ମନା କରିବା ପରେ ବି ଏହି ଅଭିନେତ୍ରୀ ପିଜା ଦେବାକୁ ଆସିଥିବା ପୁଅ ସହ କଲେ ଜବରଦସ୍ତି, ପୁରୁଷତ୍ଵ ଉପରେ କହିଲେ ଏମିତି

ସୁପରିଚିତ ପାକିସ୍ତାନୀ ଅଭିନେତ୍ରୀ ଉଶନା ଶାହା ଙ୍କୁ ନେଇ ଏବେ ଟ୍ବିଟର ରେ ହଲଚଲ ହୋଇ ଯାଇଛି। ଉଶାନ କହିଛନ୍ତି ଯେ ରବିବାର ମୁଁ ରାତି ୨.୩୦ ରେ ପିଜା ଅର୍ଡର କଲି। ଯେତେବେଳେ ପିଜା ବୟ କୁ ଘର ଭିତରେ ପିଜା ରଖିବାକୁ କହିଲି ସେ ଆସିବାକୁ ମନା କଲା କାରଣ ସେ ମୋର ପାଳିତ କୁକୁର କୁ ଡରୁ ଥିଲା। ମୁଁ ତାକୁ କହିଲେ ଯେ କୁକୁର କାମୁଡିବ ନାହିଁ ଏହା ପରେ ବି
 
ମନା କରିବା ପରେ ବି ଏହି ଅଭିନେତ୍ରୀ ପିଜା ଦେବାକୁ ଆସିଥିବା ପୁଅ ସହ କଲେ ଜବରଦସ୍ତି, ପୁରୁଷତ୍ଵ ଉପରେ କହିଲେ ଏମିତି

ସୁପରିଚିତ ପାକିସ୍ତାନୀ ଅଭିନେତ୍ରୀ ଉଶନା ଶାହା ଙ୍କୁ ନେଇ ଏବେ ଟ୍ବିଟର ରେ ହଲଚଲ ହୋଇ ଯାଇଛି। ଉଶାନ କହିଛନ୍ତି ଯେ ରବିବାର ମୁଁ ରାତି ୨.୩୦ ରେ ପିଜା ଅର୍ଡର କଲି। ଯେତେବେଳେ ପିଜା ବୟ କୁ ଘର ଭିତରେ ପିଜା ରଖିବାକୁ କହିଲି ସେ ଆସିବାକୁ ମନା କଲା କାରଣ ସେ ମୋର ପାଳିତ କୁକୁର କୁ ଡରୁ ଥିଲା।

ମନା କରିବା ପରେ ବି ଏହି ଅଭିନେତ୍ରୀ ପିଜା ଦେବାକୁ ଆସିଥିବା ପୁଅ ସହ କଲେ ଜବରଦସ୍ତି, ପୁରୁଷତ୍ଵ ଉପରେ କହିଲେ ଏମିତି

ମୁଁ ତାକୁ କହିଲେ ଯେ କୁକୁର କାମୁଡିବ ନାହିଁ ଏହା ପରେ ବି ସେ ଆସିଲାନି। ଏହା ପରେ ମୁଁ କହିଲି ଯେ ତୁମେ ୪ବର୍ଷ ର ଛୋଟ ଛୁଆ ନୁହଁ, ପୁରୁଷ ପଣିଆ ଦେଖାଅ। ଏହି ଭଳି କହିବା ପରେ ସେ ଭିତରକୁ ଆସିଲା।

ମନା କରିବା ପରେ ବି ଏହି ଅଭିନେତ୍ରୀ ପିଜା ଦେବାକୁ ଆସିଥିବା ପୁଅ ସହ କଲେ ଜବରଦସ୍ତି, ପୁରୁଷତ୍ଵ ଉପରେ କହିଲେ ଏମିତି

ଏହା ଜାଣିବା ପରେ ଟ୍ବିଟର ବ୍ଯବହାରକାରୀ ମାନେ ବହୁତ କଥା ଶୁଣାଇଲେ। ଜଣେ ଲେଖିଛନ୍ତି କଣ ସେ ପାଗଳ କି ପିଜା ବୟ କୁ ଅତେ ହଇରାଣ କଲା, ପୁଣି ମଜା ରେ କହୁଛି। ଆଉ ଜଣେ ୟୁଜର ଲେଖିଛନ୍ତି କଣ ତୁମେ ପିଜା ବୟ କୁ କିଣି ନେଇଥିଲ।