ଦେଖନ୍ତୁ ଭିଡ଼ିଓ: ପାର୍ଟିରୁ ବାହାରିବା ବେଳେ ଠିକ୍ ଭାବରେ ଚାଲିପାରୁନଥିଲେ ଅଜୟ ଦେବଗନଙ୍କ ଝିଅ! ପାର୍ଟି ରେ କରିଦେଲେ ଏହି ଖରାପ କାମ

 
Ajay Devgan Daughter

ରବିବାର ରାତିରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ବାଲିଉଡ଼ ଇଣ୍ଡଷ୍ଟ୍ରିର ଷ୍ଟାର୍ କିଡ୍ ସୁହାନା ଖାନ୍, ନାଇସା ଦେବଗାନ୍, ଅନନ୍ୟା ପାଣ୍ଡେ, ଶାନୟା କପୁର ଏବଂ ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କ ସାଥିମାନେ ମିଶି ପାର୍ଟି କରିଥିବା ଜଣାପଡ଼ିଛି। ଏହି ଇଭେଣ୍ଟ ଗୁଡିକର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି।

Nysha

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କାଜୋଲ ଏବଂ ଅଜୟ ଦେବଗନଙ୍କ ଝିଅ ନାଇସା ଦେବଗନ୍ ପାର୍ଟୀ ଛାଡି ଫେରୁଥିବାର ଦେଖିବାକୁ ମିଳୁଛି। ତେବେ, ଏହି ଭିଡ଼ିଓରେ ସେ ଠିକ୍ ଭାବରେ ଚାଲିପାରୁନଥିବା ନେଟେନିଜେନମାନେ କହିଛନ୍ତି।ନାଇସା ଏକ ମିନି ଗୋଲାପୀ ରଙ୍ଗର ପୋଷାକ ଏବଂ ଧଳା ହିଲ୍ସ ପିନ୍ଧିଥିବା ଦେଖାଯାଇଥିଲା। ସେ ପାର୍ଟୀରୁ ଫେରିବା ସମୟରେ ସଠିକ୍ ଭାବରେ ଚାଲିପାରୁନଥିଲେ ଏବଂ ଏହା ପାପାରାଜିମାନଙ୍କ କ୍ୟାମେରାରେ କଏଦ ହୋଇଯାଇଥିଲା। ତେବେ, ନାଇସା ଅତ୍ୟଧିକ ମଦ୍ୟପାନ କରିଥିବାରୁ ଚାଲି ପାରୁନଥିବା ନେଟିଜେନ୍ସମାନେ ମତ ଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି।