ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା, ହେଲେ କାହା ପାଇଁ ଜାଣି ହେବେ ଆଶ୍ଚର୍ଯ୍ୟ

ଫଟୋ ଦେଖି ଆପଣଙ୍କୁ ନିଶ୍ଚିତ ଲାଗୁଥିବ କି ଏ କରୋନା ଭଳି ବିପଦ ସମୟରେ କ୍ୟାଣ୍ଡଲ ଧରି କଣ କରୁଛନ୍ତି ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା? ଆପଣଙ୍କୁ କହି ରଖୁଛୁ ଯେ ନ୍ୟାୟ ମାଗିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପୁଷ୍ପା ପଣ୍ଡା ଓ ଝିଅ ଅନୁଭା। କିଛି ଦିନ ପୂର୍ବରୁ ଘଟିଥିବା ଏକ ଘଟଣା ପାଇଁ ଏପରି କରିବାକୁ ବାଧ୍ୟ ହେଇଛନ୍ତି ଉଭୟେ। ଏକ କୁକୁର ପାଇଁ ନ୍ୟାୟ ମାଗିବା କରିବା ହାତରେ କ୍ୟାଣ୍ଡଲ
 
ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା, ହେଲେ କାହା ପାଇଁ ଜାଣି ହେବେ ଆଶ୍ଚର୍ଯ୍ୟ

ଫଟୋ ଦେଖି ଆପଣଙ୍କୁ ନିଶ୍ଚିତ ଲାଗୁଥିବ କି ଏ କରୋନା ଭଳି ବିପଦ ସମୟରେ କ୍ୟାଣ୍ଡଲ ଧରି କଣ କରୁଛନ୍ତି ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା? ଆପଣଙ୍କୁ କହି ରଖୁଛୁ ଯେ ନ୍ୟାୟ ମାଗିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପୁଷ୍ପା ପଣ୍ଡା ଓ ଝିଅ ଅନୁଭା। କିଛି ଦିନ ପୂର୍ବରୁ ଘଟିଥିବା ଏକ ଘଟଣା ପାଇଁ ଏପରି କରିବାକୁ ବାଧ୍ୟ ହେଇଛନ୍ତି ଉଭୟେ। ଏକ କୁକୁର ପାଇଁ ନ୍ୟାୟ ମାଗିବା କରିବା ହାତରେ କ୍ୟାଣ୍ଡଲ ଧରି ନ୍ୟାୟ ମାଗିବା ପାଇଁ ବାହାରି ପଡିଥିଲେ ପଣ୍ଡା ଓ ଝିଅ ଅନୁଭା।

ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା, ହେଲେ କାହା ପାଇଁ ଜାଣି ହେବେ ଆଶ୍ଚର୍ଯ୍ୟ

କରୋନା ପାଇଁ ଲକଡାଉନରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଅଧିକ କଷ୍ଟ ବୁଲା ପଶୁ ମାନେ ପାଉଛନ୍ତି। ତେବେ ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ଘାତକ ସାଜିଛି। କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଅଭାବନୀୟ ଘଟଣା ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ ଘଟିଥିଲା। ଏହି କୁକୁରକୁ ନ୍ୟାୟ ଦେବା ପାଇଁ ବହୁ ଅଭିନେତ୍ରୀ ଏବଂ ଲୋକମାନେ ରାଜରାସ୍ତା କୁ ଉହ୍ଲାଇଛନ୍ତି।

ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା, ହେଲେ କାହା ପାଇଁ ଜାଣି ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ପୁଷ୍ପା ପଣ୍ଡା ଓ ଝିଅ ଅନୁଭା ନ୍ୟାୟ ପାଇଁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ। କୁକୁରକୁ ନ୍ୟାୟ ମିଳୁ ବୋଲି ସେମାନେ ସରକାରଙ୍କୁ ନିବେଦନ କରିଥିଲେ। ଏହାଛଡା ଅଭିନେତ୍ରୀ ଏଲିନା ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଦୁଇ ଜଣ ମହିଳା ଏକ ଗର୍ଭବତୀ କୁକୁରକୁ ନିସ୍ତୁକ ପିଟିଥିଲେ ଗତ ଏପ୍ରିଲ ୨୧ ତାରିଖରେ କୁକୁର ଉପରକୁ ଆକ୍ରମଣ ହୋଇଥିଲା। ପରେ କୁକୁରର ଅପରେସନ କରାଯାଇ ଦୁଇଟି ଛୁଆକୁ କଢ଼ାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।