୫ ଥର ଜାତୀୟ ଚମ୍ପିୟାନ୍ ଥିଲେ ଏହି ଖେଳାଳି, ଏହି କାରଣରୁ ଖେଳ ଛାଡ଼ି ପାଲଟିଗଲେ ପର୍ଣ୍ଣ ଷ୍ଟାର୍…..

 
Leah lexis

ଦୁନିଆରେ ବହୁତ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଖେଳରେ ନିଜର କ୍ୟାରିଅର ଗଢିବାକୁ ଚାହିଁଥାନ୍ତି। ସେଥିମଧ୍ୟରୁ କେତେକ ନିଜର ସ୍ୱପ୍ନ ପୂରା କରିବାରେ ସଫଳ ହେଉଥିବା ବେଳେ ଅନେକଙ୍କ ସ୍ୱପ୍ନ ସେମିତି ଅଧୁରା ରହିଯାଏ। ଏପରି ମଧ୍ୟ କେତେକ ଖେଳାଳି ଅଛନ୍ତି ଯେଉଁମାନେ ଅତ୍ୟନ୍ତ ପ୍ରତିଭାଶାଳୀ ହୋଇଥିଲେ କୌଣସି କାରଣ ବଶତଃ ନିଜର ସ୍ୱପ୍ନ ପୁରା କରିପାରନ୍ତି ନାହିଁ।

ଏହିଭଳି ଏକ ନାମ ହେଉଛି ଲିଆ ଲେକ୍ସିସ୍,ମାତ୍ର ୪ ବର୍ଷ ବୟସରୁ ଜିମ୍ନାଷ୍ଟିକସ୍ ଖେଳିବା ଆରମ୍ଭ କରିଥିଲେ ଲିଆ। ତାଙ୍କୁ ଏଥିରେ ବହୁତ ସଫଳତା ମଧ୍ୟ ମିଳିଥିଲା ଏବଂ ସେ ମାତ୍ର ୧୪ ବର୍ଷ ବୟସରେ ପାଞ୍ଚୋଟି ଜାତୀୟ ଟାଇଟଲ ଜିତିଥିଲେ। 

କିନ୍ତୁ ଏକ ମାଂସପେଶୀ ଆଘାତ ସମସ୍ୟା ତାଙ୍କର ଖେଳ କ୍ୟାରିଅର କୁ ଧୂଳିସାତ୍ କରିଦେଇଥିଲା। ଶେଷରେ ସେ ଖେଳ କୁ ଛାଡ଼ି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।

୨୦୦୭ ମସିହାରେ ପ୍ରଥମ ପର୍ଣ୍ଣ ଫିଲ୍ମ ଶୁଟିଂ କରିଥିବା ଲିଆ ପରେ ପରେ ବେସ୍ ଲୋକପ୍ରିୟ ହୋଇଯାଇଥିଲେ। ନିଜର ସୁନ୍ଦର ଚେହେରା ଏବଂ ଭଲ ଅଭିନୟ ପାଇଁ ତାଙ୍କୁ ଲୋକେ ବହୁତ ପସନ୍ଦ କରିବା ସହ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ତାଙ୍କୁ AVN ଆୱାର୍ଡ ଦ୍ୱାରା ମଧ୍ୟ ସମ୍ମାନୀତ କରାଯାଇଥିଲା।