ସୁଶାନ୍ତଙ୍କ ଭଉଣୀ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ରିୟା, କହିଲେ ସୁଶାନ୍ତଙ୍କ ଭଉଣୀ ରାତିରେ ମତେ..

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ପ୍ରଶ୍ନର ଘେରରେ ଅଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏକ ବିବୃତ୍ତିରେ ସେ ଏପରି ସବୁ କଥା କହିଛନ୍ତି, ଯେଉଁଥିରୁ ସେ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରୁଥିବା ଦେଖାଯାଉଛି। ରିୟା ଏମିତି ସବୁ କଥାର ଖୁଲାସା କରିଛନ୍ତି ଯାହା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଘରେ ଘଟିଥିଲା। ସେ ତାଙ୍କ ବିବୃତ୍ତିରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ରିୟା
 
ସୁଶାନ୍ତଙ୍କ ଭଉଣୀ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ରିୟା, କହିଲେ ସୁଶାନ୍ତଙ୍କ ଭଉଣୀ ରାତିରେ ମତେ..

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ପ୍ରଶ୍ନର ଘେରରେ ଅଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏକ ବିବୃତ୍ତିରେ ସେ ଏପରି ସବୁ କଥା କହିଛନ୍ତି, ଯେଉଁଥିରୁ ସେ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରୁଥିବା ଦେଖାଯାଉଛି। ରିୟା ଏମିତି ସବୁ କଥାର ଖୁଲାସା କରିଛନ୍ତି ଯାହା ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଘରେ ଘଟିଥିଲା। ସେ ତାଙ୍କ ବିବୃତ୍ତିରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି।

ସୁଶାନ୍ତଙ୍କ ଭଉଣୀ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ରିୟା, କହିଲେ ସୁଶାନ୍ତଙ୍କ ଭଉଣୀ ରାତିରେ ମତେ..

ରିୟା କହିଛନ୍ତି, ସେମାନଙ୍କ ସମ୍ପର୍କର ଆରମ୍ଭରେ, ଯେତେବେଳେ ରିୟା ସୁଶାନ୍ତଙ୍କ ଘରକୁ ଯାଇଥିଲେ, ତାଙ୍କ ଭଉଣୀ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ତାଙ୍କ ସହିତ ରହୁଥିଲେ। ଏପ୍ରିଲ୍ 2019 ର ଗୋଟିଏ ରାତିରେ ରିୟା ଏବଂ ପ୍ରିୟଙ୍କା ଏକ ପାର୍ଟୀ ପାଇଁ ବାହାରକୁ ଯାଇଥିଲେ। ଅତ୍ୟଧିକ ମଦ୍ୟପାନ କରିଥିବା ପ୍ରିୟଙ୍କା ପୁରୁଷ ଓ ମହିଳାଙ୍କ ସହ ଅଜବ ବ୍ୟବହାର କରୁଥିଲେ।

ବୟାନ ଅନୁଯାୟୀ ରିୟା ସୁଶାନ୍ତଙ୍କ ଘରକୁ ଫେରିବା ଉଚିତ୍ ବୋଲି ତାଙ୍କୁ କହିଥିଲେ। ଘରକୁ ଫେରିବା ବିଷୟରେ ପଚରାଯିବାରୁ ସେ ଆହୁରି ମଦ ପିଇବାକୁ ଲାଗିଲେ, ହେଲେ ରିୟା ଫେରି ଆସିଥିଲେ କାରଣ ତାଙ୍କୁ ପରଦିନ ସୁଟିଂକୁ ଯିବାର ଥିଲା। ରିୟା ସୁଶାନ୍ତଙ୍କ ଘରେ ଶୋଇଥିଲେ ଯେତେବେଳେ ସେ ହଠାତ୍ ଉଠିଲେ ତ ଦେଖିବାକୁ ପାଇଲେ ଯେ ପ୍ରିୟଙ୍କା ତାଙ୍କ ବିଛଣାରେ ଶୋଇଥିଲେ ଏବଂ ତାଙ୍କୁ ଭୁଲ୍ ଓ ଖରାପ ଭାବରେ ଛୁଁ ଥିଲେ। ଏହା ଦେଖି ରିୟା ବହୁତ ଆଶ୍ଚର୍ଯ୍ୟ ହୋଇ ସଙ୍ଗେ ସଙ୍ଗେ ତାଙ୍କୁ ରୁମ୍ ରୁ ବାହାରକୁ ଯିବାକୁ କହିଥିଲେ।

ହେଲେ ରିୟା ନିଜେ ଘରୁ ବାହାରି ଆସିଥିଲେ। ଯେତେବେଳେ ରିୟା ସୁଶାନ୍ତଙ୍କୁ ଏପରି କରିବାର କାରଣ ଜଣାଇଲେ, ତ ସୁଶାନ୍ତ ଓ ତାଙ୍କ ଭଉଣୀ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ରିୟା ଏବଂ ସୁଶାନ୍ତଙ୍କ ପାରିବାରିକ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଯେତେବେଳେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ ପାଇଁ 20 ଜଣଙ୍କ ତାଲିକା କରାଗଲା, ରିୟାଙ୍କ ନାମ ସେଠାରେ ନଥିଲା। ସେ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନଥିଲେ।