କଣଆପଣ ବି ଗ୍ୟାସ୍ ଆଉ ଏସିଡିଟିକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପଚାର

 
Gass asidiy

କଣ ଆପଣ ବି ଗ୍ୟାସ୍ ଏବଂ ଏସିଡିଟିର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି କି ? ତେବେ ଏଣିକି ଏ ନେଇ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆମେ ଆଜି ଆପଣଙ୍କୁ ଏକ ଏପରି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏହି ସମସ୍ୟା ଠାରୁ ଦୂରେଇ ଦେବ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଏହି ଘରୋଇ ଉପଚାରଟି ହେଉଛି ଜିରା ଏବଂ ଜୁଆଣି ପାଣି । ଆଜ୍ଞା ହଁ । ଯଦି ଆପଣ ସବୁବେଳେ ଖାଇ ସାରିବା ପରେ ଗ୍ୟାସ୍ ଏବଂ ଏସିଡିଟିର ସମ୍ମୁଖୀନ ହେଉଥାନ୍ତି ତେବେ ଏହି ଜିରା ଏବଂ ଜୁଆଣି ପାଣି ହିଁ ଆପଣଙ୍କୁ ଏହା ଠାରୁ ଦୂରେଇ ରଖିବ ।

Ay

ଯଦି ଆପଣ ଏହି ଗ୍ୟାସ୍ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ ଚାମଚ ଜିରା ସହ ଏକ ଚାମଚ ଜୁଆଣିକୁ ଗରମ ପାଣିରେ ମିଶାଇ ପିଇବାକୁ ହେବ । ଯାହା ଦ୍ଵାରା ଆପଣ ଗ୍ୟାସ୍, ଏସିଡିଟି , ପେଟ ଫୁଲିଯିବା ଏବଂ ଆମ୍ବିଳା ହାକୁଡ଼ିରୁ ଛୁଟକାରା ପାଇବେ । 

ଏହି ଜିରା ଏବଂ ଜୁଆଣି ପାଣି କେବଳ ଗ୍ୟାସ୍ ନିନ୍ତ୍ରଣରେ ରଖେ ତାହା ନୁହେଁ ବରଂ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ସହ ମୋଟାପଣ କମାଇ ଆପଣଙ୍କୁ ଏକ ଫିଟ୍ ଆଣ୍ଡ ପାଇଁ ହେଲ୍ଥ ମଧ୍ୟ ଦେଇଥାଏ ।