ଏବେ ଚିକେନ ଆଉ ଅଣ୍ଡା ଖାଉଥିଲେ ହେଇଯାନ୍ତୁ ସାବଧାନ, ଚିକେନ ଓ ଅଣ୍ଡା ଖାଇଲେ ହୋଇପାରେ ଏହି ରୋଗ

 
Bird flu

କଣ ଆପଣ ବି ବର୍ତ୍ତମାନ ସମୟରେ ଖାଉଛନ୍ତି କି ଅଣ୍ଡା ଆଉ ଚିକେନ୍ ? ତେବେ ଏଣିକି ଆଉ ଖାଆନ୍ତୁ ନାହିଁ ଏପରି ଖାଦ୍ୟ । କାରଣ ବର୍ତ୍ତମାନ ସମୟରେ କୁକୁଡ଼ାକୁ ନେଇ ଦେଖା ଦେଉଛି ସଂକ୍ରମଣ । ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ କୁକୁଡ଼ା ମାନଙ୍କ ନିକଟରେ ଦେଖା ଦେଉଛି ବାର୍ଡ ଫ୍ଲ୍ୟୁ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଡାକ୍ତରଙ୍କ କହିବା ଅନୁଯାୟୀ , ବାର୍ଡ ଫ୍ଲ୍ୟୁ ହେଉଛି ଏକ ସଂକ୍ରମିତ ରୋଗ । ଯାହା କି ସାଧାରଣତଃ କୁକୁଡ଼ା ମାନଙ୍କ ନିକଟରେ ଦେଖା ଯାଇଥାଏ । ଯଦି କୌଣସି ବ୍ୟକ୍ତି ବାର୍ଡ ଫ୍ଲ୍ୟୁରେ ସଂକ୍ରମିତ ହୋଇଥିବା କୁକୁଡ଼ା ମାଂସ କିମ୍ବା ଅଣ୍ଡା ଖାଇଥାନ୍ତି ତେବେ କୁକୁଡ଼ାରେ ଥିବା ସେହି ସଂକ୍ରମିତ ଭାଇରସ୍ ସେହି ବ୍ୟକ୍ତି ମଧ୍ୟରେ ପ୍ରବେଶ କରିଥାଏ ।

Ay

ଆଉ ସେହି ବ୍ୟକ୍ତି ନିକଟରେ ଅନେକ ପ୍ରକାରର ସଂକ୍ରମିତ ରୋଗ ମଧ୍ୟ ସୃଷ୍ଟି କରିଥାଏ । କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ, ଏହି ବାର୍ଡ ଫ୍ଲ୍ୟୁରେ ସଂକ୍ରମିତ କୁକୁଡ଼ାକୁ ମଧ୍ୟ ଖାଇ ହେବ । କିନ୍ତୁ ଏହାକୁ ଖାଇବା ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପଡ଼ିବ ।

ତେବେ ଜାଣନ୍ତୁ କଣ ରହିଛି ଏହି ସବୁ ପଦକ୍ଷେପ.....

ବାର୍ଡ ଫ୍ଲ୍ୟୁ ରେ ସଂକ୍ରମିତ ହୋଇଥିବା କୁକୁଡ଼ା ଖାଇବାକୁ ଚାହୁଁଥିଲେ ପ୍ରଥମତଃ ଆପଣଙ୍କୁ ଏହାକୁ ଭଲସେ ସିଝାଇବାକୁ ପଡ଼ିବ । କାରଣ ଏହାକୁ ସିଝାଇବା ଦ୍ଵାରା ଏଥିରେ ଥିବା ଭାଇରସ ମରି ଯାଏ । କୁକୁଡ଼ାକୁ ଆପଣଙ୍କୁ ୧୬୫ ଡିଗ୍ରୀ ଫାରେନାଇଟରେ ସିଝାଇବା ଆବଶ୍ୟକ । ଖାଇ ସାରିବା ପରେ ନିଜ ମୁହଁ ହାତ ଏବଂ ବାସନକୁ ମଧ୍ୟ ଭଲସେ ପରିଷ୍କାର କରିବା ଆବଶ୍ୟକ ।