ପୁଣି ସୋସିଆଲ ମିଡିଆରେ ପ୍ରକୃତି ମିଶ୍ରଙ୍କ ବିକିନି ଫଟୋ ହେଲା ଭାଇରଲ, ପ୍ରଶଂସକମାନେ ହେଲେ ପାଗଳ, ଦେଖନ୍ତୁ ଫଟୋ
ଅଭିନେତ୍ରୀ ପ୍ରକୃତି ମିଶ୍ର ପୁଣି ଥରେ ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି । ସେ ଏପରି ଏକ ଫଟୋ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ସେୟାର କରିଥିଲେ, ଯାହା ତାଙ୍କୁ ପୁଣିଥରେ ଚର୍ଚ୍ଚା ରେ ଆଣିଛି ।
ସର୍ବଦା ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ଜଣାଶୁଣା ପ୍ରକୃତି ସୋସିଆଲ ମିଡିଆରେ କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ପ୍ରଶଂସକମାନେ କମେଣ୍ଟ ଦେବାକୁ ଭୁଲି ନାହାଁନ୍ତି । ଅନେକ ଉପଭୋକ୍ତା ତାଙ୍କୁ ହଟ୍ ବୋଲି ସମ୍ବୋଧନ କରିଛନ୍ତି ।
ପ୍ରକୃତି ନିଜ ଇନ୍ସଟାଗ୍ରାମରେ ଏଭଳି ଏକ ହଟ୍ ଫଟୋ ସେୟାର କରିଛନ୍ତି । ଫଟୋ ରେ ସେ ଓଦା କେଶ ସହିତ ସୁନେଲି ରଙ୍ଗର ବିକିନୀରେ ନଜର ଆସିଛନ୍ତି । ତାଙ୍କର ଏଭଳି ଶୈଳୀ ପ୍ରଶଂସକଙ୍କ ହୋସ ଉଡାଇ ଦେଇଛି । ପ୍ରକୃତି ଓଡ଼ିଆ ଇଣ୍ଡଷ୍ଟ୍ରି ସମେତ ବଲିଉଡରେ ମଧ୍ୟ ସକ୍ରିୟ ଅଛନ୍ତି ।
ଏବେ ଓଲିଉଡରେ ପ୍ରକୃତିଙ୍କ ଦୁଇଟି ଚଳଚ୍ଚିତ୍ର ନିର୍ମାଣଧୀନ ରହିଛି । ଏହି ଦୁଇଟି ଚଳଚ୍ଚିତ୍ର ହେଲା 'ଦ୍ରୌପଦୀ' ଓ 'କଫି ସପ' । ଏହି ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ବଲିଉଡ ପ୍ରୋଜେକ୍ଟରେ ମଧ୍ୟ ପ୍ରକୃତି ବ୍ୟସ୍ତ ଅଛନ୍ତି ।