ମାଧୁରୀ ଦୀକ୍ଷିତ ନିଜ ବ୍ଲାଉଜ ନ ଖୋଲିବାରୁ ତାଙ୍କ ସହ କରାଯାଇଥିଲା ଏହି ଜଘନ୍ୟ କାଣ୍ଡ, ସାମ୍ନାକୁ ଆସିଲା ବଲିଉଡର କଳା ରହସ୍ୟ

 
Madhuri Dixit

ମାଧୁରି ଦୀକ୍ଷିତ ଏକ ନାମି ଦାମି ଅଭିନେତ୍ରୀ ବଲିଉଡ଼ ଜଗତର।ନୃତ୍ୟ ହେଉ କି ଅଭିନୟ ସବୁଥିରେ ପାରଙ୍ଗମ ମାଧୁରି।ଦିନ ଥିଲା ତାଙ୍କର୍ ହିଟ ହେଉଥିଲା ଫିଲ୍ମ୍ ।ମାଧୁରିଙ୍କ ଫିଲ୍ମ ଦେଖିଲେ ଆପଣ ଜାଣି ପାରିବେ ତାଙ୍କ ସବୁ ଫିଲ୍ମରେ ଶାଳୀନତା ଓ ସଂଯମତା ସୀମାରେ ରହି ସେ ଅଭିନୟ କରନ୍ତି।

Madhuri Dixit

ମାଧୁରି ଙ୍କୁ ନେଇ ଏକ ବହୁ ପୁରୁଣା କଥା ସାମ୍ନାକୁ ଆସିଛି ।ମାଧୁରି ଙ୍କ ପାଇଁ ବନ୍ଦ ହୋଇ ଜାଇଥିଲା ଏକ ଫିଲ୍ମ୍ର ସୁଟିଙ୍ଗ ।ଏ କଥା ନିଜେ ନିର୍ଦ୍ଦେସକ ଟିନୁ ଆନନ୍ଦ କହିଛନ୍ତି । ଯେଉଁଥିପାଇଁ ଟିନୁ ଆନନ୍ଦଙ୍କର ଝଗଡା ହୋଇ ଥିଲା ମାଧୁରି ଙ୍କ ସହ।
ଟିନୁ ଆନନ୍ଦ ରେଡ଼ିଓ ନସାରେ ଏକ ଇଂଟର୍ଭ୍ୟୁରେ ଏହି କଥା ଉଠାଇଥିଲେ। ଘଟଣା ଟି ୧୯୮୯ ମସିହାର। ଟିନୁ ଆନନ୍ଦ ଙ୍କର ନିର୍ଦ୍ଦେସନାରେ ସୁଟିଂ ହେଉଥାଏ ଏକ ଫିଲ୍ମ। ଫିଲ୍ମ ର୍ ନାମ ସନାଖତ।ଯେଉଁଥିରେ ନାୟକ ଅମିତାଭ ବଚ୍ଚନଙ୍କ ସହିତ ନାୟିକା ଭାବେ ବଛାଯାଇଥିଲେ ମାଧୁରୀ। ହେଲେ ସୁଟିଂ ଅଧାରୁ ଏକ ସିନ କରିବାକୁ ମନା କରିଦେଇଥିଲେ ମାଧୁରୀ।
Tinu Anand
ଟିନୁଙ୍କ କହିବା ଅନୁସାରେ ସେ ପୁର୍ବରୁ ମାଧୁରୀଙ୍କୁ ସ୍କ୍ରିପ୍ଟ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ତାଙ୍କର ଏକ ସିନରେ ତାଙ୍କୁ ବ୍ଲାଉଜ୍ ଖୋଲି ବ୍ରାରେ ଏକ ସିନ କରିବାକୁ ପଡ଼ିବ। ଯେଉଁଥିରେ ମାଧୁରୀ ରାଜି ମଧ୍ୟ ହୋଇ ଥିଲେ। ହେଲେ ସିନ କରିବା ସମୟରେ ମନା କରି ଦେଇଥିଲେ। ଯେଉଁଥି ପାଇଁ ଅଟକି ଯାଇଥିଲା ସୁଟିଂ।