IAS ପ୍ରଶ୍ନ: ARMY ର ଫୁଲ ଫର୍ମ କଣ! ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଦେଶକୁ ସୁରକ୍ଷା କରୁଥିବା ତଥା ସବୁ ପରିସ୍ଥିତିରୁ ଦେଶକୁ ବଂଚେଇବାର କାମ ସେନା ମାନେ କରିଥାନ୍ତି। ଭାରତୀୟ ସେନା ଅର୍ଥାତ୍ ଆର୍ମିର ନାଁ ସାମ୍ନାକୁ ଆସିବା ମାତ୍ରେ ଗର୍ବରେ ଛାତି ହୋଇଯାଏ ଚଉଡା। ଆପେ ଆପେ ମନକୁ ଆସିଯାଏ ଦେଶ ଭକ୍ତିର ଭାବନା। ଏମିତି ନୁହେଁ ଯେ ଏହି ଭାବନା କେବଳ ଭାରତୀୟ ଲୋକଙ୍କ ସହ ହୋଇଥାଏ। ବରଂ ଏହା ଏମିତି ଏକ ଭାବନା ଯାହା ସବୁ ଦେଶର ନାଗରିକଙ୍କୁ ନିଜ ଦେଶର ଯବାନଙ୍କୁ ଦେଖିଲେ ହୋଇଥାଏ।
 
IAS ପ୍ରଶ୍ନ: ARMY ର ଫୁଲ ଫର୍ମ କଣ! ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଦେଶକୁ ସୁରକ୍ଷା କରୁଥିବା ତଥା ସବୁ ପରିସ୍ଥିତିରୁ ଦେଶକୁ ବଂଚେଇବାର କାମ ସେନା ମାନେ କରିଥାନ୍ତି। ଭାରତୀୟ ସେନା ଅର୍ଥାତ୍ ଆର୍ମିର ନାଁ ସାମ୍ନାକୁ ଆସିବା ମାତ୍ରେ ଗର୍ବରେ ଛାତି ହୋଇଯାଏ ଚଉଡା। ଆପେ ଆପେ ମନକୁ ଆସିଯାଏ ଦେଶ ଭକ୍ତିର ଭାବନା। ଏମିତି ନୁହେଁ ଯେ ଏହି ଭାବନା କେବଳ ଭାରତୀୟ ଲୋକଙ୍କ ସହ ହୋଇଥାଏ। ବରଂ ଏହା ଏମିତି ଏକ ଭାବନା ଯାହା ସବୁ ଦେଶର ନାଗରିକଙ୍କୁ ନିଜ ଦେଶର ଯବାନଙ୍କୁ ଦେଖିଲେ ହୋଇଥାଏ। ବିଶ୍ବର ଦ୍ବିତୀୟ ବଡ଼ ଶକ୍ତିଶାଳୀ ସେନା ହେଉଛି ଭାରତୀୟ ଆର୍ମି।

IAS ପ୍ରଶ୍ନ: ARMY ର ଫୁଲ ଫର୍ମ କଣ! ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଯଦିଓ ଆପଣ ଆର୍ମି ଉପରେ ରୁଚି ରଖିଥାନ୍ତି କିନ୍ତୁ ଏହି ଶକ୍ତିଶାଳୀ ସେନାକୁ ନେଇ ଏକ ପ୍ରଶ୍ନର ଉତ୍ତର ପ୍ରାୟ ୯୯ ପ୍ରତିଶତ ଲୋକ ଜାଣିନଥିବେ। ବହୁତ କମ୍ ଲୋକ ଜାଣନ୍ତି ଆର୍ମିର ଫୁଲ୍ ଫର୍ମ। ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବା ପୂର୍ବର ନଜର ପକାନ୍ତୁ କେଉଁଠୁ ଏବଂ କେମିତି ଆସିଲା ଏହି ଶବ୍ଦ।

IAS ପ୍ରଶ୍ନ: ARMY ର ଫୁଲ ଫର୍ମ କଣ! ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଲାଟିନ୍ ଭାଷା ଅର୍ମାଟାରୁ ଆସିଛି ଆର୍ମି ଶବ୍ଦ। ଏହାର ଅର୍ଥ ହେଉଛି ଆର୍ମଡ୍ ଫୋର୍ସ। ଆର୍ମି ଏକ ଅରର୍ଗାନାଇଜ୍ଡ ଫୋର୍ସ ଯିଏ ସ୍ଥଳ ଭାଗରେ ରହି ଯୁଦ୍ଧ କରିଥାଏ। ଏହା ନିଜ ମଧ୍ୟରେ ଅନେକ ଶାଖା ମେଲାଇ ପାରେ। ବାୟୁ ସେନା ଆର୍ମି ମଧ୍ୟରେ ହିଁ ସୀମିତ ଅଛି। ଶତ୍ରୁ ସହ ଲଢିବା ପାଇଁ ସର୍ବଦା ପ୍ରସ୍ତୁତ ଆର୍ମି ସେନା। ଏବଂ ଦେଶର ରକ୍ଷା ପାଇଁ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ।

IAS ପ୍ରଶ୍ନ: ARMY ର ଫୁଲ ଫର୍ମ କଣ! ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର

ଆର୍ମିର ଫୁଲ୍ ଫର୍ମ ହେଉଛି ଆର୍ମିର ଫୁଲ୍ ଫର୍ମ ହେଉଛି ALERT REGULAR MOBILITY YOUNG। ବର୍ତ୍ତମାନ ଭାରତ ନିକଟରେ ୧୧୨୯୦୦୦ ସୈନିକ ଅଛନ୍ତି। ଯେଉଁମାନେ ଆଇଏଏସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଏହାର ଫୁଲ୍ ଫର୍ମ ଜାଣିବା ନିହାତି ଆବଶ୍ୟକ। କାରଣ ଆଇଏଏସ୍ ପରୀକ୍ଷାରେ ଅଧିକାଂଶ ସମୟରେ ଏହି ପ୍ରଶ୍ନ ପଚରାଯାଇଥାଏ।