ବାପାମାଆ ହେବାକୁ ଯାଉଥିବା ବେଳେ କଣ ହେଲା ଯେ ଉଭୟଙ୍କ ସମ୍ପର୍କରେ ହେଲା ଫାଟ, ଅଲଗା ହେବେ ଦୀପିକା ରଣବୀର, ଜାଣନ୍ତୁ ପୁରା ଖବର

 
Deepika ranbir

ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କୁ ନେଇ ଏବେ ଚର୍ଚ୍ଚା ! ରଣବୀର କାହିଁକି କଲେ ଏପରି ? ସେମାନଙ୍କ ମଧ୍ୟରେ ସବୁ ଠିକ୍ ରହିଛି କି ନାହିଁ ଏହା ଜାଣିବା ପାଇଁ ଏବେ ଫ୍ୟାନ୍ସ ମାନଙ୍କ ମନରେ ଅନେକ ପ୍ରଶ୍ନ ।

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ରଣବୀର ସିଂ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିଭାଘର ଫଟୋକୁ ଡିଲେଟ କରିଦେବା ପରେ ଏହା ସମସ୍ତଙ୍କୁ ଏବେ କନଫ୍ୟୁଜ କରିଛି ।

R

ହଠାତ୍ ରଣବୀର ଏପରି କଲେ କାହିଁକି ? ଏପରି ଅନେକ ପ୍ରକାରର ଆଲୋଚନା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ତେବେ ଆପଣ ମାନେ ଜାଣିଥିବେ ଦୁହେଁ ବାପା ମା ହେବାକୁ ଯାଉଛନ୍ତି ।

ଏପରି ଏକ ଭଲ ମୁହୂର୍ତ୍ତରେ ରଣବୀରଙ୍କର ଏପରି ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଫଟୋ ଡିଲିଟ ହେବା ସମସ୍ତଙ୍କୁ ବେଶୀ ଆଗ୍ରହ କରିଛି । ସୂଚନା ଯୋଗ୍ୟ ଯେ, ୨୦୧୮ ମସିହା ନଭେମ୍ବର ମାସରେ ଦୁହେଁ ଇଟାଲୀରେ ପ୍ରେମ ବିବାହ କରିଥିଲେ ।