କଣ ଆପଣ ଶୋଇବା ବେଳେ ଉଚ୍ଚା ତକିଆ ବ୍ୟବହାର କରୁଛନ୍ତି କି ? ମସ୍ତିଷ୍କ ଉପରେ ପଡୁଛି ଏହିସବୁ ଖରାପ ପ୍ରଭାବ

 
High pillow

କଣ ଆପଣ ବି ଶୋଇବା ସମୟରେ ମୁଣ୍ଡ ତଳେ ଉଚ୍ଚ ତକିଆ ଦେଇ ଶୋଇବାକୁ ପସନ୍ଦ କରୁଛନ୍ତି କି ? ତେବେ ଏଣିକି ହୋଇ ଯାଆନ୍ତୁ ସାବଧାନ । କାରଣ ଏହା ହୁଏ ତ ଆପଣଙ୍କୁ ପକାଇପାରେ ଏକ ବଡ଼ ବିପଦରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସାଧାରଣତଃ ଶୋଇବା ସମୟରେ ସମସ୍ତେ ତକିଆ ଦେଇ ଶୋଇବାକୁ ବେଶ୍ ପସନ୍ଦ କରନ୍ତି । କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ବହୁ ପତଳା ତକିଆ ମୁଣ୍ଡରେ ଦେଇଥିବା ବେଳେ ଆଉ କିଛି ଲୋକ ବେଶ ମୋଟ ବା ଉଚ୍ଚା ତକିଆକୁ ପସନ୍ଦ କରନ୍ତି ।

Ay

କିନ୍ତୁ ଏହି ଉଚ୍ଚା ତକିଆ ମୁଣ୍ଡ ତଳେ ଦେବା ଶରୀର ପାଇଁ ବେଶ୍ କ୍ଷତିକାରକ । ଏହା ଶରୀର ଉପରେ ବେଶ୍ କୁପ୍ରଭାବ ପକାଇଥାଏ । ତେବେ ଜାଣନ୍ତୁ ଏହା ଶରୀର ଉପରେ କି କି କୁପ୍ରଭାବ ପକାଇଥାଏ .... 

* ଉଚ୍ଚା ତକିଆ ଦେବା ଦ୍ଵାରା ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଗର୍ଭାଶୟରେ ବେଶ୍ ଯନ୍ତ୍ରଣା ହୋଇଥାଏ ।

* ଉଚ୍ଚା ତକିଆ ମେରୁଦଣ୍ଡ ଉପରେ ମଧ୍ୟ ଚାପ ପକାଇଥାଇ ।

* ଏହା ଦ୍ବାରା ଗାଲର ଚମଡା ଉପରେ ଚାପ ପଡ଼ିଥାଏ । ଯାହା ଫଳରେ ଗାଲରେ କୁଞ୍ଚନ ସୃଷ୍ଟି ହୁଏ ।

* ଏହା ସହିତ ମୁଣ୍ଡରେ ରକ୍ତ ସଞ୍ଚାଳନର ପରିମାଣ ମଧ୍ୟ କମିଯାଏ ।

* ନିଃଶ୍ୱାସ ପ୍ରସ୍ୱାସରେ ମଧ୍ୟ ଅସୁବିଧା ହୋଇଥାଏ ।