନେହାଙ୍କ ସହିତ ତାଙ୍କ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ବ୍ରେକଅପ୍ ହୋଇଯାଇଥିଲା। ଏହାପରେ ନେହା ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ସୋସିଆଲ ମିଡିଆରେ ଭାବୁକ ହୋଇ ମେସେଜ୍ କରିଥିଲେ। ନେହା ଲେଖିଥିଲେ କି, ‘ଦୁନିଆରେ ଖରାପ ଲୋକ ଅଛନ୍ତି ବୋଲି ମୁଁ ଜାଣିନଥିଲି। ଛାଡ ଏବେ ସବୁ କିଛି ହରାଇ ହୋସ୍ ରେ ଆସିଛି,। ମୁଁ ମୋର ସବୁ କିଛି ଦେଇ ଦେଲି କିନ୍ତୁ ମୋତେ ତା ବଦଳରେ କ’ଣ ମିଳିଲା, ମୁଁ କହି ବି ପାରିବିନି କି ମୋତେ କ’ଣ ମିଳିଛି’।

ବ୍ରେକଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ନେହା ଦେଲେ କଡା ଜବାବ, ଗୀତ ମାଧ୍ଯମରେ ଏମିତି କହିଦେଲେ ନେହା

ବର୍ତ୍ତମାନ ନେହା ସୋଶାଲ ମିଡିଆରେ ଏକ ଗୀତକୁ ଶେଆର୍‌ କରିଛନ୍ତି। କୁହାଯାଉଛି ଯେ, ଏହି ଗୀତଟିକୁ ନେହା ଏକ୍ସ-ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ପାଇଁ ଡେଡିକେଟ୍‌ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି। ନେହା ‘ତେରା ଘାଟା ‘ଗୀତଟିକୁ ଗାଇଛନ୍ତି ଏବଂ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଦେଖିଲେ ସଫା ଜଣାପଡୁଛି ଯେ, ନେହା ଦୁଃଖରେ ଅଛନ୍ତି। ନେହାଙ୍କ ଫ୍ୟାନ୍ସ ମଧ୍ୟ ଏହି ଭିଡ଼ିଓରେ କମେଣ୍ଟ୍‌ ଦେଇ ତାଙ୍କୁ ମଜବୁତ୍‌ ରହିବା ପାଇଁ କହିଛନ୍ତି।

ବ୍ରେକଅପ୍‌ ପରେ ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ନେହା ଦେଲେ କଡା ଜବାବ, ଗୀତ ମାଧ୍ଯମରେ ଏମିତି କହିଦେଲେ ନେହା

ତେବେ ନେହା ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ ତାଙ୍କର ଫ୍ୟାନ୍ସମାନେ ଖୁସି ହେବା ସହିତ ହିଂମାଶ୍‌ଙ୍କ ପାଇଁ ଏହି ଗୀତଟି ଉଚିତ୍‌ ଜବାବ ବୋଲି କମେଣ୍ଟରେ କହିଛନ୍ତି। ଫ୍ୟାନ୍ସ ଏହାକୁ ଅତି ଉକ୍ରଷ୍ଟ କହିବା ସହ, ସେ ବୁଝି ଯାଇଥିବେ ଯେ ସେ କ’ଣ ହରେଇଛନ୍ତି। ଆପଣଙ୍କୁ ୟାଙ୍କଠାରୁ ଆହୁରୀ ଅଧିକ ଭଲ ମିଳେଯିବେ ବୋଲି ଲେଖିଛନ୍ତି।