ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

ୱେଷ୍ଟଣ୍ଡିଜି ର ଖେଳାଳି ମାନଙ୍କୁ ଭାରତ ରେ ବହୁତ ପସନ୍ଦ କରାଯାଏ | ଭାରତରେ ୱେଷ୍ଟଣ୍ଡିଜି କ୍ରିକେଟରଙ୍କର ବହୁତ ସାରା ଫ୍ୟାନ ରହିଛନ୍ତି |ଆଜି ଆମେ ଆପଣଙ୍କୁ ୱେଷ୍ଟଣ୍ଡିଜି ର କିଛି ମହସୁର କ୍ରିକେଟରଙ୍କ ପତ୍ନୀଙ୍କ ବିଷୟ ରେ ଜଣେଇବୁ ଯୋଉମାନେକି ବହୁତ ସୁନ୍ଦର ଦେଖାଯାନ୍ତି ଆସନ୍ତୁ ଜାଣିବା ଆଣ୍ଡ୍ରେ ରଷ୍ସେଲ ୱେଷ୍ଟଣ୍ଡିଜି ଟିମି ର ଏକ ଟାଣୁଆ ଅଲ୍ରାଉଣ୍ଡର ଖେଳାଳି ଅଟନ୍ତି ,ଯାହାଙ୍କୁ କି ଲୋକ ଭାରତ ରେ ମଧ୍ୟ ବହୁତ ପସନ୍ଦ କରନ୍ତି |
 
ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

ୱେଷ୍ଟଣ୍ଡିଜି ର ଖେଳାଳି ମାନଙ୍କୁ ଭାରତ ରେ ବହୁତ ପସନ୍ଦ କରାଯାଏ | ଭାରତରେ ୱେଷ୍ଟଣ୍ଡିଜି କ୍ରିକେଟରଙ୍କର ବହୁତ ସାରା ଫ୍ୟାନ ରହିଛନ୍ତି |ଆଜି ଆମେ ଆପଣଙ୍କୁ ୱେଷ୍ଟଣ୍ଡିଜି ର କିଛି ମହସୁର କ୍ରିକେଟରଙ୍କ ପତ୍ନୀଙ୍କ ବିଷୟ ରେ ଜଣେଇବୁ ଯୋଉମାନେକି ବହୁତ ସୁନ୍ଦର ଦେଖାଯାନ୍ତି ଆସନ୍ତୁ ଜାଣିବା

ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

ଆଣ୍ଡ୍ରେ ରଷ୍ସେଲ ୱେଷ୍ଟଣ୍ଡିଜି ଟିମି ର ଏକ ଟାଣୁଆ ଅଲ୍ରାଉଣ୍ଡର ଖେଳାଳି ଅଟନ୍ତି ,ଯାହାଙ୍କୁ କି ଲୋକ ଭାରତ ରେ ମଧ୍ୟ ବହୁତ ପସନ୍ଦ କରନ୍ତି | ଆଣ୍ଡ୍ରେ ରଷ୍ସେଲଙ୍କ ପତ୍ନୀ ଯୋଶୀଷ ଲୋରା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି | ଯୋଶୀଷ ଲୋରା ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭି ରୁହନ୍ତି ଆହୁରି ମଧ୍ୟ ସେ ନିଜର ଅତି ସୁନ୍ଦର ସୁନ୍ଦର ଫୋଟୋ ସବୁକୁ ସୋସିଆଲ ମିଡ଼ିଆ ରେ ସେୟାର କରନ୍ତି |

ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

ଦୀନେଶ ରାମଦିନ ୱେଷ୍ଟଣ୍ଡିଜି ର ପୂର୍ବତନ ବଲ୍ଲେବାଜ ଅଟନ୍ତି | ଦୀନେଶ ସମଦିନ ୨୦୨୦ ହିନ୍ଦୁ ଧର୍ମର ରୀତି -ରିଵାଜ ରେ ଜେନେଲ ମୋହେସ ଙ୍କ ସହ ବିବାହ କରିଥିଲେ |ଜେନେଲ ମୋହେସ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି |

ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

କିରଣ ପୋଲାର୍ଡ ୱେଷ୍ଟଣ୍ଡିଜି ଟିମ ର ଅଲ୍ରାଉଣ୍ଡର ଖେଳାଳି ଅଟନ୍ତି |କିଛି ସମୟ ପୂର୍ବରୁ ତାଙ୍କୁ ୱେଷ୍ଟଣ୍ଡିଜି ର ଟି-୨୦ ଟିମ ର କ୍ୟାପଟେନ ବି କରାଯାଇଥିଲା ଫିରୋନ ପୋଲାର୍ଡ ଙ୍କ ପତ୍ନୀ ଙ୍କ ନାମ ଜିନ୍ନା ଅଲ୍ଲୀ ଦୁଇ ଜଣଙ୍କ ବାହାଘର ବହୁତ ବର୍ଷ ହୋଇଗଲାଣି

ଦେଖିବାକୁ ବହୁତ ସୁନ୍ଦର ୱେଷ୍ଟଣ୍ଡିଜି କ୍ରିକେଟର ଙ୍କ ସ୍ତ୍ରୀ ମାନେ, ନମ୍ବର ଏକ ଯୋଡି ସମସ୍ତଙ୍କ ପସନ୍ଦ

ଡେରେନ ସେମି ୱେଷ୍ଟଣ୍ଡିଜି ଟିମ ର ପୂର୍ବତନ କ୍ୟାଟେନ ଅଟନ୍ତି | ଡେରେନ ସେମିଙ୍କ ପତ୍ନୀ କୈଥି ଡେ଼ନିୟଲ ଦେଖିବା ପାଇଁ ବହୁତ ସୁନ୍ଦରଓ ଗ୍ଲେମରସ ଅଟନ୍ତି | କୈଥି ଡେ଼ନିୟଲ ଓ ଡେରେନ ସେମି ଙ୍କ ବିବାହ ୨୦୨୦ ମସିହା ରେ ହୋଇଥିଲା |