୨୨ ବର୍ଷ ର ପୁରୁଣା କାଣ୍ଡ ପାଇଁ ଜେଲ ଯିବାରୁ ବର୍ତିଲେ ଶନି ଦେଓଲ ଆଉ କରିସ୍ମା କପୁର, ପଢନ୍ତୁ କଣ ଥିଲା ଘଟଣା
ବୋଲିଉଡ ର ଅଭିନେତା ସନି ଦେୱାଲ ଓ ସୁନ୍ଦରୀ କରିସ୍ମା କପୁର ଙ୍କୁ ଜୟପୁର ର ଏକ ଓଦାଲତ ୨୨ବର୍ଷ ପୁରୁଣା ରେଳ ଚେନ ଟାଣିବା ଅଭିଯୋଗ ରହିଛି। ୧୯୯୭ ରେ ଆଜମେର ରେ ସୁଟିଂଗ ସମୟ ର ଘଟଣା।ଧାରା ୧୪୧,୧୪୬,୧୪୭ ଅନୁଯାୟୀ ଦୁହିଁଙ୍କୁ ଦୋଷୀ କରାଯାଇଛି। ନ୍ଯାୟଧିଶ ପବନ କୁମାର ଶୁକ୍ରବାର କହିଛନ୍ତି ଯେ ଦୁହିଁ ଙ୍କୁ ଦୋଷୀ ମାନା ଯାଇଥିଲେ ମଧ୍ଯ ,୨୦୧୦ ରେ ଖାରଜ କରାଗଲା। କାରଣ ତାଙ୍କ ବିରୋଧରେ ପ୍ରମାଣ ନଥିଲା।
Oct 12, 2019, 17:21 IST

ବୋଲିଉଡ ର ଅଭିନେତା ସନି ଦେୱାଲ ଓ ସୁନ୍ଦରୀ କରିସ୍ମା କପୁର ଙ୍କୁ ଜୟପୁର ର ଏକ ଓଦାଲତ ୨୨ବର୍ଷ ପୁରୁଣା ରେଳ ଚେନ ଟାଣିବା ଅଭିଯୋଗ ରହିଛି। ୧୯୯୭ ରେ ଆଜମେର ରେ ସୁଟିଂଗ ସମୟ ର ଘଟଣା।ଧାରା ୧୪୧,୧୪୬,୧୪୭ ଅନୁଯାୟୀ ଦୁହିଁଙ୍କୁ ଦୋଷୀ କରାଯାଇଛି।

ନ୍ଯାୟଧିଶ ପବନ କୁମାର ଶୁକ୍ରବାର କହିଛନ୍ତି ଯେ ଦୁହିଁ ଙ୍କୁ ଦୋଷୀ ମାନା ଯାଇଥିଲେ ମଧ୍ଯ ,୨୦୧୦ ରେ ଖାରଜ କରାଗଲା। କାରଣ ତାଙ୍କ ବିରୋଧରେ ପ୍ରମାଣ ନଥିଲା।

ନରେନା ରେଲୱେ ଷ୍ଟେସନ ରେ ଆଜମେର ରେଲୱେ ର ଚେନ ପୁଲିଂଗ ଘଟଣା ସାମ୍ନା କୁ ଆସିଥିଲା। 2413-ଏ ଏକ୍ସପ୍ରେସ ୨୫ମିନିଟ ଲେଟ ରେ ପହଁନ୍ଚି ଥିଲା।

ଯାହା ପାଇଁବୋଲିଉଡ ର ଅଭିନେତା ସନି ଦେୱାଲ ଓ ସୁନ୍ଦରୀ କରିସ୍ମା କପୁର ଙ୍କୁ ଜୟପୁର ର ଏକ ଓଦାଲତ ରେ ଦୋଷି କରାଯାଇଥିଲା।