ଦେଖନ୍ତୁ ଭିଡ଼ିଓ: ବୁଢ଼ୀ ମା'ଙ୍କୁ ଚଢ଼ିଲା ପ୍ରେମ ଜ୍ୱର, ସ୍ୱାମୀଙ୍କୁ ସମସ୍ତଙ୍କ ଆଗରେ କଲେ କିସ୍, ଭିଡ଼ିଓ ହେଲା ଭାଇରଲ

 
Grandma kissing scene

କୁହାଯାଏ ପ୍ରେମ ଆମର ଏବଂ ସାସ୍ବତ। ପ୍ରକୃତ ଭଲପାଇବାରେ ବୟସ, ଜାତି, ଧର୍ମ ଏସବୁର କୌଣସି ସ୍ଥାନ ନଥାଏ। ଆଜି କାଲିର ଯୁବପିଢ଼ି ଏହି ଉକ୍ତିଟିକୁ ହୁଏତ ବୁଝିପରିବେ ନାହିଁ। କିନ୍ତୁ, ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। 

ପ୍ରକୃତରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଜଣେ ବୃଦ୍ଧା ଏବଂ ତାଙ୍କ ସ୍ୱାମୀଙ୍କୁ ପାଖା ପାଖି ବସିଥିବାର ଦେଖିବାକୁ ମିଳୁଛି। ଭିଡ଼ିଓରେ ସେମାନେ ବେସ୍ ଖୁସିରେ ଥିବା ମନେ ହେଉଛି। ତେବେ, କୌଣସି କଥାରେ ହଠାତ ବୃଦ୍ଧା ଜଣକ ତାଙ୍କ ସ୍ୱାମୀଙ୍କ ଗାଲକୁ କିସ୍ କରି ଦେଉଛନ୍ତି। ସ୍ତ୍ରୀର ହଠାତ ଏପରି ରୋମାଣ୍ଟିକ ମୁଡ଼କୁ ଦେଖି ବୃଦ୍ଧ ବ୍ୟକ୍ତି ଜଣକ ଲାଜେଇ ଯାଉଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ମାତ୍ର କେଇ ସେକେଣ୍ଡର ଏହି ଭିଡ଼ିଓଟିକୁ ଇଂଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଚାହୁଁ ଚାହୁଁ ଭିଡ଼ିଓଟି ବେସ୍ ଭାଇରାଲ ହୋଇଥିଲା। ଏଥିରେ ଏପର୍ଯ୍ୟନ୍ତ ୬୬ ଲକ୍ଷରୁ ଅଧିକ ଭିୟୁ ଆସିଥିବା ବେଳେ ୪୫ ହଜ଼ାରରୁ ଅଧିକ ଲୋକେ ଏହାକୁ ଲାଇକ କରିଛନ୍ତି।