ଅଭିନେତା ସିଦ୍ଧାନ୍ତ କଙ୍ଗନାଙ୍କ ପ୍ରତିକ୍ରିୟାରେ ନିଜର ଜବାବ ରଖିଲେ, କହିଲେ ଓଡିଶା ବିଷୟରେ ଏମିତି କହି ଦେଲେ ହେବ ନାହିଁ ଏବଂ …

ଭୁବନେଶ୍ବର: ସାରା ଭାରତରେ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୄତ୍ୟୁ ମାମଲା ଚର୍ଚା ର ବିଷୟ ପାଲଟିଛି । ଏହି ମାମଲା ଓଡିଶା ସହ ଭି ଜଡିତ ବୋଲି ବି CBI କହୁଛି । ଏହି ମାମଲା ଉପରେ ଅଭିନେତ୍ରୀ କଙ୍ଗନା ଓଡିଶା ସଂପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ । କଙ୍ଗନା କହିଥିଲେ ଯେ “ରେଭ୍ ପାର୍ଟିରେ ଓଡିଶାର ଖଣି ବେପାରୀ, ଡ୍ରଗ୍ସ ମାଫିଆ ଏବଂ ବଡ ବଡ଼ ବିଲଡର୍ କଳା ଟଙ୍କା ଖର୍ଚ୍ଚ କରିଥାଆନ୍ତି”। ଏହା
 
ଅଭିନେତା ସିଦ୍ଧାନ୍ତ କଙ୍ଗନାଙ୍କ ପ୍ରତିକ୍ରିୟାରେ ନିଜର ଜବାବ ରଖିଲେ, କହିଲେ ଓଡିଶା ବିଷୟରେ ଏମିତି କହି ଦେଲେ ହେବ ନାହିଁ ଏବଂ …

ଭୁବନେଶ୍ବର: ସାରା ଭାରତରେ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୄତ୍ୟୁ ମାମଲା ଚର୍ଚା ର ବିଷୟ ପାଲଟିଛି । ଏହି ମାମଲା ଓଡିଶା ସହ ଭି ଜଡିତ ବୋଲି ବି CBI କହୁଛି । ଏହି ମାମଲା ଉପରେ ଅଭିନେତ୍ରୀ କଙ୍ଗନା ଓଡିଶା ସଂପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ ।

କଙ୍ଗନା କହିଥିଲେ ଯେ “ରେଭ୍‌ ପାର୍ଟିରେ ଓଡିଶାର ଖଣି ବେପାରୀ, ଡ୍ରଗ୍ସ ମାଫିଆ ଏବଂ ବଡ ବଡ଼ ବିଲଡର୍ କଳା ଟଙ୍କା ଖର୍ଚ୍ଚ କରିଥାଆନ୍ତି”। ଏହା ଶୁଣିବା ପରେ ଓଡ଼ିଆ ପ୍ରସିଦ୍ଧ ଅଭିନେତା ତଥା ପୂର୍ବ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜର ମତ ରଖିଲେ ।

ସିଦ୍ଧାନ୍ତ କହିଲେ “ଓଡିଶା ଆମ ରାଜ୍ୟ। ଯଦି କଙ୍ଗନା ଏହି ସବୁ କଥା କହୁଛନ୍ତି, ତେବେ ତାହା ତଦନ୍ତ ହେବା ଆବଶ୍ୟକ। ଏମିତି କହି ଦେଲେ ହେବ ନାହିଁ, କେଉଁମାନେ ରେଭ୍‌ ପାର୍ଟିରେ ଟଙ୍କା ଖର୍ଚ୍ଚ କରୁଥିଲେ, ସେମାନଙ୍କ ନାଁ ସେ କହୁ ନାହାନ୍ତି”।

ସିଦ୍ଧାନ୍ତ ଆହୁରି ମଧ୍ୟ କହିଛନ୍ତି “ଯେହେତୁ ମୁଁ ଫିଲ୍ମ ଇଣ୍ଡ୍ରିଜ୍ ସହ ଜଡିତ, ମୋ ସୁଟିଂ ସେଟରେ ଡ୍ରିଙ୍କ୍ କରିବାକୁ କାହାକୁ ମୁଁ ଅନୁମିତି ଦିଏ ନାହିଁ। ଆଉ ବାକି ରହିଲା ଚିଟ ଫଣ୍ଡ କଥା ତା ସେ ବିଷୟରେ ବି ତଦନ୍ତ ହେବ ଆବଶ୍ୟକ ବୋଲି କହିଲେ”।