ଦୁନିଆର ସବୁଠାରୁ ବଡ ମହା ପାପ କଣ, ଯାହା କରିଲେ ମଣିଷକୁ ନର୍କ ରେ ମଧ୍ୟ ସ୍ଥାନ ମିଳିବ ନାହିଁ

ଶାସ୍ତ୍ର ଅନୁସାରେ ଅଧିକ ପାପ କରୁଥିବା ଲୋକେ ନର୍କ ରେ ସ୍ଥାନ ପାଆନ୍ତି, ସାଧାରଣତଃ ପାପ ପୁଣ୍ୟର କଥା ଉଠିଲେ ବ୍ୟକ୍ତି ପୂଣ୍ୟ କରିବାକୁ ଆଗକୁ ଆସେ । କିନ୍ତୁ ଏ କଥା ମଧ୍ୟ ସତ୍ୟ ଅଟେ କି ଯେଉଁଠାରେ ଲୋକଟିଏ ଶହେ ପୂଣ୍ୟ କରିଥାଏ ସେହିଠାରେ ସେ ଏକ ଏମିତି ପାପ କରିଦିଏ ଯାହାକି ତାର ସବୁ ପୁଣ୍ୟକୁ ନଷ୍ଟ କରି ଦେଇଥାଏ । ଶାସ୍ତ୍ର ରେ ଲେଖା ହୋଇଛି ବ୍ୟକ୍ତିକୁ ତା’ର ପାପର ଦଣ୍ଡ
 
ଦୁନିଆର ସବୁଠାରୁ ବଡ ମହା ପାପ କଣ, ଯାହା କରିଲେ ମଣିଷକୁ ନର୍କ ରେ ମଧ୍ୟ ସ୍ଥାନ ମିଳିବ ନାହିଁ

ଶାସ୍ତ୍ର ଅନୁସାରେ ଅଧିକ ପାପ କରୁଥିବା ଲୋକେ ନର୍କ ରେ ସ୍ଥାନ ପାଆନ୍ତି, ସାଧାରଣତଃ ପାପ ପୁଣ୍ୟର କଥା ଉଠିଲେ ବ୍ୟକ୍ତି ପୂଣ୍ୟ କରିବାକୁ ଆଗକୁ ଆସେ । କିନ୍ତୁ ଏ କଥା ମଧ୍ୟ ସତ୍ୟ ଅଟେ କି ଯେଉଁଠାରେ ଲୋକଟିଏ ଶହେ ପୂଣ୍ୟ କରିଥାଏ ସେହିଠାରେ ସେ ଏକ ଏମିତି ପାପ କରିଦିଏ ଯାହାକି ତାର ସବୁ ପୁଣ୍ୟକୁ ନଷ୍ଟ କରି ଦେଇଥାଏ । ଶାସ୍ତ୍ର ରେ ଲେଖା ହୋଇଛି ବ୍ୟକ୍ତିକୁ ତା’ର ପାପର ଦଣ୍ଡ ଏହି ଜନ୍ମରେ କିମ୍ବା ଆସନ୍ତା ଜନ୍ମରେ ଭୋଗିବାକୁ ପଡିଥାଏ ।

ଦୁନିଆର ସବୁଠାରୁ ବଡ ମହା ପାପ କଣ, ଯାହା କରିଲେ ମଣିଷକୁ ନର୍କ ରେ ମଧ୍ୟ ସ୍ଥାନ ମିଳିବ ନାହିଁ

ଏହି ଦୁନିଆରେ ବିଭିର୍ନ ପ୍ରକାରର ଲୋକେ ଅଛନ୍ତି ଏବଂ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଜୀବନସାରା କେବଳ ପାପ କାର୍ଯ୍ୟ କରନ୍ତି । ଏହା ସହିତ ଭଲ ଲୋକ ମଧ୍ୟ ଥାଆନ୍ତି ଯେଉଁମାନେ କେବେ ବି ପାପ କରି ନଥାନ୍ତି ଓ ଭଲ ଭଲ କାମ କରିଥାନ୍ତି ।

ଭଗବାନ କହିଛନ୍ତି କି ଦୁନିଆର ସବୁଠାରୁ ବଡ ମହାପାପୀ ସିଏ ଅଟେ ଯିଏ ମହିଳାମାନଙ୍କର ଇଜ୍ଜତ ସହ ଖେଳ ଖେଳିଥାଏ । ବିଜ୍ଞାନ ଅନୁସାରେ ମଧ୍ୟ ନାରୀ ଶକ୍ତି ଏକ ଏମିତି ଶକ୍ତି ହୋଇଥାଏ ଯାହାର ପ୍ରଭାବ ବର୍ଣ୍ଣନା କରିବା କଷ୍ଟ ଅଟେ । ନାରୀଙ୍କୁ ସଂସାରରେ ସବୁଠାରୁ ପୂଜନୀୟ ବୋଲି କୁହାଯାଇଥାଏ । ସେହିଠାରେ ନାରିଙ୍କର ଅପମାନ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ବର୍ବାଦ ର କାରଣ ହୋଇପାରେ ।

ଦୁନିଆର ସବୁଠାରୁ ବଡ ମହା ପାପ କଣ, ଯାହା କରିଲେ ମଣିଷକୁ ନର୍କ ରେ ମଧ୍ୟ ସ୍ଥାନ ମିଳିବ ନାହିଁ

ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଭଗବତ ଗୀତାରେ କହିଛନ୍ତି କି ଯେଉଁ ବ୍ୟକ୍ତି ନାରୀର ସମ୍ମାନ କରିଥାଏ ସେହି ବ୍ୟକ୍ତିକୁ ଏହି ଜନ୍ମରେ ଓ ଆଗାମୀ ଜନ୍ମରେ ଅନେକ ପୁଣ୍ୟଫଳ ମିଳିଥାଏ ଓ ଯେଉଁ ଲୋକ ନାରୀର ଇଜ୍ଜତ ସହ ଖେଳିଥାନ୍ତି ଓ ସେମାନଙ୍କ ସହ ଖରାପ କାମ କରିଥାନ୍ତି ଓ ତାଙ୍କୁ କଷ୍ଟ ଦେଇଥାନ୍ତି ତେବେ ସେହି ବ୍ୟକ୍ତି ଅନେକ ପାପର ଭାଗୀଦାର ହୋଇ ଯାଇଥାଏ ଏବଂ ସେ କଳଙ୍କିତ ହୋଇ ଯାଇଥାଏ ।

କୌଣସି ବ୍ୟକ୍ତି କୁ ନାରୀର ଅପମାନ କରିବାର ପାପ କରିବା ଉଚିତ ନୁହଁ । ସେଥିପାଇଁ ଏଥିରୁ ଆପଣ ସଂପୂର୍ଣ୍ଣ ଭାବରେ ଦୂରେଇ ରୁହନ୍ତୁ ।