ଲାଉ ଖାଇ,ଗୋଟିଏ ପରିବାର ର ୧୧ ଜଣ ଅସୁସ୍ଥ ହେଲେ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

ନାଲଛା ବ୍ଲକ ର ଗୋଟିଏ ପରିବାର ର ୧୨ ଜଣ ସଦସ୍ଯ ଙ୍କ ର ଫୁଡ ପୟଜନିଂଗ ର ଶିକାର ହୋଇଛନ୍ତି। ଅଭିଯୋଗ କରିବା ପରେ ଗାଁ ରେ ସ୍ବାସ୍ଥ ବିଭାଗ ପହଁନ୍ଚିଛନ୍ତି। ପ୍ରାଥମିକ ଚିକିସ୍ଯା ଚାଲିଛି। ପରିବାର ର ୮ ଜଣ ଙ୍କ ଜିଲ୍ଲା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଏବେ ସ୍ବାସ୍ଥ ଠିକ ଅଛି। ରୋଗୀ ମାନଙ୍କ ମଧ୍ଯରେ ୩ ପୁରୁଷ, ୩ ଛୁଆ, ୨ ମହିଳା। କିଛି ରୋଗୀ ଙ୍କୁ ଗାଁ ରେ
 
ଲାଉ ଖାଇ,ଗୋଟିଏ ପରିବାର ର ୧୧ ଜଣ ଅସୁସ୍ଥ ହେଲେ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

ନାଲଛା ବ୍ଲକ ର ଗୋଟିଏ ପରିବାର ର ୧୨ ଜଣ ସଦସ୍ଯ ଙ୍କ ର ଫୁଡ ପୟଜନିଂଗ ର ଶିକାର ହୋଇଛନ୍ତି। ଅଭିଯୋଗ କରିବା ପରେ ଗାଁ ରେ ସ୍ବାସ୍ଥ ବିଭାଗ ପହଁନ୍ଚିଛନ୍ତି। ପ୍ରାଥମିକ ଚିକିସ୍ଯା ଚାଲିଛି। ପରିବାର ର ୮ ଜଣ ଙ୍କ ଜିଲ୍ଲା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଏବେ ସ୍ବାସ୍ଥ ଠିକ ଅଛି। ରୋଗୀ ମାନଙ୍କ ମଧ୍ଯରେ ୩ ପୁରୁଷ, ୩ ଛୁଆ, ୨ ମହିଳା। କିଛି ରୋଗୀ ଙ୍କୁ ଗାଁ ରେ ଚିକିସ୍ଯା କରାଯାଉଛି।

ଲାଉ ଖାଇ,ଗୋଟିଏ ପରିବାର ର ୧୧ ଜଣ ଅସୁସ୍ଥ ହେଲେ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

ରେଖାବାଇ ନିବାସୀ ମୋହନପୁରା କହିଛନ୍ତି କି ୨ ଦିନ ପୂର୍ବରୁ ଲାଉ ତରକାରୀ କରାହୋଇଥିଲା। ଖାଇବା ପରେ ପରିବାର ର ୧୧ ଜଣ ଲୋକ ଙ୍କ ର ବାନ୍ତି ହେବାର ଅଭିଯୋଗ ହୋଇଛି। ୩ ଜଣ ଙ୍କୁ ଘରେ ଚିକିସ୍ଯା କରାଯାଇଛି ଓ ୮ ଜଣ ଙ୍କୁ ଶନିବାର ଜିଲ୍ଲା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ରେଖାବାଈ କହିଛନ୍ତି ଯେ କୁଗଜାବାଈ, କବିତା(୬), ସବିତା(୩), ରବୀନା(୨), ରାୟସିଂହ, ମୁକେଶ, ନୀଲେଶ ଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।

ଲାଉ ଖାଇ,ଗୋଟିଏ ପରିବାର ର ୧୧ ଜଣ ଅସୁସ୍ଥ ହେଲେ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

ପରିବାର ରେ ୧୫ ରୁ ଅଧିକ ସଦସ୍ଯ ଅଛନ୍ତି ସେଥିମଧ୍ଯରୁ ୧୧ ଜଣ ଙ୍କ ସ୍ବାସ୍ଥ ଖରାପ ଅଛି। ଡାକ୍ତର କେ. ସୁକ୍ଲା କହିଛନ୍ତି କି ସ୍ବାସ୍ଥ ବିଭାଗ ଟିମ ଗାଁ ରେ ପହଁନ୍ଚି ଚକିସ୍ଯା କରୁଛି। ସମସ୍ତ କଥା ର ଯାନ୍ଚ ମଧ୍ଯ ଚାଲିଛି। ଲାଉ ରେ କିଛି ବିଷାକ୍ତ ଜିନିଷ ମିଶିଥିବାର ଅନୁମାନ କରା ଯାଉଛି।