ଆଉ ଦେଖିବାକୁ ମିଳିବନି ତାଙ୍କ କମେଡି଼ ହାସ୍ୟ ଅଭିନେତା ଗବର(ସୌମ୍ୟ)ଙ୍କ ମୃତ୍ୟୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

କରୋନା ଭିତରେ ଓଡିଶା ଟିଭି ଜଗତ ପାଇଁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଛୋଟ ପରଦାର ହାସ୍ୟ ଅଭିନେତା ଗବର୍ ଓରଫ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ଜି ସାର୍ଥକର ଲୋକପ୍ରିୟ କମେଡି ସୋ ମିଷ୍ଟର ନନଶେନ୍ସରେ ନଜର ଆସିଥିଲେ। ତେବେ ତାଙ୍କ ବିୟୋଗରେ ଜି ସାର୍ଥକ ଚ୍ୟାନେଲ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସୂଚନା ଅନୁଯାୟୀ ସୌମ୍ୟ ୨୦୧୯ ଅଗଷ୍ଟ ମାସରୁ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ସେଥିପାଇଁ ସେ
 
ଆଉ ଦେଖିବାକୁ ମିଳିବନି ତାଙ୍କ କମେଡି଼ ହାସ୍ୟ ଅଭିନେତା ଗବର(ସୌମ୍ୟ)ଙ୍କ ମୃତ୍ୟୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

କରୋନା ଭିତରେ ଓଡିଶା ଟିଭି ଜଗତ ପାଇଁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଛୋଟ ପରଦାର ହାସ୍ୟ ଅଭିନେତା ଗବର୍ ଓରଫ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ଜି ସାର୍ଥକର ଲୋକପ୍ରିୟ କମେଡି ସୋ ମିଷ୍ଟର ନନଶେନ୍ସରେ ନଜର ଆସିଥିଲେ। ତେବେ ତାଙ୍କ ବିୟୋଗରେ ଜି ସାର୍ଥକ ଚ୍ୟାନେଲ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଆଉ ଦେଖିବାକୁ ମିଳିବନି ତାଙ୍କ କମେଡି଼ ହାସ୍ୟ ଅଭିନେତା ଗବର(ସୌମ୍ୟ)ଙ୍କ ମୃତ୍ୟୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ ସୌମ୍ୟ ୨୦୧୯ ଅଗଷ୍ଟ ମାସରୁ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ସେଥିପାଇଁ ସେ ମିଷ୍ଟର ନନଶେନ୍ସର ଚଳିତ ସିଜିନରେ ନଜର ଆସିନଥିଲେ। କିଛି ଦିନରୁ ସେ ଚିକିତ୍ସିତ ହେଉଥିବା ବେଳେ ଆଜି କଟକ ସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ଆଠଗଡ଼ରେ ତାଙ୍କ ବିୟୋଗରେ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆଉ ଦେଖିବାକୁ ମିଳିବନି ତାଙ୍କ କମେଡି଼ ହାସ୍ୟ ଅଭିନେତା ଗବର(ସୌମ୍ୟ)ଙ୍କ ମୃତ୍ୟୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ସୌମ୍ୟ ଅନେକ ଫିଲ୍ମ ଓ ଟିଭି ପ୍ରୋଗ୍ରାମ ଆଦିରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ। ତେବେ ଜି ସାର୍ଥକର ପ୍ରସାରିତ ମିଷ୍ଟର ନନଶେନ୍ସରେ ସୋ ରେ ସେ ଗବର୍ ଚରିତ୍ରରେ ଦମଦାର ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କ ପରି ଜଣେ ହାସ୍ୟ ଅଭିନେତାଙ୍କ ବିୟୋଗ ମିଷ୍ଟର ନନଶେନ୍ସ ଓ ଓଡ଼ିଶା କମେଡି ଜଗତରେ ନିଶ୍ଚିତ ଏକ ଅପୂରଣୀୟ କ୍ଷତି ଘଟିଛି।