ଦେଖନ୍ତୁ ଭିଡ଼ିଓ: ରାତିରେ ମସଜିଦ ର ମାଇକ୍ ବନ୍ଦ କରିବାକୁ ଭୁଲିଗଲେ ମୌଲବୀ!! ରାତିସାରା ଶୁଭିଲା ଏହି ଅଜବ ଶବ୍ଦ, ଲୋକେ କହିଲେ..

କେତେବେଳେ କେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବ, ତାହା କିଛି କୁହାଯାଇପାରିବ ନାହିଁ। ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖାଯାଉଛି ଯେ ଜଣେ ମୌଲବୀ ମସଜିଦର ମାଇକ ବନ୍ଦ କରିବାକୁ ଭୁଲି ଯାଇଥିଲେ, ଯାହା ପରେ ସେ ରାତିରେ ଶୋଇବା ପରେ ମଇକ୍ ରେ ଘୁଙ୍ଗୁଡ଼ିର ଶବ୍ଦ ଶୁଣିବାକୁ ମିଳିଥିଲା।
ଏହି ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯେ ମୌଲବୀ ଶୋଇଛନ୍ତି ଏବଂ ତାଙ୍କର ଘୁଙ୍ଗୁଡ଼ି ଶବ୍ଦ ମଇକ୍ ରେ ବହୁତ ଦୂର ପର୍ଯ୍ୟନ୍ତ ଶୁଣାଯାଉଛି। ଟ୍ୱିଟର ବ୍ୟବହାରକାରୀ @ dapakiguy92 ଦ୍ୱାରା ଏହି ଭିଡ଼ିଓ ସେୟାର କରାଯାଇଥିଲା।
ଏହି ଭିଡ଼ିଓ ଟୁଇଟ୍ ହେବା ପରେ ଏପର୍ଯ୍ୟନ୍ତ ୪୮ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ଏଥିରେ ୯୦୦ରୁ ଅଧିକ ଲୋକ ରିଟ୍ୱିଟ କରିଥିବାବେଳେ ୨୮୦୦ ରୁ ଅଧିକ ଲୋକ ଏହାକୁ ପସନ୍ଦ କରିବା ସହ ଏହାକୁ ଲାଇକ କରିଛନ୍ତି। ଲୋକମାନେ ମୌଲବୀଙ୍କ ଏହି ଭିଡିଓ କୁ ନେଇ ବିଭିନ୍ନ ମଜାଳିଆ ଉପାୟରେ ମଜାଳିଆ ମେମ୍ ତିଆରି କରିବାରେ ଲାଗିଛନ୍ତି। ତେବେ ଏହି ଭିଡ଼ିଓ ଟି କେବେ ଓ କେଉଁଠାରୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ଦେଖନ୍ତୁ ଏହି ଭିଡ଼ିଓ:-
Molvi sahab mic on kr k sogaye 😂😂😂 pic.twitter.com/kjBypHqGZh
— Arnold (@dapakiguy92) February 17, 2021