ଦେଖନ୍ତୁ ଫୋଟୋ: ଭାଇରାଲ ହେଉଛି ଅଭିନେତ୍ରୀଙ୍କ ନ୍ୟୁଡ଼ ଫୋଟୋ, ୨୦ ଜଣ ଲୋକଙ୍କ ସାମ୍ନାରେ କଲେ ନ୍ୟୁଡ଼ ଫୋଟୋ ସୁଟିଂ !

 
Gehena vasisth

ବର୍ତ୍ତମାନ ସମୟରେ ନିଜର ହଟ୍ ଲୁକ୍ ଏବଂ ଓଟିଟି ପ୍ଲାଟଫର୍ମରେ ବୋଲ୍ଡ ସିନ୍ ଗୁଡିକ ପାଇଁ ବେସ୍ ଲୋକପ୍ରିୟ ହୋଇଛନ୍ତି ଗେହେନା ବଶିଷ୍ଠ। ପୂର୍ବରୁ ବୋଲ୍ଡ ସିନ୍ ଗୁଡିକ ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ ହେଁ ଏବେ ପୁଣି ଏକ ନ୍ୟୁଡ଼ ଫୋଟୋ ସୁଟ୍ ପାଇଁ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି।

Gehena

ଏହି ଆକ୍ଟ୍ରେସ୍ ଜଣକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ଫୋଟୋ ସେୟାର କରିଥିଲେ। ଏହି ଫୋଟୋ ଗୁଡିକରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିବାବେଳେ କେବଳ ଏକ ଧଳା ବେଡ଼ସିଟ୍ ଦ୍ୱାରା ନିଜ ଶରୀରକୁ ଢ଼ାଙ୍କିଥିବା ଦେଖିବାକୁ ମିଳିଛି।

Gehena

ଆହୁରି ମଧ୍ୟ ଏହି ପୋଷ୍ଟର କ୍ୟାପ୍ସନରେ ସେ ଏହି ଫୋଟୋସୁଟ୍ କୁ ନିଜ ଇଚ୍ଛାରେ କରିଥିବା କହିଛନ୍ତି। ସୁଟିଂ ସମୟରେ ସେ କୌଣସି ପ୍ରକାରର ନିଶା ସେବନ କରିନଥିବା ଏବଂ ତାଙ୍କୁ କେହି ଏଥିପାଇଁ ବାଧ୍ୟ କରିନଥିବା ସେ କହିଛନ୍ତି।

Gehena

ଏହି ଫୋଟୋ ସୁଟ୍ କରିବା ପାଇଁ ଠିକ ସମୟରେ ତାଙ୍କୁ ତାଙ୍କ ପେମେଣ୍ଟ ମିଳିଯାଇଥିବା ସେ କହିଛନ୍ତି। ଫୋଟୋ ସୁଟ୍ ସମୟରେ ସେଠାରେ ପ୍ରାୟ ୨୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ ହେଁ କେହି ବି ତାଙ୍କ ସହିତ ଯୌନ ଶୋଷଣ କରିନଥିବା ସେ ସ୍ପଷ୍ଟ ଭାବରେ କହିଛନ୍ତି।

Gehena

ମିଳିଥିବା ଖବର ଅନୁଯାଇ ହୟାତ୍ ରେଜେନ୍ସି ହୋଟେଲରେ ଗେହେନାଙ୍କର ଏହି ଫୋଟୋ ସୁଟ୍ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗେହେନାଙ୍କୁ ଆଡଲ୍ଟ ୱେବ୍ ସିରିଜ୍ 'ଗନ୍ଦୀ ବାତ୍' ରୁ ବହୁତ ଲୋକପ୍ରିୟତା ମିଳିଥିଲା। ବୋଲ୍ଡ ସିନ୍ ରେ ପରିପୂର୍ଣ୍ଣ ଏହି ୱେବ୍ ସିରିଜର ଅନେକ ପାର୍ଟ ତିଆରି କରାଯାଇଥିଲା ଏବଂ ସମସ୍ତ ପାର୍ଟ ହିଟ୍ ସାବ୍ୟସ୍ତ ହୋଇଥିଲା।