ମହାରଥୀଙ୍କ ଡାକ୍ତରୀ ଝିଅ ସହ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ବାହାଘର ହେଲା, ଦେଖନ୍ତୁ ଫୋଟୋ

ଅର୍ଧେନ୍ଦୁଙ୍କର ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ସହ ବିବାହ ହୋଇଛି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିବାହ ସମ୍ପନ୍ନ ହୋଇଥିଲା । ପଲ୍ଲବୀ ଓ ଅର୍ଧେନ୍ଦୁ ଦୁହେଁ ଏକ ଇଭେଣ୍ଟରେ ଦେଖା ହୋଇଥିବା ବେଳେ ତାହା ପରେ ପ୍ରେମର ରୂପ ନେଇଥିଲା। ଏହି ପ୍ରେମ ଆଜି ଦୁଇ ଜଣଙ୍କୁ ଜୀବନସାଥୀ କରିଛି। ବର୍ତମାନ ଓଡ଼ିଆ ସିନେମାର ଜଣାଶୁଣା ଅଭିନେତା ଅର୍ଧେନ୍ଦୁ ଙ୍କୁ ବିବାହ କରୁଥିବାରୁ ବେଶ ଖୁସି ଅଛନ୍ତି ପଲ୍ଲବୀ । ‘ଅ ଆ ଇ’
 
ମହାରଥୀଙ୍କ ଡାକ୍ତରୀ ଝିଅ ସହ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ବାହାଘର ହେଲା, ଦେଖନ୍ତୁ ଫୋଟୋ

ଅର୍ଧେନ୍ଦୁଙ୍କର ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ସହ ବିବାହ ହୋଇଛି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିବାହ ସମ୍ପନ୍ନ ହୋଇଥିଲା । ପଲ୍ଲବୀ ଓ ଅର୍ଧେନ୍ଦୁ ଦୁହେଁ ଏକ ଇଭେଣ୍ଟରେ ଦେଖା ହୋଇଥିବା ବେଳେ ତାହା ପରେ ପ୍ରେମର ରୂପ ନେଇଥିଲା। ଏହି ପ୍ରେମ ଆଜି ଦୁଇ ଜଣଙ୍କୁ ଜୀବନସାଥୀ କରିଛି।

ମହାରଥୀଙ୍କ ଡାକ୍ତରୀ ଝିଅ ସହ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ବାହାଘର ହେଲା, ଦେଖନ୍ତୁ ଫୋଟୋ

ବର୍ତମାନ ଓଡ଼ିଆ ସିନେମାର ଜଣାଶୁଣା ଅଭିନେତା ଅର୍ଧେନ୍ଦୁ ଙ୍କୁ ବିବାହ କରୁଥିବାରୁ ବେଶ ଖୁସି ଅଛନ୍ତି ପଲ୍ଲବୀ । ‘ଅ ଆ ଇ’ କଥାଚିତ୍ର ଜରିଆରେ ସେ ଓଲିଉଡରେ ପ୍ରବେଶ କରିଥିଲେ । ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।

ମହାରଥୀଙ୍କ ଡାକ୍ତରୀ ଝିଅ ସହ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ବାହାଘର ହେଲା, ଦେଖନ୍ତୁ ଫୋଟୋ

ଏହା ପରେ ଓଡ଼ିଆ ଚଳଚିତ୍ର ଟପୋରିରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ । ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରରେ ଅର୍ଦ୍ଧେନ୍ଦୁଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା ।

ମହାରଥୀଙ୍କ ଡାକ୍ତରୀ ଝିଅ ସହ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ବାହାଘର ହେଲା, ଦେଖନ୍ତୁ ଫୋଟୋ

ଅର୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’। ତା’ପରେ ସେ ‘ଅ ଆ ହର୍ଷେଇ’, ‘ଟପୋରି’ ଓ ‘ବ୍ଲାକ୍‌ମେଲ୍‌’ ଏବଂ ‘ମୁଁ ପରଦେଶୀ ଚଢ଼େଇ’ ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ। ‘ମୁଁ ପରଦେଶୀ ଚଢ଼େଇ’ରେ ଅର୍ଧେନ୍ଦୁ ଓ ଅନୁଭାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା।