ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

ବଲିଉଡ ନିଜ ରୋମାନ୍ସ ଓ ଡ୍ରାମା ପାଇଁ ଦୁନିଆସାରା ଫେମସ ହୋଇଯାଇଛି କିନ୍ତୁ ରୋମାଣ୍ଟିକ ସୀନ୍ସ କରିବା ସମୟରେ କଣ ଆପଣେଇବା ଦରକାର ଅଥବା କଣ ଆପଣେଇବା ଦରକାର ନାହିଁ ଏହା କାହାକୁ ଜଣାନାହିଁ । କେତେଥର ଖବର ଆସିଛି କି ଏହି ରୋମାଣ୍ଟିକ ସୀନ କୁ ଶୁଟ କରିବା ସମୟରେ ଅଭିନେତା କେତେଥର ରିଟେକ ନେଇଛି । କେତେଥର ଏହି ଅନ୍ତରଙ୍ଗ ସୀନ ଶୋଷଣ ର କାରଣ ମଧ୍ୟ ହୋଇଯାଉଛି । କିଛି ଷ୍ଟାରମାନେ ଏମିତି
 
ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

ବଲିଉଡ ନିଜ ରୋମାନ୍ସ ଓ ଡ୍ରାମା ପାଇଁ ଦୁନିଆସାରା ଫେମସ ହୋଇଯାଇଛି କିନ୍ତୁ ରୋମାଣ୍ଟିକ ସୀନ୍ସ କରିବା ସମୟରେ କଣ ଆପଣେଇବା ଦରକାର ଅଥବା କଣ ଆପଣେଇବା ଦରକାର ନାହିଁ ଏହା କାହାକୁ ଜଣାନାହିଁ । କେତେଥର ଖବର ଆସିଛି କି ଏହି ରୋମାଣ୍ଟିକ ସୀନ କୁ ଶୁଟ କରିବା ସମୟରେ ଅଭିନେତା କେତେଥର ରିଟେକ ନେଇଛି । କେତେଥର ଏହି ଅନ୍ତରଙ୍ଗ ସୀନ ଶୋଷଣ ର କାରଣ ମଧ୍ୟ ହୋଇଯାଉଛି । କିଛି ଷ୍ଟାରମାନେ ଏମିତି ଅଛନ୍ତି ଯେଉଁମାନେ ରୋମାଣ୍ଟିକ ସୀନ ଶୁଟ କରିବା ସମୟରେ ପ୍ରଫେସନାଲ ସହିତ କିଛି ସମୟ ପାଇଁ ପର୍ସନଲ ମଧ୍ୟ ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

ଦଲୀପ ତାହିଲ ଓ ଜୟା ପ୍ରଦା :-

ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

‘ ଅମର ଉଜାଲା ‘ରେ ଲୁଚିଥିବା ଏକ ଖବର ଅନୁସାରେ ଦଲୀପ ତାହିଲ ଓ ଜୟା ପ୍ରଦା ସାଙ୍ଗହୋଇ କାମ କରୁଥିଲେ । ସୁଟିଙ୍ଗ ସମୟରେ ଜୟା ପ୍ରଦା ଙ୍କ ସହିତ କିଛି ଏମିତି ହୋଇଥିଲା ଯାହାଫଳରେ ତାଙ୍କୁ ସମସ୍ତଙ୍କ ଆଗରେ ଅପମାନ ହୋଇଥିଲେ । ଗୋଟେ ଫିଲ୍ମରେ ତାଙ୍କୁ ଦଲୀପ ତାହିଲ ଙ୍କ ସହିତ ଇଣ୍ଟିମେଟ ସୀନ ଶୁଟ କରିବାର ଥିଲା । ଏହି ସୀନ ପାଇଁ ଯେମିତି କ୍ୟାମେରା ରୋଲ ହେବା ଆରମ୍ଭ ହୋଇଛି ସେମିତି ଦଲୀପ ବେକାବୁ ହୋଇ ତାଙ୍କୁ ଜୋର ରେ ଧାରି ଦେଇଥିଲେ । ଜୟା ନିଜକୁ ବଂଚେଇବାକୁ ଚେଷ୍ଟା କରି ତାଙ୍କୁ ଚାପୁଡ଼ା ମାରିଥିଲେ ।

ସିଦ୍ଧାର୍ଥ ମଲହୋଦରା ଓ ଜେକଲିନ ଫର୍ନାଡୀସ :-

ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

ସିଦ୍ଧାର୍ଥ ଓ ଜେକଲିନ ଙ୍କ ଫିଲ୍ମ ‘ ଏ ଜେ ଜେନଟଲମେନ ‘ର ସୁଟିଙ୍ଗ ସମୟରେ ଏକ ଇଣ୍ଟିମେଟ ଥିଲା, ଯେଉଁଥିରେ ସିଦ୍ଧାର୍ଥ ଜେକଲିନ ଙ୍କୁ କିସ କରିବାର ଥିଲା । ଏହି ସୀନ ରେ ଦୁଇଜଣ ଏତେ ହଜିଯାଇଥିଲେ ଯେ ନିର୍ଦେଶକ ‘ କଟ ‘ କହିବାର ଶବ୍ଦ ତାଙ୍କୁ ଶୁଣାଯାଇନାହିଁ । ସୀନ ଶେଷ ହେବ ପରେ ମଧ୍ୟ ଦୁଇଜଣ ପରସ୍ପର କୁ କିସ କରୁଥିଲେ ।

ରଞ୍ଜୀତ ଓ ମାଧୁରୀ ଦୀକ୍ଷିତ :-

ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

1989 ରେ ଆସିଥିବା ମିଥୁନ ଚକ୍ରବର୍ତୀ ଓ ମାଧୁରୀ ଦୀକ୍ଷିତ ଙ୍କ ଫିଲ୍ମରେ ଏକ ବୋଲ୍ଟ ସୀନ ଥିଲା, ଯେଉଁଥିରେ ଫିଲ୍ମର ଖଳନାୟକ ରଞ୍ଜୀତ ମାଧୁରୀ ଦୀକ୍ଷିତ ଙ୍କୁ ଜବରଦସ୍ତି କରୁଥିଲା ।

ବିନୋଦ ଖନ୍ନା ଓ ମାଧୁରୀ ଦୀକ୍ଷିତ :-

ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

1988 ରେ ରିଲିଜ ହୋଇଥିବା ଫିଲ୍ମ ‘ ଦୟାଵାନ ‘ରେ ମାଧୁରୀ ଦୀକ୍ଷିତ ଓ ବିନୋଦ ଖନ୍ନା ଙ୍କ ମଧ୍ୟରେ ଏହା ଅନ୍ତରଙ୍ଗ ସୀନ ଶୁଟ କରିବା ସମୟରେ ବିନୋଦ ଏହି ସୀନ ରେ ଏତେ ହଜିଯାଇଥିଲେ ଯେ ସେହି ସୀନ ର ଚର୍ଚା ଆଜି ମଧ୍ୟ ହେଉଛି ।

ରଣବୀର କପୁର ଓ ଏବଲିନ ଶର୍ମା :-

ଫିଲ୍ମ ରେ ରୋମାଣ୍ଟିକ ସିନ କଲା ବେଳେ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତି କିଛି କରିଦେଇଥିଲେ ଏହି ଷ୍ଟାର ମାନେ

2013 ରେ ଆସିଥିବା ଫିଲ୍ମ ‘ ୟେ ଜଵାନୀ ହେ ଦୀଵାନୀ ‘ର ଏକ ସୀନ ରେ ରଣବୀର କପୁର ଏବଲିନ ଶର୍ମା ଙ୍କ ଫ୍ଲଟ କରିବାରେ ଏତେ ହଜିଯାଇଥିଲେ ଯେ ନିର୍ଦେଶକ ଙ୍କୁ 3ଥର ‘ କଟ ‘ କହିବାକୁ ପଡିଥିଲା ।