IAS ପ୍ରଶ୍ନ: ବ୍ୟାଙ୍କରେ ଥିବା IFSC code ର ଫୁଲ୍ ଫର୍ମ କଣ, ଉତ୍ତର ଜାଣି ରଖନ୍ତୁ କାମରେ ଆସିପାରେ

ଜୀବନରେ କିଛି ଏମିତି ଛୋଟ ଛୋଟ କଥା ଯାହା ବିଷୟରେ ଜାଣିବାକୁ ଆମେ ଏତେ ଆଗ୍ରହ କରିନଥାଉ ଯାହା ପାଇଁ ପରେ ଆମକୁ ଦରକାର ପଡିଥାଏ। କିଛି ସାଧାରଣ ପ୍ରଶ୍ନର ଉତ୍ତର ପାଇଁ ବେଳେ ବେଳେ ଆମେ ଇଣ୍ଟରଭ୍ୟୁରେ ପାସ ହୋଇପାରୁନା। ସେଥିପାଇଁ ଆଜି ଆପଣଙ୍କ ପାଇଁ ଏମିତି ହିଁ କିଛି ସାମାନ୍ୟ ପ୍ରଶ୍ନ ଓ ତାର ଉତ୍ତର ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କ କାମରେ ଆସିପାରେ।

ପ୍ରଶ୍ନ: ଭାରତୀୟ ନୋଟ୍ ରେ ମହାତ୍ମାଗାନ୍ଧୀଙ୍କ ପୂର୍ବରୁ କାହା ଫଟୋ ଥିଲା?
ଉତ୍ତର: ଅଶୋକ ସ୍ତମ୍ଭ
ପ୍ରଶ୍ନ: କେଉଁ ଦେଶରୁ ଅଲଗା ହୋଇ ୧୯୭୧ରେ ବଙ୍ଗଳାଦେଶର ନିର୍ମାଣ ହୋଇଥିଲା?
ଉତ୍ତର: ପାକିସ୍ତାନ
ପ୍ରଶ୍ନ: କେଉଁ ରଙ୍ଗର ପ୍ରକାଶର ପ୍ରକିରଣ ସବୁଠାରୁ ଅଧିକ ହୋଇଥାଏ?
ଉତ୍ତର: ବାଇଗଣୀ
ପ୍ରଶ୍ନ: ଭାରତରେ କେତେ ଭାଗ ଭୁ-ଭାଗ ବଣ ଅଛି?
ଉତ୍ତର: ୧୯%
ପ୍ରଶ୍ନ: ଗୋଟିଏ ବିଲେଇର ତିନୋଟି ଛୁଆ ଅଛି । ଗୋଟିକର ନାମ ଜାନୁୟାରୀ, ଅନ୍ୟଟିର ନାମ ଫେବୃୟାରୀ ଓ ଅନ୍ୟ ଜଣଙ୍କ ନାମ ମଇ ଅଟେ । ତେବେ ମାଆର ନାମ କଣ ଅଟେ ?
ଉତ୍ତର: ବିଲେଇର ନାମ “ମାଆ” ଅଟେ ।

ପ୍ରଶ୍ନ: ବ୍ୟାଙ୍କରେ ଥିବା IFSC କୋଡ୍ ରେ IFSCର ଫୁଲ୍ ଫର୍ମ କଣ?
ଉତ୍ତର: Indian Financial System Code
ପ୍ରଶ୍ନ: ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଓ ୪ଟି କମଳା ଏବଂ ଅନ୍ୟ ଗୋଟିଏ ହାତରେ ୩ଟି କମଳା ଓ ୪ଟି ସେଓ ରହିଛି, ତେବେ ଆପଣ କଣ ନେବା ପାଇଁ ଚାହିଁବେ ?
ଉତ୍ତର: ବଡ଼ ହାତ, ତେଣୁ ଉଭୟ ସେଓ ଓ କମଳା ନେଇବାକୁ ଚାହିଁବି
ପ୍ରଶ୍ନ: ଏହା କେଉଁ ଜିନିଷ ଅଟେ ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ?
ଉତ୍ତର: ନୀରବତା (Silence) ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ
ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ:
