ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଛି କି ? ଏହା ହେଉଛି ହାର୍ଟଆଟାକର କାରଣ, ଅଣଦେଖା ନକରି ଜାଣନ୍ତୁ ଏହିସବୁ ଜରୁରୀ କଥା

 
Sweating

ଦେହରୁ ଝାଳ ବାହାରିବା ହୋଇପାରେ ହାର୍ଟଆଟାକର କାରଣ ! କଣ ଜାଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ଏହା ଏକ ରିସର୍ଚ୍ଚ ଦ୍ୱାରା ପ୍ରମାଣ କରା ଯାଇଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦେହରୁ ଝାଳ ବାହାରିବା ଏକ ସାଧାରଣ କଥା ହୋଇଥିଲେ ବି ହୋଇପାରେ ଏକ ଅସାଧାରଣ ରୋଗର କାରଣ ।

A

ତେବେ ଜାଣନ୍ତୁ କିପରି ଜାଣିବେ ଏହାର ଲକ୍ଷଣ........

* ଯଦି ଆପଣଙ୍କ ଶରୀରରୁ ବିନା ଗରମରେ କିମ୍ବା ହଠାତ୍ ଅଚାନକ ଝାଳ ବାହାରୁଛି ତେବେ ଏହା ହାର୍ଟ ଆଟାକର କାରଣ ହେଇପାରେ । 

* ଯଦି ଆପଣଙ୍କୁ ଝାଳ ବାହାରିବା ଦ୍ବାରା ଅବଶ ଲାଗୁଛି ଓ ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି , ତେବେ ଏହା ମଧ୍ୟ ହାର୍ଟ ଆଟାକର କାରଣ ହୋଇପାରେ ।

* ବେଳେ ବେଳେ ଝାଳ ବୋହିବା ସହିତ ଶରୀରର ହାତ , କାନ୍ଧ , ଦାନ୍ତ ଆଦି ସ୍ଥାନରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଯାହା ହାର୍ଟ ଆଟାକର କାରଣ ହେଇପାରେ ।

* ବେକ ହଠାତ୍ ବିନ୍ଧା ହୋଇ ଝାଳ ବାହାରିବା ଆରମ୍ଭ ହୋଇ ଯାଇଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ହଠାତ୍ ଝାଳ ବାହାରିବା ମଧ୍ୟ ହାର୍ଟଆଟାକର କାରଣ ହେଇପାରେ ।