ଜଣନ୍ତୁ ଏହି ୫ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଗର୍ଲଫ୍ରେଣ୍ଡଙ୍କ ବିଷୟରେ,  ସଚିନଙ୍କ ଝିଅକୁ ଡେଟ୍ କରୁଛନ୍ତି ଏହି ଷ୍ଟାର କ୍ରିକେଟର୍…..

 
ଜଣନ୍ତୁ ଏହି ୫ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଗର୍ଲଫ୍ରେଣ୍ଡଙ୍କ ବିଷୟରେ, ସଚିନଙ୍କ ଝିଅକୁ ଡେଟ୍ କରୁଛନ୍ତି ଏହି ଷ୍ଟାର କ୍ରିକେଟର୍…..

ଆଜିର ସମୟରେ ଏପରି ଅନେକ ଭାରତୀୟ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କୁହାଯାଉଛି। ଏହି କ୍ରିକେଟରମାନେ ସେମାନଙ୍କର ଖେଳ ତଥା ବ୍ୟକ୍ତିଗତ ଜୀବନକୁ ନେଇ ବେସ୍  ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା ଭାରତର କିଛି ଯୁବ କ୍ରିକେଟରଙ୍କ ଗର୍ଲଫ୍ରେଣ୍ଡ ମାନଙ୍କ ବିଷୟରେ …

1. ଶୁବମାନ ଗିଲ…

ଭାରତୀୟ ଓପନର୍ ଶୁବମାନ ଗିଲ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ କରୁଥିବା ନେଇ ବହୁ ସମୟରେ ଚର୍ଚ୍ଚା ଜୋର୍ ଧରିଥାଏ।

2. କେ.ଏଲ ରାହୁଲ...

ଭାରତୀୟ କ୍ରିକେଟ୍ ଦଳର ଓପନର୍ ତଥା ଆଇପିଏଲ୍ ଦଳ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ବଲିଉଡର ଜଣାଶୁଣା ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ଡେଟ୍ କରୁଥିବା କଥା ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିବା ବେଳେ ଏବଂ ଉଭୟେ ଏକାଠି ଥିବା ଫୋଟୋ ଗୁଡିକ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

3. ଋଷଭ ପନ୍ତ…

ଭାରତୀୟ ଉଦୀୟମାନ କ୍ରିକେଟର  ରିଷଭ ପନ୍ତ ଏବଂ ସୁନ୍ଦରୀ କନ୍ୟା ଇଶା ନେଗିଙ୍କ ପ୍ରେମ ସମ୍ପର୍କ ସାର୍ବଜନୀନ ହୋଇସାରିଛି। ଆଇପିଏଲ୍ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲସ୍ ର ନେତୃତ୍ୱ ନେଉଥିବା ରିଷଭ ପନ୍ତ ସମଗ୍ର ବିଶ୍ୱ ସାମ୍ନାରେ ନିଜର ପ୍ରେମ କଥା ଘୋଷଣା କରିଥିଲେ। ୨୦୧୯ ମସିହାରେ, ସେ ତାଙ୍କ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିଥିଲେ।

4. ପୃଥ୍ବୀ ସା…

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଭାରତର ଉଦିୟମାନ କ୍ରିକେଟର ପୃଥ୍ବୀ ସା ଅଭିନେତ୍ରୀ ତଥା ମଡେଲ ପ୍ରାଚୀ ସିଂଙ୍କୁ ଡେଟ କରୁଥିବା ଖବର ଅନେକ ସମୟରେ ଚର୍ଚ୍ଚା ର ପରିସର କୁ ଆସିଥାଏ।

5. ଇଶାନ୍ କିଶାନ୍...

ଇଶାନ୍ କିଶାନ୍ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ଼ ରେ ଭାରତ ପାଇଁ ପଦାର୍ପଣ କରିଥିଲେ। ତେବେ ଇଶାନ୍ କିଶାନ୍ ଙ୍କ ନାମ ମଡେଲ ଅଦିତି ହୁଡ଼ିଆଙ୍କ ସହ ଯୋଡି ହୋଇଯାଇଛି ଏବଂ ସେ ଅଦିତିଙ୍କୁ ଡେଟ୍ କରୁଥିବା ଖବର ନଜ଼ର କୁ ଆସିଛି।