ପୂଜାର୍ଚ୍ଚନା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢଣା କାହିଁକି ଦେଇଥାନ୍ତି, ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ

ହିନ୍ଦୁ ଧର୍ମରେ ଭଗବାନଙ୍କୁ ପୂଜା କରିବାର ରହିଥାଏ ଅନେକ ବିଧି। ଯାହାକୁ ପାଳନ କରିବା ହେଉଛି ଆମର ଧରମ। ତେବେ ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ମହିଳା ମାନେ ମୁଣ୍ଡରେ ଓଢଣା ପକେଇ ପୂଜା କରିଥାନ୍ତି। ହେଲେ ଏପରି କଣ ପାଇଁ କରାଯାଏ? କଣ ରହିଛି ଏହା ପଛର ଧାର୍ମିକ କାରଣ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମରେ କୁହାଯାଇଛି ଯେ, ଯେଉଁମାନଙ୍କୁ ମହିଳାମାନେ ସମ୍ମାନ କରିଥାଆନ୍ତି ସେମାନଙ୍କ ସମ୍ମୁଖରେ ମୁଣ୍ଡ ଘୋଡାଇ ରଖି ଥାଆନ୍ତି। ଏହା
 

ହିନ୍ଦୁ ଧର୍ମରେ ଭଗବାନଙ୍କୁ ପୂଜା କରିବାର ରହିଥାଏ ଅନେକ ବିଧି। ଯାହାକୁ ପାଳନ କରିବା ହେଉଛି ଆମର ଧରମ। ତେବେ ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ମହିଳା ମାନେ ମୁଣ୍ଡରେ ଓଢଣା ପକେଇ ପୂଜା କରିଥାନ୍ତି। ହେଲେ ଏପରି କଣ ପାଇଁ କରାଯାଏ? କଣ ରହିଛି ଏହା ପଛର ଧାର୍ମିକ କାରଣ ଆସନ୍ତୁ ଜାଣିବା।

ପୂଜାର୍ଚ୍ଚନା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢଣା କାହିଁକି ଦେଇଥାନ୍ତି, ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ

ହିନ୍ଦୁ ଧର୍ମରେ କୁହାଯାଇଛି ଯେ, ଯେଉଁମାନଙ୍କୁ ମହିଳାମାନେ ସମ୍ମାନ କରିଥାଆନ୍ତି ସେମାନଙ୍କ ସମ୍ମୁଖରେ ମୁଣ୍ଡ ଘୋଡାଇ ରଖି ଥାଆନ୍ତି। ଏହା ସର୍ବଦା ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଦେବାଦେବୀଙ୍କ ପୂଜା ତାଙ୍କର ସମ୍ମାନ ସ୍ବରୂପ ମୁଣ୍ଡରେ ଓଢଣା ଦିଆଯାଇଥାଏ। ଏପରି କରିବାର ଅନେକ ମାନ୍ୟତା ରହିଛି।ଏପରି କରିବା ଦ୍ବାରା ମହିଳାଙ୍କୁ ପୂଜାର୍ଚ୍ଚନାରେ ଶୁଭ ଫଳ ମିଳିଥାଏ।

ପୂଜାର୍ଚ୍ଚନା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢଣା କାହିଁକି ଦେଇଥାନ୍ତି, ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ

ମୁଣ୍ଡକୁ ଘୋଡାଇ ରଖି ପୂଜା କରିବା ଦ୍ବାରା ବ୍ୟକ୍ତି ମଧ୍ୟକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବ୍ୟକ୍ତିଙ୍କ ମନ ଶାନ୍ତ ରହିଥାଏ। ଏହାଦ୍ବାରା ବ୍ୟକ୍ତିଙ୍କୁ ଶୀଘ୍ର ସଫଳତା ମିଳିଥାଏ। ସକାରାତ୍ମକ ପରିବେଶରେ ଈଶ୍ବରଙ୍କ ପୂଜା କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପୂଜାର୍ଚ୍ଚନା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢଣା କାହିଁକି ଦେଇଥାନ୍ତି, ଏହା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ

ମୁଣ୍ଡ ଘୋଡାଇ ରଖିବା ଦ୍ବାରା ଏକାଗ୍ରତା ବୃଦ୍ଧି ପାଇଥାଏ। ପୂଜାର୍ଚ୍ଚନା ସମୟରେ ମୁଣ୍ଡରେ ଓଢଣା ଦେବା ଦ୍ବାରା ଧ୍ୟାନ ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ରହିଥାଏ। ଏହାଦ୍ବାରା ଈଶ୍ବରଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ବେଦରେ କୁହାଯାଇଛି ଯେ, ମୁଣ୍ଡର ମଧ୍ୟ ଭାଗରେ ଏକ କେନ୍ଦ୍ରୀୟ ଚକ୍ର ରହିଛି। ତେଣୁ ମୁଣ୍ଡକୁ ଘୋଡାଇ ରଖି ଈଶ୍ବରଙ୍କ ପୂଜା କରିବା ଦ୍ବାରା ଏହି ଚକ୍ର ଉପରେ ଶୀଘ୍ର ପ୍ରଭାବ ପଡିଥାଏ।