IAS ପ୍ରଶ୍ନ: ସମୟରେ AM-PMର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

ପରୀକ୍ଷା ଓ ଇଣ୍ଟରଭ୍ୟୁରେ ପଚାରଯାଉଥିବା କିଛି ସହଜ ପ୍ରଶ୍ନର ଉତ୍ତର ଆମେ ଦେବାରେ ବିଫଳ ହୋଇଥାଉ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଏପରି ପ୍ରଶ୍ନ ଯାହା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ତେବେ ଆସନ୍ତୁ ଜାଣିବା- ୧- କୋଉ ମୁଖ୍ୟମନ୍ତ୍ରୀ ସପଥ ଗ୍ରହଣ ସମୟରେ ମୃତ୍ୟୁମୃତ୍ୟୁବରଣ କରିଥିଲେ? ଉତ୍ତର- ସମସେର୍ ସିଂ କାଡୋଲିଆ ୨- ବିଶ୍ୱର ସବୁଠାରୁ ବଡ ମରୁସ୍ଥଳ କେଉଁ ପ୍ରାକୃତିକ ପ୍ରଦେଶରେ ଅଟେ? ଉତ୍ତର- ଉଷ୍ନ ମରୁସ୍ଥଳୀୟ ପ୍ରଦେଶ
 
IAS ପ୍ରଶ୍ନ: ସମୟରେ AM-PMର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

ପରୀକ୍ଷା ଓ ଇଣ୍ଟରଭ୍ୟୁରେ ପଚାରଯାଉଥିବା କିଛି ସହଜ ପ୍ରଶ୍ନର ଉତ୍ତର ଆମେ ଦେବାରେ ବିଫଳ ହୋଇଥାଉ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଏପରି ପ୍ରଶ୍ନ ଯାହା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ତେବେ ଆସନ୍ତୁ ଜାଣିବା-

୧- କୋଉ ମୁଖ୍ୟମନ୍ତ୍ରୀ ସପଥ ଗ୍ରହଣ ସମୟରେ ମୃତ୍ୟୁମୃତ୍ୟୁବରଣ କରିଥିଲେ?
ଉତ୍ତର- ସମସେର୍ ସିଂ କାଡୋଲିଆ

୨- ବିଶ୍ୱର ସବୁଠାରୁ ବଡ ମରୁସ୍ଥଳ କେଉଁ ପ୍ରାକୃତିକ ପ୍ରଦେଶରେ ଅଟେ?
ଉତ୍ତର- ଉଷ୍ନ ମରୁସ୍ଥଳୀୟ ପ୍ରଦେଶ

IAS ପ୍ରଶ୍ନ: ସମୟରେ AM-PMର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

୩- ଆରବିସି ର ଜୀବନକାଳ କେତେ ହୋଇଥାଏ?
ଉତ୍ତର- ୧୨୦ଦିନ

୪- ଭାରତରେ ରାଷ୍ଟ୍ରପତିଙ୍କ ନିର୍ବାଚନ କେଉଁ ପ୍ରକାରର ହୋଇଥାଏ?
ଉତ୍ତର- ଅପ୍ରତ୍ୟକ୍ଷିତ ରୂପରେ

୫- ମଣିଷର ଲୁହରେ କଣ ଥାଏ?
ଉତ୍ତର- ସୋଡିୟମ କ୍ଲୋରାଏଡ୍

IAS ପ୍ରଶ୍ନ: ସମୟରେ AM-PMର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

୬- ସମୟରେ ବ୍ୟବହାର AM PM ର ଫୁଲ ଫର୍ମ କଣ?
ଉତ୍ତର- AM: Anti Meridiem, PM: Post Meridiem

୭- ଭାରତର ସବୁଠାରୁ ଅପରିଷ୍କାର ସହର କାହାକୁ ଘୋଷଣା କରାଯାଇଛି?
ଉତ୍ତର- ଉତ୍ତର ପ୍ରଦେଶର ଗୋଣ୍ଡା

୮- ମଶାର ଜୀବନ କାଳ କେତେ ହୋଇଥାଏ?
ଉତ୍ତର- ଅଣ୍ଡିରା ମଶାର ବୟସ ୧୦-୧୫ ଦିନ ଓ ମାଈ ମଶାର ବୟସ ୨-୩ ଦିନ ହୋଇଥାଏ

୯- ଭାରତରେ ଭାଷାର ଆଧାରରେ ବନିଥିବା ପ୍ରଥମ ରାଜ୍ୟର ନାମ କଣ?
ଉତ୍ତର- ଆନ୍ଧ୍ର ପ୍ରଦେଶ

୧୦- ସାଇମନ କମିଶନ ର ବହିଷ୍କାର ବେଳେ ଲାଠି ମାଡ ରେ କେଉଁ ନେତାଙ୍କ ମୃତ୍ୟୁ ହୋଇଥିଲା?
ଉତ୍ତର- ଲାଲା ଲଜପତ ରାୟ

୧୧- ଛତିଶଗଡ଼ର କେଉଁ ଜିଲ୍ଲାରେ ହୀରାର ଭଣ୍ଡାର ମିଳିଥାଏ?
ଉତ୍ତର- ରାୟପୁର ଠାରେ

ଶେଷରେ ଆପଣଙ୍କ ପାଇଁ ଏକ ପ୍ରଶ୍ନ-

IAS ପ୍ରଶ୍ନ: ସମୟରେ AM-PMର ଫୁଲ୍ ଫର୍ମ କଣ? ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ