ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ମହାରାଷ୍ଟ୍ର ପୋଲିସ କହିଲେ, ୭ ବର୍ଷ ଜେଲ ସହ ଜୁର୍ମାନା ଦେବାକୁ ପଡିବ, ଜାଣନ୍ତୁ କଣ ଥିଲା ଘଟଣା

ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଙ୍କ ବିବାହ ଆମେରିକାନ ଗାୟକ ନିକ ସହ ହୋଇଥିଲା । ତାପରେ ସେ ପାଖା ପାଖି ୩ ବର୍ଷ ହେଲାଣି ବଲିଉଡ ଫିଲ୍ମ ଜଗତ ରୁ ଗାୟବ ଥିଲେ । ମାତ୍ର ବର୍ତମାନ ସେ ହିନ୍ଦୀ ଚଳଚିତ୍ର ରେ ଦେଖିବାକୁ ମିଳିବେ । ପ୍ରିୟଙ୍କା ଭାରତ କୁ ଆସୁ ଆସୁ ମହାରାଷ୍ଟ୍ର ପୋଲିସ ତାଙ୍କୁ ଚେତାବନୀ ଦେଲେ । ମାତ୍ର ଏଥିରେ ଚିନ୍ତିତ ହେବାର କିଛି କଥା ନାହିଁ
 
ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ମହାରାଷ୍ଟ୍ର ପୋଲିସ କହିଲେ, ୭ ବର୍ଷ ଜେଲ ସହ ଜୁର୍ମାନା ଦେବାକୁ ପଡିବ, ଜାଣନ୍ତୁ କଣ ଥିଲା ଘଟଣା

ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଙ୍କ ବିବାହ ଆମେରିକାନ ଗାୟକ ନିକ ସହ ହୋଇଥିଲା । ତାପରେ ସେ ପାଖା ପାଖି ୩ ବର୍ଷ ହେଲାଣି ବଲିଉଡ ଫିଲ୍ମ ଜଗତ ରୁ ଗାୟବ ଥିଲେ । ମାତ୍ର ବର୍ତମାନ ସେ ହିନ୍ଦୀ ଚଳଚିତ୍ର ରେ ଦେଖିବାକୁ ମିଳିବେ ।

ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ମହାରାଷ୍ଟ୍ର ପୋଲିସ କହିଲେ, ୭ ବର୍ଷ ଜେଲ ସହ ଜୁର୍ମାନା ଦେବାକୁ ପଡିବ, ଜାଣନ୍ତୁ କଣ ଥିଲା ଘଟଣା

ପ୍ରିୟଙ୍କା ଭାରତ କୁ ଆସୁ ଆସୁ ମହାରାଷ୍ଟ୍ର ପୋଲିସ ତାଙ୍କୁ ଚେତାବନୀ ଦେଲେ । ମାତ୍ର ଏଥିରେ ଚିନ୍ତିତ ହେବାର କିଛି କଥା ନାହିଁ । ଏହା ପଛରେ ଗୋଟେ ମଜାକିଅ ରହସ୍ୟ ରହିଛି । ଅସଲ ମାମଲା କେବଳ ପ୍ରିୟଙ୍କା ଏବଂ ମହାରାଷ୍ଟ୍ର ପୋଲିସ ମଧ୍ୟରେ ଗୋଟିଏ ଛୋଟ ଟ୍ୱିଟ ଥିଲା ।

ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ମହାରାଷ୍ଟ୍ର ପୋଲିସ କହିଲେ, ୭ ବର୍ଷ ଜେଲ ସହ ଜୁର୍ମାନା ଦେବାକୁ ପଡିବ, ଜାଣନ୍ତୁ କଣ ଥିଲା ଘଟଣା

ବର୍ତମାନ ପ୍ରିୟଙ୍କା ଙ୍କ ନୂଆ ଫିଲ୍ମ “ଦା ସ୍କାଇ ଇଜ ପିଙ୍କ” ଟ୍ରେଲର ରିଲିଜ ହେଲା । ମାତ୍ର ମହାରାଷ୍ଟ୍ର ପୋଲିସ କୁ ଏହି ଫିଲ୍ମ ର ଗୋଟେ ସୀନ ଆଚମ୍ବିତ କରିଛି । ଯାହାକୁ ଦେଖି ପୋଲିସ ପ୍ରିୟଙ୍କା ଙ୍କୁ ଟ୍ୱିଟ କରିଥିଲା ।

ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ମହାରାଷ୍ଟ୍ର ପୋଲିସ କହିଲେ, ୭ ବର୍ଷ ଜେଲ ସହ ଜୁର୍ମାନା ଦେବାକୁ ପଡିବ, ଜାଣନ୍ତୁ କଣ ଥିଲା ଘଟଣା

ଫିଲ୍ମ ର ସେ ସୀନ ରେ ପ୍ରିୟଙ୍କା କହୁଥିଲେ “ତାଙ୍କ ଝିଅ ଆଇସା ଠିକ ହେଲା ପରେ ବ୍ୟାଙ୍କ ଲୁଟି ନେବା” । ଏହା କୁ ଦେଖି ମହାରାଷ୍ଟ୍ର ପୋଲିସ ପ୍ରିୟଙ୍କା ଙ୍କୁ ଟ୍ୱିଟ କରିଥିଲେ “IPC ଧାରା ୩୯୩ ଅନୁସାରେ ୭ ବର୍ଷ ଜେଲ ଆଉ ଜୁର୍ମାନା ଦେବାକୁ ପଡିବ”। ଏକ କେବଳ ମଜାକ ଥିଲା, ଏହା ପରେ ପ୍ରିୟଙ୍କା ବି ଉତ୍ତର ଦେଇଥିଲେ ।