ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଅଫର୍ ଦେଲେ ଏହି ଅଭିନେତ୍ରୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଦେଶର ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ। ଦେଶବିଦେଶରୁ ବହୁ ଲୋକ ଯୋଗ କରିବା ପାଇଁ ରାମଦେବଙ୍କ ପାଖକୁ ଆସିଥାନ୍ତି। ଏପରିକି ବଲିଉଡର ଆଗଧାଡିର ହିରୋଇନ(ନାୟିକା)ମାନେ ବାବା ରାମଦେବଙ୍କ ପାଖରେ ଯୋଗକରି ନିଜ ବଡିକୁ ସ୍ଲିମ କରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଜଣେ ହିରୋଇନ ଅଫ୍ର ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ହିରୋଇନ କିଏ? ବଲିଉଡରେ ଏମିତି ଜଣେ ନାୟିକା ଅଛନ୍ତି ଯିଏ ସବୁବେଳେ ମିଡ଼ିଆର ଫ୍ରଣ୍ଟ ଲାଇନରେ ତାଙ୍କୁ
 
ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଅଫର୍ ଦେଲେ ଏହି ଅଭିନେତ୍ରୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଦେଶର ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ। ଦେଶବିଦେଶରୁ ବହୁ ଲୋକ ଯୋଗ କରିବା ପାଇଁ ରାମଦେବଙ୍କ ପାଖକୁ ଆସିଥାନ୍ତି। ଏପରିକି ବଲିଉଡର ଆଗଧାଡିର ହିରୋଇନ(ନାୟିକା)ମାନେ ବାବା ରାମଦେବଙ୍କ ପାଖରେ ଯୋଗକରି ନିଜ ବଡିକୁ ସ୍ଲିମ କରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଜଣେ ହିରୋଇନ ଅଫ୍‌ର ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ହିରୋଇନ କିଏ?

ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଅଫର୍ ଦେଲେ ଏହି ଅଭିନେତ୍ରୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡରେ ଏମିତି ଜଣେ ନାୟିକା ଅଛନ୍ତି ଯିଏ ସବୁବେଳେ ମିଡ଼ିଆର ଫ୍ରଣ୍ଟ ଲାଇନରେ ତାଙ୍କୁ ଚର୍ଚ୍ଚା ହୋଇଥାଏ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ବିବାଦୀୟ ହିରୋଇନ ରାକ୍ଷୀ ସାଓ୍ବନ୍ତ। ନିକଟରେ ଏକ ସାକ୍ଷାତକାର ସମୟରେ ରାକ୍ଷୀ ଏମିତି କଥା କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଦେଇଥିଲା।

ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଅଫର୍ ଦେଲେ ଏହି ଅଭିନେତ୍ରୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ରାକ୍ଷୀଙ୍କ ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାକ୍ଷୀ କହିଥିଲେ ଯେ, ଯଦି ଯୋଗଗୁରୁ ରାମଦେବ ତାଙ୍କୁ ବିବାହ କରିବା ପାଇଁ ଚାହାନ୍ତି ତେତେ ସେ ତାଙ୍କୁ ବିବାହ କରିବେ। ପୂର୍ବରୁ ମଧ୍ୟ ରାକ୍ଷୀ ଏକଥା କହିସାରିଛନ୍ତି । ଅବଶ୍ୟ ରାକ୍ଷୀ ଏବେ ନିକଟରେ ଜଣେ ଏନଆରଆଇଙ୍କୁ ବିବାହ କରିଥିବା ଦାବି କରୁଛନ୍ତି ।

ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଅଫର୍ ଦେଲେ ଏହି ଅଭିନେତ୍ରୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ରାକ୍ଷୀଙ୍କ ଏଭଳି ପ୍ରତିକ୍ରିୟା ପରେ ବାବା ରାମଦେବଙ୍କୁ ଏହି ସଂପର୍କରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ବାବା ରାମଦେବ ହସ ମଜାକରେ ପ୍ରଶ୍ନଟି ଆଡ଼େଇ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ରାକ୍ଷୀ ସମାନ ଢଂଙ୍ଗରେ ରାମଦେବ ବାବାଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚିତ ହୋଇଥିଲେ ।