ଏହି ଏକ ମାତ୍ର କଳାକାର ଯାହା ସହ ରୋମାଣ୍ଟିକ୍ ସିନ୍ କରିବାକୁ ପସନ୍ଦ କରନ୍ତି ଏଲିନା, ପଢନ୍ତୁ କଣ କହିଲେ ସେ …
ଭୁବନେଶ୍ୱର: ଓଲିଉଡ୍ ର ଜଣା ଶୁଣା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଜନ୍ମ ଦିନ ଜୁଲାଇ 23 ରେ ଥିଲା । ସେ ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପ୍ରଥମ ଓଡ଼ିଆ ଚଳଚିତ୍ର ଥିଲା ‘ଇସ୍କ ତୁହି ତୁ’ । ଏଲିନା ଗତ ୫ବର୍ଷ ଧରି ଓଲିଉଡ୍ ଜଗତରେ ଅଛନ୍ତି, ବହୁ ସୁପରଷ୍ଟାର୍ଙ୍କ ସହ କାମ କରିସାରିଛନ୍ତି । କିନ୍ତୁ ସେ ବାବୁସାନ୍ ମହାନ୍ତିଙ୍କ ସହ ରୋମାଣ୍ଟିକ୍ ସିନ୍ କରିବାକୁ
Jul 25, 2020, 11:22 IST

ଭୁବନେଶ୍ୱର: ଓଲିଉଡ୍ ର ଜଣା ଶୁଣା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଜନ୍ମ ଦିନ ଜୁଲାଇ 23 ରେ ଥିଲା । ସେ ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପ୍ରଥମ ଓଡ଼ିଆ ଚଳଚିତ୍ର ଥିଲା ‘ଇସ୍କ ତୁହି ତୁ’ ।
ଏଲିନା ଗତ ୫ବର୍ଷ ଧରି ଓଲିଉଡ୍ ଜଗତରେ ଅଛନ୍ତି, ବହୁ ସୁପରଷ୍ଟାର୍ଙ୍କ ସହ କାମ କରିସାରିଛନ୍ତି । କିନ୍ତୁ ସେ ବାବୁସାନ୍ ମହାନ୍ତିଙ୍କ ସହ ରୋମାଣ୍ଟିକ୍ ସିନ୍ କରିବାକୁ ବହୁତ ପସନ୍ଦ କରନ୍ତି । ଓଟିଭିରେ ପ୍ରସାରିତ ହେଉଥିବା ସୋ ‘ଗପସପ’ରେ ଏଲିନା ଏହି ମତାମତ ଦେଇଥିଲେ ।
ଏଲିନା କହିଥିଲେ “ବାବୁସାନ୍ ଙ୍କ ସହ ମୁ ରୋମାଣ୍ଟିକ୍ ସିନ୍ କରିବାକୁ କରିବାକୁ ପସନ୍ଦ କରେ କାରଣ ତାଙ୍କୁ ବହୁତ ସହଜ ଲାଗେ, ସେ ମୋତେ ଏମିତି ସିନ୍କୁ ବଡ ସହଜରେ କରିବାରେ ତାଙ୍କୁ ସାହାର୍ଯ୍ୟ କରନ୍ତି ।