ଭାରତର କୋଟିପତି ନିତା ଅମ୍ବାନୀ ଙ୍କ ଏମିତି କିଛି ଫୋଟୋ ଯାହାକୁ ଦେଖିଲେ ବିଶ୍ଵାସ କରିବା କଷ୍ଟ ହେବ

ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖେଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେହି ଫଟୋଟି ହେଉଛି ଭାରତର କୋଟିପତି ବ୍ୟବସାୟୀ ନୀତା ଅମ୍ବାନୀ ଙ୍କ… ନୀତା ଙ୍କର ବିବାହ 1985 ରେ ହୋଇଥିଲା, ସେତେବେଳେ ନୀତା ମାତ୍ର 20 ବର୍ଷ ହୋଇଥିଲା । ଆପଣ ଏହି ବାହାଘର ଫଟୋରେ ଦେଖିପାରୁଥିବେ ଅମ୍ବାନୀ ଓ ନୀତା କେତେ ଖୁସି ଓ ଯବାନ ଦେଖାଯାଉଥିଲେ । ଏକ ସାକ୍ଷାତକାର ରେ ସେ କହିଥିଲେ କି, ମୁଁ କେବେ
 
ଭାରତର କୋଟିପତି ନିତା ଅମ୍ବାନୀ ଙ୍କ ଏମିତି କିଛି ଫୋଟୋ ଯାହାକୁ ଦେଖିଲେ ବିଶ୍ଵାସ କରିବା କଷ୍ଟ ହେବ

ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖେଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେହି ଫଟୋଟି ହେଉଛି ଭାରତର କୋଟିପତି ବ୍ୟବସାୟୀ ନୀତା ଅମ୍ବାନୀ ଙ୍କ…

ଭାରତର କୋଟିପତି ନିତା ଅମ୍ବାନୀ ଙ୍କ ଏମିତି କିଛି ଫୋଟୋ ଯାହାକୁ ଦେଖିଲେ ବିଶ୍ଵାସ କରିବା କଷ୍ଟ ହେବ

ନୀତା ଙ୍କର ବିବାହ 1985 ରେ ହୋଇଥିଲା, ସେତେବେଳେ ନୀତା ମାତ୍ର 20 ବର୍ଷ ହୋଇଥିଲା । ଆପଣ ଏହି ବାହାଘର ଫଟୋରେ ଦେଖିପାରୁଥିବେ ଅମ୍ବାନୀ ଓ ନୀତା କେତେ ଖୁସି ଓ ଯବାନ ଦେଖାଯାଉଥିଲେ ।

ଭାରତର କୋଟିପତି ନିତା ଅମ୍ବାନୀ ଙ୍କ ଏମିତି କିଛି ଫୋଟୋ ଯାହାକୁ ଦେଖିଲେ ବିଶ୍ଵାସ କରିବା କଷ୍ଟ ହେବ

ଏକ ସାକ୍ଷାତକାର ରେ ସେ କହିଥିଲେ କି, ମୁଁ କେବେ ମା ହୋଇପାରିବି ନାହିଁ । ” ମୋ ବିବାହ ର କିଛି ବର୍ଷ ପରେ ଡାକ୍ତରମାନେ ମୋତେ କହିଲେ କି ମୋର କେବେ ଛୁଆ ହେବନାହିଁ । ଯେତେବେଳେ ମୁଁ ସ୍କୁଲ ରେ ଥିଲି, ସେତେବେଳେ ଲମ୍ବା ସମୃଦ୍ଧ ନିବନ୍ଧ ଲେଖୁଥିଲେ, ଯେବେ ମୁଁ ମା ହୋଇଯିବି ….! “

ଭାରତର କୋଟିପତି ନିତା ଅମ୍ବାନୀ ଙ୍କ ଏମିତି କିଛି ଫୋଟୋ ଯାହାକୁ ଦେଖିଲେ ବିଶ୍ଵାସ କରିବା କଷ୍ଟ ହେବ

ସେ ଆଗକୁ ମଧ୍ୟ କହିଲେ କି, ” ମତେ 23 ବର୍ଷ ବୟସରେ କୁହାଯାଇଥିଲା କି, ମୁଁ କେବେ ଗର୍ଭ ଧାରଣ କରିପାରିବି ନାହିଁ କିନ୍ତୁ ଡା. ଫିରୋଜା ପାରିଖ ଙ୍କ ସାହାଯ୍ୟ ରେ ମୁଁ ପ୍ରଥମଥର ପାଇଁ ନିଜ ଯମଜ ସନ୍ତାନ ର କଳ୍ପନା କରିଥିଲି । “