କେତେଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳାମାନେ ଗର୍ଭବତୀ ହୁଅନ୍ତି ? ଜାଣନ୍ତୁ କଣ କହୁଛି ଗବେଷଣା

 
Pregnant
ପୁରୁଷ ଓ ନାରୀ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେମାନେ ସନ୍ତାନ ପ୍ରାପ୍ତି ଲାଗି ପ୍ରୟୋସ କରିଥାନ୍ତି । ଏଥିପାଇଁ ପତି ପତ୍ନୀ ଶାରୀରିକ ସମ୍ପର୍କ ରଖିଥାନ୍ତି । ଏହା ଆନନ୍ଦ ପାଇଁ ମଧ୍ୟ ଉଦ୍ଧିଷ୍ଟ ଥିଲେ ମଧ୍ୟ ପୁତ୍ର କିମ୍ବା କନ୍ୟା ସନ୍ତାନକୁ ପ୍ରାପ୍ତି ନେଇ ଦମ୍ପତିଙ୍କ ଭିତରେ ଉତ୍ସାହିତ ରହିଥାଏ । 
ନବ ବିବାହିତା ଗର୍ଭବତୀ ହେବା ପାଇଁ କେତେ ସମୟ ନେଇଥାନ୍ତି ବା କେତେ ଥର ଶାରିରୀକ ସମ୍ପର୍କ ରଖିବା ନିହାତି ଆବଶ୍ୟକ ହୋଇଥାଏ ? ତେବେ ଆଜିର ବିଷୟଟି ହେଲା କେତେ ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି ? ଆସନ୍ତୁ ବିଷୟଟିକୁ ବିସ୍ତାର ଭାବରେ ଜାଣିବାକୁ ଚେଷ୍ଟା କରିବା :-
Saririk sampark
ଏହାକୁ ନେଇ ଇଂଲଣ୍ଡରେ ଏକ ଗବେଷଣା କରାଯାଇଥିଲା । ଏହି ଗବେଷଣାରୁ ଜଣା ପଡିଲା ହାରାହାରି ୭, ୮ ଥର ଶାରୀରିକ ସମ୍ପର୍କ ପରେ ହିଁ ମହିଳା ଗର୍ଭବତୀ ହୋଇଥାନ୍ତି ଏବଂ ଦମ୍ପତି ସାଧାରଣ ଭାବେ ୧୮୫ ଦିନ ଏକତ୍ର ଅତିବାହିତ କରିବା ପରେ ମାଆ ବାପା ହେବାର ଉପଲବ୍ଧି ହାସଲ କରିଥାନ୍ତି । ଏହି ଗବେଷଣା ପ୍ରାୟ ୫ ପ୍ରତିଶତ ପତି ପତ୍ନୀ ସ୍ୱୀକାର କରିଛନ୍ତି । ସେମାନେ ମାସିକ ଥରେ ଶାରୀରିକ ସମ୍ପର୍କ ରକ୍ଷା କରି ମଧ୍ୟ ଏଥିରେ ସଫଳ ହୋଇଛନ୍ତି ।
Saririk sampark
ଆଉ କେତେକ ଆକଳନ ଅନୁଯାୟୀ ମାସକ ଭିତରେ ତେର ଥର ଏହିଭଳି ସମ୍ପର୍କ ରଖିଲେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି । ୪୩ ପ୍ରତିଶତ ମହିଳା ସ୍ୱୀକାର କରିଛନ୍ତି ଯେ, ସେମାନେ ଯେତେଥର ସମ୍ପର୍କ ରଖିଲେ ବି ମାନସିକ ଚାପ ହେତୁ ଗର୍ଭବତୀ ହୋଇପାରି ନାହାନ୍ତି । ଗର୍ଭବତୀ ହେବା ପାଇଁ ମାନସିକ ଶାନ୍ତି ନିହାତି ଆବଶ୍ୟକ ବୋଲି ସେମାନେ ଦର୍ଶାଇଛନ୍ତି । ଏଥିରେ ୫୦ ପ୍ରତିଶତ ଦମ୍ପତି ସ୍ୱୀକାର କରିଛନ୍ତି ଯେ, ସେମାନେ ସାଧାରଣ ଭାବରେ ସମ୍ପର୍କ ରଖିବା ପରେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି । ଆଜି ତ ଜାଣିଲେ କେତେ ଥର ସମ୍ପର୍କ ରଖିଲେ ମହିଳା ଗର୍ଭବତୀ ହୋଇଥାନ୍ତି ।