ଦେଖନ୍ତୁ ଭିଡ଼ିଓ: ସମସ୍ତଙ୍କ ଆଗରେ ନିଜ କାନ ଧରି ହାତ ଯୋଡ଼ି ଅନୁଭବ କହିଲେ "ମୁ ମାଁ ତାରିଣୀ ଙ୍କୁ 108 ନଡ଼ିଆ ପଠେଇଚି, ଯେମିତି ବର୍ଷା ..."

 
anubhav

ଓଡିଆ ହିରୋ ଏବଂ ବିଜେଡି ର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ତାଙ୍କର ବଡ଼ ବଡ଼ିଆ କଥା ପାଇଁ ବେସ୍ ଚର୍ଚା ଏବଂ ବିବାଦ ରେ ରୁହନ୍ତି । ତେବେ କିଛି ବର୍ଷ ଧରି ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ ଏବଂ ଛାଡପତ୍ର କୁ ନେଇ ବାରାମ୍ବାଦ ସେ ସୋସିଆଲ ମିଡ଼ିଆ ରେ ଆଗକୁ ଆସି କିଛି ନା କିଛି କହୁଛନ୍ତି ।

ତେବେ ବର୍ତମାନ ଏହି ସବୁ ବିବାଦ ଭିତରେ ଏବେ ଅନୁଭବ ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି । ବହୁତ ଦିନ ହେବ ସେ ଓଡ଼ିଆ ସିନେମା ଠାରୁ ଦୁରେଇ ରହିଥିଲେ କିନ୍ତୁ ଏବେ ସେ ନିଜର ସିନେମା ରିଲିଜ୍ କରିଛନ୍ତି ।

Barsha anubhav

ରଜରେ ଆସୁଛି ଅନୁଭବ ମହାନ୍ତିଙ୍କ ନୂଆ ସିନେମା 'ଲଭ ଇନ ଲଣ୍ଡନ'। ସିନେମା ରିଲିଜ ଅଭିଯାନ ରେ ଅନୁଭବ କହିଛନ୍ତି ମିଡ଼ିଆ ରେ ଯେ, ବର୍ଷା ଯେମିତି କାହାର କ୍ଷତି ନକରୁ, ସେ ମା' ତାରିଣୀଙ୍କ ପାଖକୁ 108 ନଡ଼ିଆ ପଠେଇ ଛନ୍ତି । 

ତେବେ ବର୍ଷା ନାମ ନେଇ ସେ ସିଧାସଳଖ ନିଜ ପତ୍ନୀ ବର୍ଷା କୁ ଟାର୍ଗେଟ ନ କରି ପରୋକ୍ଷ ଭାବରେ ତାଙ୍କୁ ବହୁତ କିଛି କହିଛନ୍ତି । ଏହା ପରେ ବର୍ଷା ଙ୍କ କଣ ଋଆକ୍ସନ ରହିବ ତାହା ଆଗକୁ ଦେଖିବାକୁ ମିଳିପାରେ ।