ଆଖିତଳେ ପଡୁଥିବା କଳା ଦାଗ କୁ ନେଇ ଚିନ୍ତିତ ଅଛନ୍ତି କି? ସମ୍ପୂର୍ଣ୍ଣ ଭାବେ ନିବାରଣ ପାଇଁ କରନ୍ତୁ ଏହି ଘରଳୁ ଉପାୟ।

ଆଖି ତଳ କଳା ପଡିବାର ବହୁତ ଗୁଡ଼ାଏ କାରଣ ଥାଏ। ମାତ୍ର ଆଜିକାଲି କୌଣସି କାରଣ ପାଇଁ ବି ଆଖି ତଳେ କଳା ଦାଗ ଦେଖାଯାଉଛି । ଅଧିକ ଲେଟ ରେ ରାତିରେ ଶୋଇବା, କାମ ପାଇଁ ମାନସିକ ଚିନ୍ତା ପାଇଁ ମଧ୍ୟ କଳା ଦାଗ ଆସିଥାଏ । ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ । ସବୁ ଲୋକେ ସେମାନଙ୍କର ଆଖି ତଳର କଳାଦାଗକୁ ନେଇ ଖୁବ୍ ଚିନ୍ତିତ ହୋଇଥାନ୍ତି ।
 
ଆଖିତଳେ ପଡୁଥିବା କଳା ଦାଗ କୁ ନେଇ ଚିନ୍ତିତ ଅଛନ୍ତି କି? ସମ୍ପୂର୍ଣ୍ଣ ଭାବେ ନିବାରଣ ପାଇଁ କରନ୍ତୁ ଏହି ଘରଳୁ ଉପାୟ।

ଆଖି ତଳ କଳା ପଡିବାର ବହୁତ ଗୁଡ଼ାଏ କାରଣ ଥାଏ। ମାତ୍ର ଆଜିକାଲି କୌଣସି କାରଣ ପାଇଁ ବି ଆଖି ତଳେ କଳା ଦାଗ ଦେଖାଯାଉଛି । ଅଧିକ ଲେଟ ରେ ରାତିରେ ଶୋଇବା, କାମ ପାଇଁ ମାନସିକ ଚିନ୍ତା ପାଇଁ ମଧ୍ୟ କଳା ଦାଗ ଆସିଥାଏ । ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ ।

ସବୁ ଲୋକେ ସେମାନଙ୍କର ଆଖି ତଳର କଳାଦାଗକୁ ନେଇ ଖୁବ୍ ଚିନ୍ତିତ ହୋଇଥାନ୍ତି । ଏହା ଚେହେରାକୁ ଅସୁନ୍ଦରର କରିଥାଏ । କେହି କେହି ଅଭ୍ୟାସ ନଥିଲେ ବି ଏହି କଳାଦାଗକୁ ଅନ୍ୟ ନଜରରୁ ଲୁଚାଇବା ପାଇଁ ଚଷମା ବ୍ୟବହାର କରିଥାନ୍ତି । ଏହି କଳା ଦାଗକୁ ହଟାଇବାରେ ଅମୃତଭଣ୍ଡା ଏକ ଔଷଧ ଭଳି କାମ କରେ। କାରଣ ଏଥିରେ ଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ଭରି ରହିଥାଏ।

ଆଖିତଳେ ପଡୁଥିବା କଳା ଦାଗ କୁ ନେଇ ଚିନ୍ତିତ ଅଛନ୍ତି କି? ସମ୍ପୂର୍ଣ୍ଣ ଭାବେ ନିବାରଣ ପାଇଁ କରନ୍ତୁ ଏହି ଘରଳୁ ଉପାୟ।

ଅମୃତଭଣ୍ଡା ଓ ଏହାର ଚୋପାରେ ଏକପ୍ରକାର ଏନ୍‌ଜାଇମ୍‌ ଥାଏ। ଯାହାକୁ ପପେନ୍‌ କୁହାଯାଏ। ଏହା ଚର୍ମ ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୃତ ଜୀବକୋଷକୁ ବାହାର କରି ଦେଇଥାଏ। ଖରା ପ୍ରକୋପରୁ ପପେନ୍‌ ଏନ୍‌ଜାଇମ୍‌ ଚର୍ମକୁ ରକ୍ଷା କରିଥାଏ। ଏହାଛଡ଼ା ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫୋଲିକ୍ ଏସିଡି, ଭିଟାମିନ୍‌ ସି ଓ ଭିଟାମିନ୍‌ ବି ଭଳି ବହୁ ଉପକାରୀ ତତ୍ତ୍ୱ ରହିଥାଏ।

ଅମୃତଭଣ୍ଡାରେ ତିଆରି ଫେସ୍‌ପ୍ୟାକ୍‌ ଆଖିର କଳାଦାଗ ସ୍ଥାନରେ ଲଗାନ୍ତୁ। ଏଥିରେ କଳାଦାଗ ଭଲ ହେବା ସହିତ ମୁହିଁରେ ଚମକ ଆସିବ। ଏଥିପାଇଁ ଅମୃତଭଣ୍ଡାର ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ୍‌ ଅମୃତଭଣ୍ଡା ପେଷ୍ଟ ସହିତ ଏକ ଚାମଚ ଲେମ୍ବୁ ରସ ମିଶାଇ କଳାଦାଗ ସ୍ଥାନରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍‌ ଏହାକୁ ଲଗାଇ ରଖିଲା ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ଭଲ ହେବା ସହିତ ମୁହଁ ଉଜ୍ଜ୍ୱଳ ହୋଇଥାଏ।

ଆଖିତଳେ ପଡୁଥିବା କଳା ଦାଗ କୁ ନେଇ ଚିନ୍ତିତ ଅଛନ୍ତି କି? ସମ୍ପୂର୍ଣ୍ଣ ଭାବେ ନିବାରଣ ପାଇଁ କରନ୍ତୁ ଏହି ଘରଳୁ ଉପାୟ।

ପାଚିଲା କମଳା ର ଚୋପାକୁ ଖରାରେ ସୁଖାଇ ଏହାର ପାଉଡର ବନାନ୍ତୁ। ଏହାପରେ ଏହି ପାଉଡରରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କଳା ଦାଗ ଉପରେ ଲଗାନ୍ତୁ। ଦେଖିବେ କଳାଦାଗ ଚେହେରାରୁ ଲିଭିଯିବ।