ତରଭୁଜ ରେ ମିଶୁଛି ବିଷାକ୍ତ ପାଉଡର, ଅସଲି ତରଭୁଜ କୁ ଚିହ୍ନି ନ ପାରିଲେ ଜୀବନ ପ୍ରତି ହେବ ବିପଦ

 
nakali tarabhuja

ତରଭୁଜ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ ନଚେତ୍ ଖୁବ୍ କମ୍ ଦିନ ମଧ୍ୟରେ ଯାଇପାରେ ଆପଣଙ୍କ ଜୀବନ ! ହଁ ଆଜ୍ଞା , ଆପଣ ଯାହା ଶୁଣିଲେ ଏକଦମ୍ ଠିକ୍ ଶୁଣିଲେ । ଖାଲି ଶୁଣିକି କାହିଁକି ଏହି ଭିଡ଼ିଓ ଦେଖିଲେ ଆପଣ ସବୁ ବୁଝିଯିବେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଲୋକମାନେ ସାଧାରଣତଃ ଫଳ ଓ ପନିପରିବାକୁ ଭିଟାମିନର ଏକ ପ୍ରମୁଖ ଉତ୍ସ ରୂପେ ଗ୍ରହଣ କରିଥାନ୍ତି । ହେଲେ ଏଭଳି ଗୋଟିଏ ଗୋଟିଏ ଭିଡ଼ିଓ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି କରିଥାଏ । ଯଦି ଏପରି ଚାଲେ ତେବେ ଲୋକେ ଖାଇବେ କଣ ଓ ବଞ୍ଚିବେ କେତେ ଦିନ ?

E

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ କଣ ପଇସା ରୋଜଗାର କରିବା ପାଇଁ ଏଭଳି ରାକ୍ଷାସ ମାନେ ଅନେଇ ବସିଛନ୍ତି ଏ କଥା ଆପଣମାନେ କେବେ ଭାବି ନ ଥିବେ ।

ଭିଡିଓଟିରେ ଆପଣ ଦେଖି ପାରିବେ ଜଣେ ଯୁବକ କିଭଳି ଏକ ତରଭୁଜ ଭିତର ନାଲି , ଫ୍ରେସ୍ ଏବଂ ଅଧିକ ମିଠା ଲାଗିବା ପାଇଁ ଏକ ଇଞ୍ଜେକସନ ସାହାଯ୍ୟରେ କେମିକାଲ ଭର୍ତ୍ତି କରୁଛନ୍ତି । ଏକ ଧଳା ରଙ୍ଗର ପାଉଡର ରେ ପାଣି ମିଶାଇବା ପରେ ପାଉଡରର ରଙ୍ଗ ନାଲି ହୋଇ ଯାଉଛି ଏବଂ ଏକ ଇଞ୍ଜେକସନ ରେ ସେ ଏହାକୁ ତରଭୂଜ ଭିତରେ ଭର୍ତ୍ତି କରୁଛନ୍ତି ।