ଦେଖନ୍ତୁ ଭିଡିଓ: ଦିନେ କହୁଥିଲେ ଓଡ଼ିଶାର ସନି ଲିଓନି ହେବି ଆଉ ଏବେ ପ୍ରଭୁ ଜଗନ୍ନାଥ କଥା ମାନେ ପକେଇ ହାତ ଯୋଡି ଭୁଲ ମାଗିଲେ ନିଶା

ଆପଣ ମାନେ ସମସ୍ତେ ଜାଣିଥିବେ ନିଶା ମହାରଣାଙ୍କୁ । ସେ ନାଚ ପାଇଁ ବେଶ୍ ପ୍ରସିଦ୍ଧ କାରଣ କେହି କେହି ନିଶା ମହାରଣାଙ୍କୁ ବେଶ୍ ପସନ୍ଦ କରନ୍ତି ତ ଆଉ କେହି କେହି ନିଶା ମହାରଣାଙ୍କ ନାଚ ତାଙ୍କ ଅଶ୍ଳୀଳ ଭିଡ଼ିଓକୁ ଢେର୍ ଅଧିକ ବିରୋଧ କରନ୍ତି । ସବୁବେଳେ ନିଜର ଅଶ୍ଳୀଳ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରହୁଥିବା ନିଶା ମହାରଣାଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ନିଶା ମହାରଣା କହିଲେ ” ମୁଁ ଶପଥ କରି କହୁଛି , ମୁଁ ଆଉ ଅଶ୍ଳୀଳ ନାଚ ନାଚି ବିନି କି ଆଉ ଅଶ୍ଳୀଳ ଭାଷା କହିବିନି ; ନିଶା ମହାରଣା କହିଲେ ମୁଁ ଦୟା ଭାଇ ଓ ବାପି ଭାଇ ଙ୍କୁ କ୍ଷମା ପ୍ରାର୍ଥନା କରୁଛି ।
ପୁଣିଥରେ ନିଶାଙ୍କ ନାଚକୁ ନେଇ ଆଲୋଚନା ଚାଲିଛି । ତେବେ ଆପଣ ମାନେ ଜାଣିଥିବେ ଯେ ନିଶା ମହାରଣା ଏଇ କିଛିଦିନ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଥିଲେ । କେହି କେହି ନିଶା ମହାରଣାଙ୍କୁ ପ୍ରଶଂସା କରୁଥିବା ବେଳେ କେହି କେହି ବିରୋଧ ମଧ୍ୟ କରୁଥିଲେ ।
ଆଉ ଯେତେବଳେ ନିଶା ମହାରଣା ଷ୍ଟେଜ ଉପରେ ଚଢ଼ିଥିଲେ କିଛି ଲୋକେ କହିଥିଲେ ନାଚ ଯେମିତି ପାରୁଛ ସେମିତି ନାଚ । କାରଣ ତୁମ ନାଚ ପାଇଁ ହିଁ ବିବାଦ । ତୁମ ନାଚକୁ ଦେଖିବା ପାଇଁ ଏତେ କଥା । ତେଣୁ ତୁମେ ଯେମିତି ପାରିବ ସେମିତି ନାଚି ପାରିବ ।
ଦେଖନ୍ତୁ ଭିଡିଓ :-
ଆଉ କେବଳ ଏତିକି ନୁହେଁ ଲୋକେ କହିଥିଲେ ଆମ ସଂସ୍କୃତି ଆମ ପରମ୍ପରା ସବୁ ଦଳି ମକଚି ନଷ୍ଟ କରିଦିଅ । ନିଶା ମହାରଣା କହିଲେ ମୁଁ ମୋ ସୀମା ଭିତରେ ରହି ନାଚିବି ଆଉ ଅଶ୍ଳୀଳ ନାଚ ନଚିବି ନାହିଁ ମୋତେ ଯେମିତି କହିବେ ମୁଁ ସେମିତି ନାଚିବି ।
ନିଶା ମହାରଣାଙ୍କୁ ନେଇ ସବୁଆଡେ ବିରୋଧ କରାଯାଉଛି । କେଉଁଠି କେଉଁଠି ସାଧାରଣ ଜନତା ମଧ୍ୟ ନିଶା ମହାରଣାଙ୍କୁ ବିରୋଧ କରୁଥିବା ଆପଣ ମାନେ ନିଶ୍ଚିତ ଭାବେ ଶୁଣିଥିବେ । ତେବେ ଏହାରି ଭିତରେ କମେଡିଆନ ଜୟୀ ମଧ୍ୟ ନିଶାଙ୍କୁ ଘୋର ବିରୋଧ କରିଛନ୍ତି ।
ଆହୁରି ପଢନ୍ତୁ :- ଦିଲ୍ଲୀ ମେଟ୍ରୋରେ ବିକିନି ପିନ୍ଧି ରାତାରାତି ଷ୍ଟାର ପାଲଟିଗଲେ ଏହି ଯୁବତୀ, ଜାଣନ୍ତୁ କିଏ ସେ
ଯେପରି ନିଶା ମହାରଣା ଯାତ୍ରା ମଞ୍ଚ ଉପରକୁ ନ ଉଠନ୍ତି ସେଥିପାଇଁ ମଧ୍ୟ ଦୃଷ୍ଟି ଦେଇ ବିରୋଧ କରିଥିଲେ । କେବଳ ଏତିକି ନୁହେଁ ନିଶାଙ୍କ ପାଇଁ ସ୍ୱର ମଧ୍ୟ ଉଠାଇ ଥିଲେ । ଆଉ ଏଥିପାଇଁ ତାଙ୍କ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିଲା ।
ରାଜଧାନୀ ଅପେରା ହାସ୍ୟ ଅଭିନେତା ଦୟାନିଧୀ ନିଶା ମହାରଣାଙ୍କ ଉପରେ ବୟାନ ଦେବାପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଇଟମ ଡ୍ୟାନ୍ସ ପାଇଁ ଯାତ୍ରା କଳାକାର ବି ବଦନାମ ହେଉଛନ୍ତି । ଏହାର କାରଣ କଣ ଆପଣମାନେ ମଧ୍ୟ ଖୋଜି ପାଉନାହାନ୍ତି । ରାଜଧାନୀ ଅପେରା ମଞ୍ଚରେ କୌଣସି ଆଇଟମ୍ ଡ୍ୟାନ୍ସର ଚଢ଼ନ୍ତି । ଯେଉଁ ଆଇଟମ୍ ଡ୍ୟାନ୍ସରଙ୍କ ପାଇଁ ଆମ ଯାତ୍ରା ଜଗତ ବଦନାମ ହୋଇଛି ସେମାନେ ମଞ୍ଚ ଚଢିଲେ ଆମେ ଯାତ୍ରାରେ ଅଭିନୟ କରିବା ପାଇଁ ମଞ୍ଚକୁ ଯିବୁ ନାହିଁ ।