​​ହୋଟେଲ୍ ରୁମ୍ ରେ ଏମିତି ଅବସ୍ଥାରେ ଧରା ପଡିଗଲେ ଗୋବିନ୍ଦା ଓ ରାନୀ ମୁଖାର୍ଜୀ, ଆଉ ତାପରେ...

 
Govinda Rani mukherjee

ଦିନ ଥିଲା ଗୋବିନ୍ଦା ଓ ରାଣୀ ମୁଖାର୍ଜୀଙ୍କ ଯୋଡ଼ିକୁ ପରଦା ଆଗରେ ଓ ପରଦା ପଛରେ ବେଶ୍ ପସନ୍ଦ କରୁଥିଲେ ଲୋକେ । ରାଣୀ ମୁଖାର୍ଜୀଙ୍କ ସହିତ ଗୋବିନ୍ଦା ଙ୍କର ବହୁ ସୁପରହିଟ୍ ଫିଲ୍ମ ମଧ୍ୟ ରହିଛି ।

ନିଜର ଅନୋଖା ଷ୍ଟାଇଲ ପାଇଁ ଗୋବିନ୍ଦା ନିଜ ଫ୍ୟାନ୍ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ବନାଇବାରେ ସକ୍ଷମ ହୋଇଥିଲେ । ଠିକ୍ ସେହିପରି ରାଣୀ ମୁଖାର୍ଜୀ ମଧ୍ୟ ନିଜର ଅଭିନୟ ଓ ଦମ୍ ଦାର ନୃତ୍ୟ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ ବଲିଉଡ୍ ରେ ।

ର

କୁହାଯାଏ ତାଙ୍କର ଏହି ଫିଲ୍ମ କ୍ୟାରିଅର୍ ମଧ୍ୟରେ ଦୁହିଁଙ୍କର ପ୍ରେମ ସମ୍ପର୍କ ଚାଲିଥିଲା । ଗୋବିନ୍ଦା ଫିଲ୍ମ କୁ ଆସିବା ପୂର୍ବରୁ ହିଁ ତାଙ୍କର କମ୍ ବୟସରେ ବିବାହ ହୋଇ ସାରିଥିଲା । ଏପଟେ ରାଣି ମୁଖାର୍ଜୀ ଅବିବାହିତ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଶୁଣିବାକୁ ମିଳେ ଯେଉଁଥିପାଇଁ ଗୋବିନ୍ଦାଙ୍କ ପତ୍ନୀ ସୁନିତା ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ ।

Govinda Rani mukherjee

ଏପରିକି ଦିନେ ସୁନିତା ଗୋବିନ୍ଦା ଓ ରାଣୀ ମୁଖାର୍ଜୀଙ୍କୁ ଏକ ହୋଟେଲ୍ ରୁମ୍ ରୁ ଧରିଥିଲେ । ଯାହା ପରେ କଥା ଛାଡ଼ପତ୍ର ଯାଏଁ ମଧ୍ୟ ଯାଇଥିଲା । ଯେଉଁଥି ପାଇଁ ସେହି ସମୟରେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ଥିଲେ ଦୁହେଁ ।

ହେଲେ ସୁନିତା ପରିସ୍ଥିତିକୁ ନିଜ ଆଡୁ ସମ୍ଭାଳି ନେଇଥିଲେ । ପରବର୍ତ୍ତୀ ସମୟରେ ରାଣୀ ମୁଖାର୍ଜୀ ମଧ୍ୟ ଅନ୍ୟତ୍ର ବିବାହ କରିଥିଲେ । ଏବେ ଦୁହେଁ ନିଜ ନିଜ ପରିବାର ସହ ବେଶ୍ ଖୁସିରେ ଅଛନ୍ତି ।