ଦେଖନ୍ତୁ ଭିଡ଼ିଓ: କନ୍ୟା ଆଗରେ ଭିଣୋଇକୁ ଜୋର୍ ଜବରଦସ୍ତି କିସ୍ କଲା ଶାଳୀ, ହଟ୍ କିସ୍ ଦେଖି ଲୋକେ ହୋଇଗଲେ ତାଜୁବ୍

 
Dulha sali

ଭାରତରେ ଅନୁଷ୍ଠିତ ହେଉଥିବା ବାହାଘର ଗୁଡିକରେ ମଜାକ୍ ମସ୍ତି ହେବା ଏକ ସାଧାରଣ କଥା ଅଟେ। କିନ୍ତୁ ବେଳେ ବେଳେ ଏହିସବୁ ମଜ଼ାକ ସବୁ ସୀମା ପାର କରିଯାଏ। ଏହିଭଳି ଏକ ଭିଡ଼ିଓ ଇଣ୍ଟରନେଟରେ ପୁଣି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିବାହ ସମାରୋହରେ କନ୍ୟାର ଭଉଣୀ ନିଜ ଭିଣୋଇଙ୍କୁ ସମସ୍ତଙ୍କ ସମ୍ନାରେ ଲିପ୍ କିସ୍ କରୁଥିବାର ଦେଖିବାକୁ ମିଳୁଛି।

ଏହି ମଜ଼ାଦାର ଭିଡ଼ିଓଟିରେ ବର ଜଣକ ଷ୍ଟେଜ୍ ଉପରେ ଏକ ଚୌକିରେ ବସିଥିବାବେଳେ ତାଙ୍କ ପାଖରେ କନ୍ୟାର ଭଉଣୀ ମଧ୍ୟ ବସିଥିବାର ଦେଖାଯାଉଛି। ପରିବାର ଏବଂ ବନ୍ଧୁବାନ୍ଧବ ସହ ସମସ୍ତେ ସେଠାରେ ଫୋଟୋ ଉଠାଇବାରେ ବ୍ୟସ୍ତ ଥିବାବେଳେ ହଠାତ ଯୁବତୀ ଜଣକ ନିଜ ଭିଣୋଇଙ୍କୁ କିସ୍ କରିଦେଉଛି। କେବଳ କିସ ନୁହେଁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଭିଣୋଇଙ୍କୁ ଜବରଦସ୍ତି ଲିପ୍ କିସ୍ ଦେଉଥିବାର ଦେଖାଯାଇଥିଲା। ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓଟି ପୂର୍ବରୁ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ସମୟରେ ଏହା ବେସ୍ ପୁରୁଣା ହୋଇଥିଲେ ମଧ୍ୟ ଏହା ଇଣ୍ଟରନେଟରେ ପୁଣି ଭାଇରାଲ ହେବାରେ ଲାଗିଛି।