ଦେଖନ୍ତୁ ଭିଡିଓ : ଆର ପାରିକି ଯିବା ପୂର୍ବରୁ ଏହା ଥିଲା ପିଣ୍ଟୁ ନନ୍ଦ ଙ୍କର ଶେଷ ଇଚ୍ଛା, ମାତ୍ର ଇଚ୍ଛା କେବଳ ସ୍ୱପ୍ନ ହୋଇ ରହିଗଲା

 
pintu nanda sesa icha

ଆଜି ଓଲିଉଡର ଦୁନିଆ ଶୋକରେ କମ୍ପୁଛି । ଓଡିଶାର ଅଗଣିତ ଦର୍ଶକ ଝୁରୁଛନ୍ତି ଏବଂ ପରିବାର ଏବଂ ପ୍ରିୟଜନମାନେ ମଧ୍ୟ ଝୁରୁଛନ୍ତି । କାରଣ ତାଙ୍କର ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ମାତ୍ର 47 ବର୍ଷ ବୟସରେ ପିଣ୍ଟୁ ମୃତ୍ୟୁ ବରଣ କରିଛନ୍ତି । ଓଲିଉଡ ତାରକା ପିଣ୍ଟୁ ନନ୍ଦ ବୁଧବାର ରାତି 11:25 ରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ।

01

ଦେଖନ୍ତୁ ଭିଡିଓ :

ଆଉ ତାଙ୍କ ମୃତ୍ୟୁ ସହିତ ସମଗ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ଶୋକରେ ବୁଡି ରହିଛି । କାରଣ ପିଣ୍ଟୁ ସମସ୍ତଙ୍କୁ ଭୁଲ ସମୟରେ ଛାଡିଛନ୍ତି । ତାଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରି ଆସୁଛି । ମୃତ୍ୟୁ ପୂର୍ବରୁ ପିଣ୍ଟୁ ନନ୍ଦଙ୍କର ଶେଷ ଇଚ୍ଛା ଥିଲା । ଯାହା ପିଣ୍ଟୁ ସୁସ୍ଥ ହେବା ପରେ ପୂରଣ କରିବେ ବୋଲି ଭାବିଥିଲେ । କିନ୍ତୁ ଏହି ସ୍ୱପ୍ନ ଆଜି ଏକ ସ୍ୱପ୍ନ ହୋଇ ରହିଛି । କାରଣ ସମସ୍ତଙ୍କର ପ୍ରିୟ ପିଣ୍ଟୁ ଆଉ କେବେ ଫେରିବ ନାହିଁ ।