ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ବର୍ତ୍ତମାନ ସମୟରେ ଲୋକମାନେ ବଲିଉଡ୍ ଚଳଚ୍ଚିତ୍ର ସାଙ୍ଗକୁ ସାଉଥ ଚଳଚିତ୍ର ଦେଖିବାକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି | ଆମେ ଆଜି ଆପଣ ମାନଙ୍କୁ ସାଉଥ ଫିଲ୍ମ ର କେତେଜଣ ନାମି ଦାମି ଓ ଲୋକପ୍ରିୟ କଳାକାର ମାନଙ୍କ ବିଷୟ ରେ କହିବାକୁ ଯାଉଛୁ । ୧) ଜୁନିୟର ଏନ୍ଟିଆର ଏହି ଅଭିନେତା ଜଣକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ନାମୀ ଦାମୀ କଳାକାର,ଏବଂ ସମସ୍ତ ଫିଲ୍ମ ବେଶ୍ ଲୋକ ପ୍ରିୟ ମଧ୍ୟ। ୨୦୧୧ ମସିହାରେ
 
ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ବର୍ତ୍ତମାନ ସମୟରେ ଲୋକମାନେ ବଲିଉଡ୍ ଚଳଚ୍ଚିତ୍ର ସାଙ୍ଗକୁ ସାଉଥ ଚଳଚିତ୍ର ଦେଖିବାକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି | ଆମେ ଆଜି ଆପଣ ମାନଙ୍କୁ ସାଉଥ ଫିଲ୍ମ ର କେତେଜଣ ନାମି ଦାମି ଓ ଲୋକପ୍ରିୟ କଳାକାର ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ।

୧) ଜୁନିୟର ଏନ୍ଟିଆର

ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ଏହି ଅଭିନେତା ଜଣକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ନାମୀ ଦାମୀ କଳାକାର,ଏବଂ ସମସ୍ତ ଫିଲ୍ମ ବେଶ୍ ଲୋକ ପ୍ରିୟ ମଧ୍ୟ। ୨୦୧୧ ମସିହାରେ ଏହି ଅଭିନେତା ଜଣକ ଲକ୍ଷ୍ମୀ ପ୍ରଗତୀ ଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

୨) ଅଲ୍ଲୁ ଅର୍ଜୁନ

ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ଏହି ଅଭିନେତା ହେଉଛନ୍ତି ଆଉଜଣେ ବହୁ ଚର୍ଚ୍ଚିତ ଏବଂ ଲୋକ ପ୍ରିୟ କଳାକାର। ଏହି ଅଭିନେତା ଜଣକ ତାଙ୍କର ପ୍ରତ୍ୟେକ ଫିଲ୍ମରେ ସାଉଥ ଇଣ୍ଡଷ୍ଟ୍ରୀ କୁ ସଫଳତା ହିଁ ପ୍ରଦାନ କରିଛନ୍ତି।ଅଲ୍ଲୁ ଅର୍ଜୁନ ସ୍ନେହା ରେଡ୍ଡୀ ଙ୍କୁ ବିବାହ କରିଛନ୍ତି ଏବଂ ସ୍ନେହା ଇଞ୍ଜିନିୟରିଂ ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

୩) ରାମ୍ ଚରଣ୍ ତେଜା

ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ ଯେ ଏହି ଅଭିନେତା ଜଣକ ସୁପର୍ ଷ୍ଟାର୍ ଚିରଞ୍ଜିବ୍ ଙ୍କର ପୁଅ, ୨୦୧୨ ମସିହାରେ ସେ ଉପାସନା କାମିନେନି ଙ୍କୁ ବିବାହ କରିଛନ୍ତି।

୪) ମହେଶ ବାବୁ

ସାଉଥର ପ୍ରସିଦ୍ଧ ଅଭିନେତା ଓ ସେମାନଙ୍କର ସ୍ତ୍ରୀ ମାନେ ସୁନ୍ଦରତା ଆଗରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ

ଏହି ଅଭିନେତା ଜଣକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ନାମୀ ଦାମୀ କଳାକାର ,୨୦୦୫ ମସିହାରେ ବଲିଉଡ୍ ଅଭିନେତ୍ରୀ ନମ୍ରତା ସିରୋଡ୍‌କର୍ ଙ୍କୁ ବିବାହ କରିଥିଲେ। ଆମେ ଏ କଥା ମଧ୍ୟ କହି ରଖୁଛୁ କି ନମ୍ରତା ଅଭିନେତ୍ରୀ ସାଙ୍ଗକୁ ଜଣେ ଭଲ ନିର୍ଦ୍ଦେଶକ ଏବଂ ପ୍ରଯୋଯକ ମଧ୍ୟ।