ଜାଣନ୍ତୁ ଆନିମଲ୍ ଫିଲ୍ମରେ ତୃପ୍ତିଙ୍କ ସହ ବୋଲ୍ଡ ସିନ୍ କୁ ନେଇ ଆଲିଆ କଣ କହିଲେ ରଣବୀରଙ୍କୁ !

 
Ranveer
ଜାଣନ୍ତୁ ଆନିମଲ୍ ଫିଲ୍ମର ବୋଲ୍ଡ ସିନ୍ କୁ ନେଇ କଣ କହିଲେ ଅଭିନେତା ରଣବୀର କପୁର । ଆନିମଲ୍ ଫିଲ୍ମରେ ରଣବୀରଙ୍କ ସହିତ ଅଭିନେତ୍ରୀ ତୃପ୍ତିଙ୍କର ଦେଖିବାକୁ ମିଳିଥିଲା ଏଭଳି କିଛି ରୋମାନ୍ସ ସିନ୍ । ଜାଣନ୍ତୁ ଏ ନେଇ ରଣବୀର କପୁରଙ୍କୁ ତାଙ୍କ ପତ୍ନୀ ଆଲିଆ ଭଟ୍ଟ କଣ କହିଥିଲେ 

R

ରଣବୀର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ମୁଁ ପୂର୍ବରୁ ଏହି ଫିଲ୍ମର ସବୁ ସିନ୍ ବିଷୟରେ ଆଲିଆଙ୍କ ସହିତ କଥା ହୋଇଥିଲି । ପ୍ରଥମେ ତ ମୋତେ ବହୁତ୍ ଡର ଲାଗୁଥିଲା । ମୁଁ କେବେ ଭାବି ନ ଥିଲି ଆଲିଆଙ୍କ ରେସପଣ୍ଡ ଏପରି ରହିବ ବୋଲି । ତେବେ ଜାଣନ୍ତୁ କଣ ଥିଲା ଆଲିଆଙ୍କ ପ୍ରତିକ୍ରିୟା । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରଣବୀର କହିଥିଲେ ଏହି ସିନ କଥା ମୁ ଆଲିଆଙ୍କୁ କହିବା ପରେ ସେ ମୋତେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମୋତେ ସମର୍ଥନ ମଧ୍ୟ କରିଥିଲେ । ଏବଂ ଫିଲ୍ମ ଟିକୁ ଆହୁରି ଭଲ ଭାବେ କରିବା ପାଇଁ ମୋତେ ପ୍ରେରଣା ଯୋଗାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ବ୍ୟକ୍ତିଗତ ଜୀବନ ଗୋଟେ ବାଟରେ ଏବଂ ଆମର ବୃତ୍ତି ଅନ୍ୟ ଏକ ବାଟରେ । କେହି କାହା ବାଟରେ ନ ଆସିବା ଉଚିତ୍ ।