ଶୀତଦିନେ ଅଧିକ ପରିଶ୍ରା ଲାଗିବା ହେଉଛି ଏହି ରୋଗର ଲକ୍ଷଣ, ଜାଣି ରଖନ୍ତୁ ନହେଲେ ଜୀବନ ଚାଲିଯାଇପାରେ

ଅନେକ ଲୋକ ଶୀତଦିନେରେ ବହୁତଥର ପରିସ୍ରା ଯାଇଥାନ୍ତି। ଡାକ୍ତରଙ୍କ ଭାଷାରେ ଏହି ରୋଗକୁ କୋଲ୍ଡ ଡାୟରେସିସ୍ କୁହାଯାଏ। ଏହି ରୋଗ କୌଣସି ପରିସ୍ଥିତିରେ ବି ଘାତକ ସାଜିପାରେ। ଡାୟରେସିସ ହୋଇଥବା ସମୟରେ ମଣିଷ ଶରୀରରୁ ନା କେବଳ ପାଣି ବାହାରିଥାଏ ଏହା ସହିତ ଶରୀରରେ ଥିବା ଲୁଣ ଏବଂ ମିନେରାଲ ବାଲାନ୍ସକୁ ମଧ୍ୟ କମ୍ କରି ଦେଇଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ଯାହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ। ସାଧାରଣତଃ ପରିସ୍ରା
 
ଶୀତଦିନେ ଅଧିକ ପରିଶ୍ରା ଲାଗିବା ହେଉଛି ଏହି ରୋଗର ଲକ୍ଷଣ, ଜାଣି ରଖନ୍ତୁ ନହେଲେ ଜୀବନ ଚାଲିଯାଇପାରେ

ଅନେକ ଲୋକ ଶୀତଦିନେରେ ବହୁତଥର ପରିସ୍ରା ଯାଇଥାନ୍ତି। ଡାକ୍ତରଙ୍କ ଭାଷାରେ ଏହି ରୋଗକୁ କୋଲ୍ଡ ଡାୟରେସିସ୍ କୁହାଯାଏ। ଏହି ରୋଗ କୌଣସି ପରିସ୍ଥିତିରେ ବି ଘାତକ ସାଜିପାରେ। ଡାୟରେସିସ ହୋଇଥବା ସମୟରେ ମଣିଷ ଶରୀରରୁ ନା କେବଳ ପାଣି ବାହାରିଥାଏ ଏହା ସହିତ ଶରୀରରେ ଥିବା ଲୁଣ ଏବଂ ମିନେରାଲ ବାଲାନ୍ସକୁ ମଧ୍ୟ କମ୍ କରି ଦେଇଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ଯାହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ।

ଶୀତଦିନେ ଅଧିକ ପରିଶ୍ରା ଲାଗିବା ହେଉଛି ଏହି ରୋଗର ଲକ୍ଷଣ, ଜାଣି ରଖନ୍ତୁ ନହେଲେ ଜୀବନ ଚାଲିଯାଇପାରେ

ସାଧାରଣତଃ ପରିସ୍ରା ହେବା ସମୟରେ ଶରୀରରୁ ସୋଡିୟମ୍ ଏବଂ ପୋଟାସିୟମ୍ ନିର୍ଗ ହୁଏ। ଶରୀରରୁ ଅତ୍ୟଧିକ ସୋଡିୟମ ଏବଂ ପୋଟାସିମୟ ନିର୍ଗତ ହେବା ଦ୍ବାରା ମଣିଷ ଶୀଘ୍ର ହାଇପେନୋଟ୍ରୋମିଆର ରୋଗରେ ଶିକାର ହୋଇଥାଏ। ଶରୀରର ତାପମାତ୍ରା ବଢ଼ିଗଲେ ଏହି ଡାୟରେସିସ ଅଧିକ ବଢ଼ି ଥାଏ।

ଶୀତଦିନେ ଅଧିକ ପରିଶ୍ରା ଲାଗିବା ହେଉଛି ଏହି ରୋଗର ଲକ୍ଷଣ, ଜାଣି ରଖନ୍ତୁ ନହେଲେ ଜୀବନ ଚାଲିଯାଇପାରେ

ଶୀତଦିନେ ଡାୟରେସିସରୁ ମୁକ୍ତି ପାଇବା ପାଇଁ ଶରୀରକୁ ଆର୍ଦ୍ର ରଖିବା ଆବଶ୍ୟକ। ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ଅଧିକରୁ ଅଧିକ ପାଣି ପିଇ ପାରିବେ। ଏହି ରୋଗ ୩୦ବର୍ଷ ବୟସରେ ଅଧିକ ଦେଖାଯାଏ।