ଗର୍ଭାବସ୍ଥାରେ ଏହି ୪ଟି ଲକ୍ଷଣ ଥିଲେ ଜାଣନ୍ତୁ ହେବ ଜାଆଁଳା ଶିଶୁ, ଜାଣନ୍ତୁ କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ

 
Twins baby
କଣ ଆପଣ କେବେ ଭାବିଛନ୍ତି କି ଯାଆଁଳା ଛୁଆ କିପରି ଜନ୍ମ ହୋଇଥାଏ ? ବର୍ତ୍ତମାନ ସମୟରେ ଯାଆଁଳା ପିଲା ଅଧିକ ଜନ୍ମ ହେବାର ଦେଖା ଦେଇଛି । ତେବେ ଏହାର କାରଣ କଣ ଅଟେ ? ଏକା ସାଙ୍ଗରେ ଦୁଇଟି ପିଲା କିପରି ପେଟରେ ବଢନ୍ତି । ଗୋଟିଏ ସ୍ପର୍ମ୍ ଦ୍ୱାରା କେବଳ ଗୋଟିଏ ଶିଶୁ ହିଁ ଜନ୍ମ ହୋଇ ପାରିବ ତେବେ ଦୁଇଟି ଶିଶୁ ପାଇଁ କଣ ଦୁଇଟି ସ୍ପର୍ମର ଆବଶ୍ୟକତା ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଯାଆଁଳା ପିଲା ଜନ୍ମ ହେବାର କାରଣ । ଏବଂ ଯଦି କେହି ଗର୍ଭବତୀ ଥାଆନ୍ତି ତେବେ କେଉଁ ଲକ୍ଷଣ ଦ୍ୱାରା ଜଣା ପଡିବ ଯେ ସେ ଯାଆଁଳା ପିଲା ଜନ୍ମ କରିବାକୁ ଯାଉଛନ୍ତି ବୋଲି ।

Twins

କେବଳ ଗୋଟିଏ ସ୍ପର୍ମରୁ ହିଁ ଦୁଇଟି ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି । କାରଣ ଗୋଟିଏ ସ୍ପର୍ମ ଗର୍ଭାଶୟରେ ଏଣ୍ଟ୍ରି କଲା ପରେ ଏହା ଗର୍ଭାଶୟକୁ ସମ୍ପୂର୍ଣ ସିଲ୍ କରି ଦେଇଥାଏ । ତେବେ ଏହି ଯାଆଁଳା ପିଲା ଦୁଇ ପ୍ରକାରର ହୋଇ ଥାଆନ୍ତି ।

ଆଇଡେନ୍ଟିକାଲ ଓ ନନ୍ ଆଇଡେନ୍ଟିକାଲ । ବିଜ୍ଞାନ ଭାଷାରେ ମନୋଜାଇଗୋଟିକ୍ ଓ ଡାଇଯାଇଗୋଟିକ୍ । ସ୍ପର୍ମର ଫର୍ଟିଲିଟି ସମୟରେ ହିଁ ବେଳେ ବେଳେ ଦୁଇଟି ଭ୍ରୁଣ ସୃଷ୍ଟି ହୋଇଥାଏ ।

ଲକ୍ଷଣ :

* ଗର୍ଭାବସ୍ଥାରେ ଅଧିକ ଝାଳ ବୋହିବା ବା ରକ୍ତପାତ ହେବା ।

* ଓଜନ ବୃଦ୍ଧି ହେବା।

* ଅଧିକ ଭୋକ ଲାଗିବା ।

* ପେଟର ଆକାର ସାମାନ୍ୟ ଠାରୁ ଅଧିକ ବଡ ଓ ଭାରି ହେବା ।