ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ, ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ ଏହି ଝିଅ ପାଇଁ ବାଡୁଅ ରହିଗଲେ ସଲମାନ

 
Salman

ବଲିଉଡ୍ ର ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସଲମାନ ଖାନ୍ । ନିଜ ଆକ୍ଟିଙ୍ଗ ଷ୍ଟାଇଲ ଏବଂ ଅନୋଖା ଅନ୍ଦାଜ ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ସେ ବେଶ୍ ପରିଚିତ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ସଲମାନଙ୍କ ଆକ୍ଟିଙ୍ଗକୁ ଲୋକେ ବେଶ୍ ପସନ୍ଦ କରନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯେତେବେଳେ ବି ସଲମାନଙ୍କ ନାଆଁ ଆସେ ଫ୍ୟାନ୍ସ ମାନଙ୍କ ମନରେ ସଲମାନଙ୍କୁ ନେଇ ଗୋଟିଏ ପ୍ରଶ୍ନ ଦେଖିବାକୁ ମିଳେ କି ସେ କେବେ ଏବଂ କାହାକୁ ବିବାହ କରିବେ ।

Ay

ସଲମାନ୍ ଐଶ୍ୱର୍ଯ୍ୟା , କ୍ୟାଟ୍ରିନାଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀଙ୍କୁ ଡେଟ୍ ମଧ୍ୟ କରିଛନ୍ତି । ତେବେ ଏବେ ଶୁଣିବାକୁ ମିଳୁଛି କି ସଲମାନ ମଧ୍ୟ ଏକ ଅଭିନେତ୍ରୀଙ୍କୁ ବିବାହ କରିଥାନ୍ତେ । ଅଭିନେତ୍ରୀ ଜଣକଙ୍କ ନାମ ହେଉଛି ସନୟା ଇରାନି ।

ସନାୟା ପ୍ରଥମ ଥର ପାଇଁ ସଲମାନଙ୍କୁ ବିଗ ବସ୍ ସିଜିନ ୭ରେ ଭେଟିଥିଲେ । ସେ ସେଠାକୁ ନିଜର ଶୋ ରଙ୍ଗ ରସିୟାର ପ୍ରମୋଟ ପାଇଁ ଆସିଥିଲେ । ସନାୟାଙ୍କୁ ମିଲେ ଜବ ହମ୍ ତୁମ, କସମ୍ ସେ ଏବଂ ଇସ୍ ପ୍ୟାର କୋ କ୍ୟା ନାମ ଦୁଁ ଭଳି ଶୋରେ ମଧ୍ୟ ଦେଖିବାକୁ ମିଳେ ।